୧୫ ଲକ୍ଷ ଟଙ୍କା କାର୍‌ରେ ଆସି ୧୫୦ ଟଙ୍କାର ଫୁଲ କୁଣ୍ଡ ଚୋରି କଲେ ବ୍ୟକ୍ତି

ଲକ୍ଷ୍ନୌ,୨୩।୧: ଉତ୍ତର ପ୍ରଦେଶ ନୋଏଡାର ସେକ୍ଟର ୪୧ରେ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ୧୫ ଲକ୍ଷ ଟଙ୍କାର ଏକ କାର୍‌ ଚଲାଇ…

ବୋଲ ମାନୁନି ଦନ୍ତା: ପୁଣି ଛିଣ୍ଡାଇଲା ଚେନ୍‌

ଢେଙ୍କାନାଳ ଅଫିସ,୨୩।୧: ତାଳଚେରରୁ କପିଳାସକୁ ଅଣାଯାଇଥିବା ଦନ୍ତାହାତୀଟି କାହା ବୋଲ ମାନୁ ନ ଥିବା ବେଳେ ବନ୍ଧା ଯାଇଥିବା ଚେନ୍‌ ଛିଣ୍ଡାଇ ଦେଇଛି। ଚେନ୍‌ରେ ବାନ୍ଧିବାକୁ ପୁଣି…

ବାଲ ଠାକରେଙ୍କୁ ମନେପକାଇଲେ ଫଡନବିସ

ମୁମ୍ବାଇ,୨୩।୧: ଶିବସେନାର ପ୍ରତିଷ୍ଠାତା ବାଲ ଠାକରେଙ୍କ ୯୪ତମ ଜନ୍ମ ଜୟନ୍ତିରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଟୁଟଇ୍‌ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେ…

ଟଙ୍କା ପାଇଁ ଭାରତୀୟ ଦଳକୁ ସମର୍ଥନ କରୁଛନ୍ତି ଏହି ପାକିସ୍ତାନ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ପାକିସ୍ତାନ କ୍ରିକେଟର ସୋଏବ ଅଖତରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ସୋଏବ ଭାରତର ଭଲ ବନ୍ଧୁ…

ପୁରୀ ମାରାଥନ୍‌: ସମ୍‌ସଦ୍‌ ଆରା, ମୁକୁନ୍ଦ ଚାମ୍ପିଅନ

ପୁରୀ ଅଫିସ,୨୩।୧: ପ୍ରାକୃତିକ ବିପର୍ଯ୍ୟୟ ସଚେନତନା ସୃଷ୍ଟି ନିମନ୍ତେ ଗୁରୁବାର ସକାଳେ ପୁରୀରେ ମିନି ମାରାଥନ୍‌ ଅନୁଷ୍ଠିତ ହୋଇଯାଇଛି। ମହିଳାବର୍ଗରେ ସମ୍‌ସଦ୍‌ ଆରା ବେଗମ୍‌ ଏବଂ ପୁରୁଷବର୍ଗରେ…

ନେହା କକ୍କରଙ୍କ ବଦାନ୍ୟତା: ଦମକଳ କର୍ମଚାରୀଙ୍କୁ ୨ ଲକ୍ଷ ଟଙ୍କା ଦେଲେ ସହାୟତା

ବଲିଉଡ୍‌ ଗାୟିକା ନେହା କକ୍କର ଏବେ ବେଶ୍‌ ଚର୍ଚ୍ଚାରେ। ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟଙ୍କ ସହ ତାଙ୍କ ବିବାହକୁ ନେଇ ଆଲୋଚନା ଚାଲିଛି। ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ…

ଟ୍ରେନ୍‌ରେ କଟି ମହିଳାଙ୍କ ଜୀବନଗଲା

ଖୋର୍ଦ୍ଧା ଅଫିସ,୨୩।୧: ଖୋର୍ଦ୍ଧା ପୋଲିସ ଜିଲାର ବାଘମାରୀ ଥାନା ବାଘମାରୀ ଓଭର ବ୍ରିଜ୍‌ଠାରେ ଗୁରୁବାର ସକାଳେ ଟ୍ରେନରେ କଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏ…

ନିର୍ଭୟା ବଳାତ୍କାରୀଙ୍କ ସହ ୪ ଦିନ ଜେଲରେ ରୁହନ୍ତୁ ଇନ୍ଦିରା ଜୟସିଂ: କଙ୍ଗନା

ମୁମ୍ବାଇ,୨୩।୧: ବଲିଉଡ୍‌ର ‘ପଙ୍ଗା’ ଅଭିନେତ୍ରୀ କଙ୍ଗନା ରାନାଓ୍ବତ କିଛି କା କିଛି ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। ଏଥର ସେ ବହୁ…

ଇମ୍ଫାଲରେ ଆଇଇଡି ବିସ୍ଫୋରଣ

ଇମ୍ଫାଲ,୨୩।୧: ମଣିପୁରର ରାଜଧାନୀ ଇମ୍ଫାଲର ନାଗମପାଲ ରିମ୍ସ ରୋଡରେ ଗୁରୁବାର ସକାଳେ ଏକ ଆଇଇଡି ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ କେହି ମୃତାହତ ହୋଇଥିବା ନେଇ ସୂଚନା…

ଦେଶ ସ୍ବାଧୀନତା ପାଇଁ ଏଭଳି ପଦବୀ ଛାଡିଥିଲେ ନେତାଜୀ

ସାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଦିନ ଓଡ଼ିଶାର କଟକ ସହରଠାରେ ଜନ୍ମ ନେଇଥିଲେ। ତାଙ୍କ ପିତା ଥିଲେ ଜଣେ…