ହେଲମେଟ୍‌ ପିନ୍ଧି ଚାଲିଛି ଗର୍‌ବା ନୃତ୍ୟ

ସୁରତ,୩୦।୯:ଗୁଜରାଟର ସୁରତ ସହରରେ ଏଥର ଭିନ୍ନ ଢଙ୍ଗରେ ନବରାତ୍ର ପୂଜା ଆରମ୍ଭ ହୋଇଛି। ନବରାତ୍ରୀ ଅବସରରେ ବିଭିନ୍ନ ସ୍ଥାନରେ ଗର୍‌ବା କାର୍ଯ୍ୟକ୍ରମାନ ଆୟୋଜନ କରାଯାଉଛି। ଗର୍‌ବାରେ ଭାଗ…

ଜାତିସଂଘରେ ନିଜର ସଫଳ ଭାଷଣ ପାଇଁ ସ୍ତ୍ରୀଙ୍କୁ ଶ୍ରେୟ ଦେଲେ ଇମ୍ରାନ

ଇସଲାମାବାଦ,୩୦।୯: ୟୁଏନଜିଏରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଶ୍ମୀର ସମ୍ପର୍କରେ ପଦୁଟିଏ କହି ନ ଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଅନ୍ତର୍ଜାତୀୟ ସମୁଦାୟ ଆଗରେ ଏହି…

ପ୍ରଶାନ୍ତି ବିହାର ଦୁର୍ଗାପୂଜା କମିଟି : ମା’ଙ୍କ ମଥାରେ ଝଟକିବ ଚାନ୍ଦି ମୁକୁଟ

ଭୁବନେଶ୍ୱର,୩୦।୯(ବ୍ୟୁରୋ) : ଭୁବନେଶ୍ୱରର ଓ୍ବାର୍ଡ ନଂ. ୧ ଅନ୍ତର୍ଗତ ପ୍ରଶାନ୍ତିବିହାର ଦୁର୍ଗାପୂଜା କମିଟି ଚଳିତ ବର୍ଷ ସ୍ବତନ୍ତ୍ର ଭାବେ ପୂଜା ଆୟୋଜନ କରୁଛି। ୨୦ ବର୍ଷ ହେବ…

ଆଦର୍ଶ ବିଦ୍ୟାର୍ଥୀ ସମ୍ମାନ: ଓଡ଼ିଶାରୁ ଶୁଭସ୍ମିତା

ରାଜନଗର, ୩୦।୯(ବଡି.ଏନ୍‌.ଏ.): ଅନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର ପାଇଁ ଭାରତରୁ ୧୦ ଜଣ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ିଶାରୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ…

ବିଜେପୁର ଉପନିର୍ବାଚନ: ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ରୀତା ସାହୁ

ବରଗଡ଼ ଅଫିସ, ପଦ୍ମପୁର, ୩୦।୯(ଡି.ଏନ୍‌.ଏ.): ବିଜେପୁର ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନପତ୍ର ଦାଖଲର ଶେଷ ଦିନ। କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ପରେ ବିଜେଡି ପ୍ରାର୍ଥୀ ରୀତା…

୩ଟି ସ୍ତମ୍ଭ ଉପରେ ରହିଛି ଏକବିଂଶ ଶତାବ୍ଦୀର ମୂଳଦୁଆ: ପ୍ରଧାନମନ୍ତ୍ରୀ

ଚେନ୍ନାଇ,୩୦।୯: ଏକବିଂଶ ଶତାବ୍ଦୀର ମୂଳଦୁଆ ୩ଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଉପରେ ରହିଛି। ସେଗୁଡ଼ିକ ହେଉଛି ନବୀକରଣ, ଦଳଗତକାର୍ଯ୍ୟ ଏବଂ ଜ୍ଞାନକୌଶଳ। ଏସବୁର ବିକାଶରେ ଶତାବ୍ଦୀର ଧାର୍ଯ୍ୟ ଲକ୍ଷ୍ୟ…

ମୋଦିଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କୁ ଟକ୍କର ଦେବେ ତେଜ ବାହାଦୁର

ଚଣ୍ଡିଗଡ଼,୩୦।୯: ଖାଇବାର ଅଭିଯୋଗକୁ ନେଇ ଚର୍ଚ୍ଚାକୁ ଆସିଥିବା ନିଲମ୍ବିତ ବିଏସ୍‌ଏଫ୍‌ ଯବାନ ତେଜ ବାହଦୁର ଯାଦବ ଏବେ ହରିୟାଣା ରାଜନୀତିରେ ପାଦ ରଖିଛନ୍ତି। ଦୁଷ୍‌ୟନ୍ତ ଚୌଟାଲାଙ୍କ ଜନନାୟକ…

ରାଫାଲ୍‌ ଯୋଗୁ ଚାଇନା-ପାକିସ୍ତାନର କଡ଼ା ମୁକାବିଲା କରିବାକୁ ଭାରତ ସକ୍ଷମ: ବାୟୁସେନା ଅଧ୍ୟକ୍ଷ ଭଦୋରିଆ

ନୂଆଦିଲ୍ଲୀ,୩୦।୯: ରାଫାଲ୍‌ ଯୁଦ୍ଧ ବିମାନ ଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ବହୁ ଗୁଣା ବୃଦ୍ଧି ପାଇବ। ଏହା ଯୋଗୁ ଚାଇନା-ପାକିସ୍ତାନର କଡ଼ା ମୁକାବିଲା କରିବାକୁ ଭାରତ ସକ୍ଷମ…

୧୦ ଶିଶୁଙ୍କ ମଧ୍ୟରୁ ୮ଜଣ ମୁଖ ଗହ୍ବର ସଂକ୍ରମଣରେ ପୀଡ଼ିତ: ରିପୋର୍ଟ

ନୂଆଦିଲ୍ଲୀ,୩୦।୯: ଭାରତୀୟ ଶିଶୁ ଅଧିକ ମୁଖ ଗହ୍ବର ସଂକ୍ରମଣ ସମସ୍ୟାରେ ପୀଡ଼ିତ ରହିଛନ୍ତି। କାଣ୍ଟାର ଆଇଏମ୍‌ଆର୍‌ବିର ରାଷ୍ଟ୍ରୀୟ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୧୦ଶିଶୁଙ୍କ ମଧ୍ୟରୁ ୮ଜଣଙ୍କର ଏହି…

ମନ୍ତ୍ରୀ ଯାଉଥିବା ବିମାନରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୩୦।୯: ଦିଲ୍ଲୀର ଏକ ଇଣ୍ଡିଗୋ ବିମାନରେ ନିଆଁ ଲାଗିଯିବାରୁ ଗୋଆରେ ଏହା ଜରୁରିକାଳୀନ ଅବତରଣ କରିଛି। ଏହି ବିମାନରେ ଗୋଆର ପରିବେଶ ମନ୍ତ୍ରୀ ନିଲେଶ କାବରାଲ ଯାତ୍ରା…