ପୁଣି ଅଧ୍ୟକ୍ଷ ପଦ ସମ୍ଭାଳିବେ ରାହୁଲ: ମନମୋହନଙ୍କ ପରେ ଶଶି ଥରୁର୍‌ ଦେଲେ ସଙ୍କେତ

ନୂଆଦିଲ୍ଲୀ,୧୫।୧୨: କଂଗ୍ରେସ ଅଧ୍ୟକ୍ଷ ପଦ ପୁଣି ରାହୁଲ ଗାନ୍ଧୀ ସମ୍ଭାଳିବେ ବୋଲି ସଙ୍କେତ ମିଳିଛି। ଭାରତ ବଚାଓ ରାଲିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏନେଇ ସୂଚନା…

ଜୋତା ଚୋରାଇବାରୁ ରାଗିଗଲେ ବର, ବିବାହ ଭାଙ୍ଗିଦେଲେ କନ୍ୟା

ମୁଜାଫରନଗର, ୧୫।୧୨: ବିବାହ ସମୟରେ ଜୋତା ଚୋରାଇବା ଏକ ପରମ୍ପରା ରହିଛି। କନ୍ୟାଙ୍କ ଭଉଣୀ ଏହି ପରମ୍ପରା ନିଭାଇବାର ବିଧି ରହିଛି। କିନ୍ତୁ ଏହି ଜୋତା ଚୋରା…

ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ଏହି ଡାଏଟ୍‌ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ

ନିୟମିତ ଜୀବନଶୈଳୀ ଏବଂ ସନ୍ତୁଳିତ ଖାଦ୍ୟପେୟ ପ୍ରତି ଧ୍ୟାନ ଦେଲେ ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ପାଇପାରିବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ। ତେଣୁ କିଛି ଡାଏଟ୍‌…

ନୂଆ ଓଡ଼ିଆ ସିନେମା ‘ମନେ ମନେ ମନ ଖୋଜୁଥିଲା’

‘ମନେ ମନେ ମନ ଖୋଜୁଥିଲା’-ଏପରି ଶୀର୍ଷକରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଏହାର କାହାଣୀ ପ୍ରେମ ଉପରେ ପର୍ଯ୍ୟବସିତ। ହଁ,ଏକ ଭିନ୍ନ ଧରଣର ଟିନ୍‌-ଏଜ୍‌ ପ୍ରେମ କାହାଣୀକୁ…

ନୂଆ ଚାକିରୀ ପାଇଁ କ’ଣ ସବୁ କରିବା ଆବଶ୍ୟକ ଜାଣନ୍ତୁ..

କୌଣସି କାରଣ ବସତଃ ଚାକିରୀ ଚାଲିଗଲେ ଅନେକେ ଡିପ୍ରେସନର ଶିକାର ହୋଇଥାନ୍ତି। ତେବେ ଏଭଳି ସମୟରେ ନିରାଶ ନ ହୋଇ ଧର୍ଯ୍ୟର ସହ ନୂତନ ଚାକିରୀ ସନ୍ଧାନ…

ନାପ୍‌ ଷ୍ଟୋର

ବ୍ୟସ୍ତବହୁଳ ଜୀବନ ଭିତରେ ଶାନ୍ତିର ନିଦ ଶୋଇବା ଲାଗି କାହା ପାଖେ ସମୟ ନାହିଁ। କାର୍ଯ୍ୟ ବ୍ୟସ୍ତତା ଏବଂ ସମୟର ଘୋର ଅଭାବ ହେତୁ ଅନେକେ ଅନିଦ୍ରା…

ତାରରେ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି

ଦୁର୍ଗାପୂଜା ସମୟରେ ମା’ ଦୁର୍ଗାଙ୍କର ଅନେକ ପ୍ରକାରର ମୂର୍ତ୍ତି ଗଢ଼ାଯାଏ। କିଛି କାରିଗର ତ ବିଭିନ୍ନ ଉପାଦାନରେ ମା’ଙ୍କ ମୂର୍ତ୍ତି ଗଢ଼ିଥାଆନ୍ତି। ତେବେ ନିକଟରେ ଆସାମର ଧିବ୍ରୁ…

ଅଳ୍ପ ବୟସରେ କଠିନ କାମ

ଇଚ୍ଛାଶକ୍ତି ନିକଟରେ ବୟସର ବାଧକତା ହାର ମାନିଥାଏ। ସେଥିଲାଗି ଅଳ୍ପ ବୟସର ପିଲାମାନେ ବି ଅନେକ କଠିନ କାମ କରି ଦେଖେଇଥାନ୍ତି। ଚାଇନାର ଝାଙ୍ଗ୍‌ ହୁଇମିନ୍‌ଙ୍କୁ ଦେଖାଯାଉ।…

ବୁଟ୍‌ କିଣିବାକୁ ଅର୍ଥ ନ ଥିବାରୁ ବ୍ୟାଣ୍ଡେଜ ବାନ୍ଧି ଦୌଡ଼ି ଜିତିଲେ ୩ ସ୍ବର୍ଣ୍ଣ

ମାନିଲା,୧୫।୧୨- ଫିଲିପାଇନ୍ସରେ ଜଣେ କୁନି ବାଳିକା ଆଥ୍‌ଲେଟଙ୍କ କ୍ରୀଡ଼ା ପ୍ରତି ସମର୍ପଣ ସଭିଙ୍କୁ ଚକିତ କରିଛି। ବୁଟ୍‌ କିଣିବାକୁ ଅର୍ଥ ନ ଥିବାରୁ ପାଦରେ ବ୍ୟାଣ୍ଡେଜ ବାନ୍ଧି…

ଏହି ଡ୍ରେସ୍‌କୁ ଛୁଇଁ ହେବନି

ସବୁବେଳେ ସେଲିବ୍ରିଟି ପିନ୍ଧୁଥିବା ପୋଷାକ ଚର୍ଚ୍ଚାକୁ ଆସେ, ଭାଇରାଲ ହୁଏ। କିନ୍ତୁ ନିକଟରେ ଏମିତି ଏକ ପୋଷାକ ଭାଇରାଲ ହୋଇଛି, ଯାହା କୌଣସି ସେଲିବ୍ରିଟିଙ୍କର ନୁହେଁ। ଏହି…