ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୧ , ୨୦୨୦)

ଭୁବନେଶ୍ୱରରେ ଶଟ୍‌ଡାଉନ୍

 

ଭୁବନେଶ୍ୱର ରାଜମହଲ ଛକରେ ଏକ ଗାଡିରେ  ବାଉଁଶ ଝୁଡି ନିଆଯାଉଛି

ଭୁବନେଶ୍ୱର ଏଜି ଛକରେ ଟ୍ରାଫିକ ପୋଷ୍ଟ ମରାମତି ହେଉଛି

ଗରମରେ ପାରାମାନେ ତୃଷ୍ଣା ମେଣ୍ଟାଉଛନ୍ତି

 

କଟକରେ ଶଟ୍‌ଡାଉନ୍