Categories: Video

ଭୁବନେଶ୍ୱରରେ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ | Serological Test For Covid19 Begins in Bhubaneswar

ରାଜଧାନୀରେ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ। ଟେଷ୍ଟ ପାଇଁ ୨୫ଟି ୱାର୍ଡ଼କୁ ଚିହ୍ନଟ କରାଯାଇଛି। ଆଜି ପାଞ୍ଚରୁ ଛଅଟି ସ୍ଥାନରେ ପରୀକ୍ଷା କରିବ ଭୁବନେଶ୍ୱର ମହାନଗର ନିଗମ। ପ୍ରଥମ ପଯ୍ୟାୟରେ ୨୫ଶହ ଲୋକଙ୍କ ନୁମନା ପରୀକ୍ଷା କରାଯିବ। ମୋଟ ୫ ହଜାର ନମୁନା ପରୀକ୍ଷା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।