ବଜ୍ରଗୁମ୍ମା ଗାଁରେ ସବର୍ଣ୍ଣ-ଅସବର୍ଣ୍ଣ ବିବାଦ: ଅସବର୍ଣ୍ଣ ପରିବାରଙ୍କୁ ଗାଁ ବାସନ୍ଦ

ଦିଗପହଣ୍ଡି,୧୧ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା ଗାଁରେ ଗତ କିଛିଦିନ ହେଲା ସବର୍ଣ୍ଣ- ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଅସବର୍ଣ୍ଣ ଗୋଷ୍ଠୀର…

ଏହି ପୂର୍ବତନ ଭାରତୀୟ କ୍ରିକେଟର୍‌ଙ୍କ ସ୍ତ୍ରୀଙ୍କୁ କରୋନା

କୋଲକାତା, ୧୧।୭- ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଲ୍‌ରାଉଣ୍ଡର ଲକ୍ଷ୍ମୀରତନ ଶୁକ୍ଳାଙ୍କ ସ୍ତ୍ରୀ ସ୍ମିତା ସନ୍ୟାଲ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସ୍ମିତା ବର୍ତ୍ତମାନ ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ…

କରୋନାରେ ଖବରଦାତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା

ହିଞ୍ଜିଳିକାଟୁ,୧୧ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପ୍ରେସ୍‌ କ୍ଲବର ସଭାପତି ତଥା ଖବରଦାତା ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ଶନିବାର ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ କିମ୍ସ କୋଭିଡ୍‌ ହସ୍ପିଟାଲରେ ପରଲୋକ ଘଟିଛି। ସ୍ବର୍ଗତ…

ଭୁବନେଶ୍ୱରରେ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ

ଭୁବନେଶ୍ୱର, ୧୧ା୭(ବ୍ୟୁରୋ): ଭୁବନେଶ୍ୱରରେ ଏବେ କୋଭିଡ୍‌-୧୯ ସଂକ୍ରମଣ ହୁହୁହୋଇ ବଢ଼ୁଛି। ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଥିବାବେଳେ ଅଧିକାଂଶ ନୂଆ ପଜିଟିଭ୍‌ ପୁରୁଣା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ…

ବ୍ରହ୍ମପୁରରେ ସ୍ବାସ୍ଥ୍ୟ ସ୍କ୍ରିନିଂ: ୧୮୧ କରୋନା ସନ୍ଦିଗ୍ଧ ଚିହ୍ନଟ, ୪୬ ଜଣଙ୍କ ସ୍ବାବ୍‌ ନମୁନା ପରୀକ୍ଷା

ବ୍ରହ୍ମପୁର ଅଫିସ,୧୧ା୭: କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଆରମ୍ଭ ହୋଇଥିବା ଡୋର୍‌ ଟୁ ଡୋର୍‌ ସ୍ବାସ୍ଥ୍ୟ ଯାଞ୍ଚର ଦୁଇଦିନରେ ୧୮୧ ଜଣ…

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୧ , ୨୦୨୦)

ଭୁବନେଶ୍ୱରରେ ଶଟ୍‌ଡାଉନ୍   ଭୁବନେଶ୍ୱର ରାଜମହଲ ଛକରେ ଏକ ଗାଡିରେ  ବାଉଁଶ ଝୁଡି ନିଆଯାଉଛି ଭୁବନେଶ୍ୱର ଏଜି ଛକରେ ଟ୍ରାଫିକ ପୋଷ୍ଟ ମରାମତି ହେଉଛି ଗରମରେ ପାରାମାନେ…

ଅନୁଷ୍କାଙ୍କ ଫଟୋଶୁଟ୍‌ ଦେଖି କ’ଣ କହିଲେ ବିରାଟ

ମୁମ୍ବାଇ, ୧୧।୭- ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ଶର୍ମା ୨୦୧୭ ଡିସେମ୍ବରରେ ପରସ୍ପର ବିବାହ ବନ୍ଧନରେ ଆବଦ୍ଧ…

ଦ୍ୱାଦଶ ପରୀକ୍ଷାରେ ଅଖିଳେଶଙ୍କ ଝିଅ ରଖିଲେ ୯୮%

ନୂଆଦିଲ୍ଲୀ,୧୧।୭: ସମାଜବାଦୀ ପାର୍ଟୀ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଝିଅ ଅଦିତି ଆଇଏସ୍‌ସି ବୋର୍ଡର ଦ୍ୱାଦଶ ପରୀକ୍ଷାରେ ୯୮ ପ୍ରତିଶତ ମାର୍କ ରଖି ପାସ୍‌ କରିଛନ୍ତି। ଏନେଇ ଟୁଇଟ୍‌…

ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବକୁ ଆରମ୍ଭ ହେଲା ବସ୍‌ ସେବା

ମାଲକାନଗିରି/ଚିତ୍ରକୋଣ୍ଡା,୧୧ା୭(ଡି.ଏନ.ଏ.)-ମାଲକାନଗିରି ଜିଲାପାଳ ମନୀଷ ଅଗ୍ରୱାଲଙ୍କ ଉଦ୍ୟମରେ ଶୁକ୍ରବାରଠାରୁ ସ୍ବାଭିମାନ ଅଞ୍ଚଳର ଯୋଡାମ୍ବକୁ ବସ୍‌ ଚଳାଚଳ ଆରମ୍ଭ ହୋଇଛି। ମାଲକାନଗିରି ସଦର ମହକୁମାରୁ ଚିତ୍ରକୋଣ୍ଡାର ଯୋଡ଼ାମ୍ବକୁ ଏହି ବସ୍‌…

ଭୁବନେଶ୍ୱରରେ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ | Serological Test For Covid19 Begins in Bhubaneswar

ରାଜଧାନୀରେ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ। ଟେଷ୍ଟ ପାଇଁ ୨୫ଟି ୱାର୍ଡ଼କୁ ଚିହ୍ନଟ କରାଯାଇଛି। ଆଜି ପାଞ୍ଚରୁ ଛଅଟି ସ୍ଥାନରେ ପରୀକ୍ଷା କରିବ ଭୁବନେଶ୍ୱର ମହାନଗର ନିଗମ।…