ଏହି ମହିଳାଙ୍କ ପାଇଁ ପ୍ରଥମେ କେକ୍‌ ପ୍ରସ୍ତୁତ କରିଥିଲେ କୋହଲି

କରୋନା ଯୋଗୁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ଘରେ ସମୟ ବିତାଉଛନ୍ତି। ଲକଡାଉନ ଆରମ୍ଭରୁ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ସେ ମୁମ୍ବାଇରେ ଅଛନ୍ତି ଏବଂ…

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୨୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛିି। ସୋମବାର ସୁଦ୍ଧା ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩ରେ ପହଞ୍ଚିଛି।…

ଉଦ୍ଧବଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ମୁମ୍ବାଇ,୨୭।୭: ମହାରାଷ୍ଟ୍ର ରାଜନୀତିରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଭିନ୍ନ ଏକ ସଫଳତା ହାସ କରିଛନ୍ତି ବୋଲି କୁହାଯାଏ। ଉଦ୍ଧବଙ୍କ ପିତା ତଥା ଶିବସେନାର ସଂସ୍ଥାପକ ବାଲାସାହେବ…

ଏଥର ହ୍ବାଟ୍‌ସଆପ୍‌ରେ ଅଭିଯୋଗ: ନମ୍ବର ଜାରି କଲା କଟକ ପୋଲିସ

କଟକ ଅଫିସ,୨୭।୭: ଥାନାକୁ ଯିବା ଆଉ ଦରକାର ପଡ଼ିବ ନାହିଁ। ଏବେ ହ୍ବାଟ୍‌ସଆପ୍‌ ନମ୍ବରରେ ଅଭିଯୋଗ କରିହେବ। ପ୍ରଦତ୍ତ ନମ୍ବରରେ ମେସେଜ କଲେ ପୋଲିସ ତଦନ୍ତ ଆରମ୍ଭ…

୫୦ ହେକ୍ଟର ଚାଷଜମି ପଡ଼ିଆ

ରଘୁନାଥପୁର,୨୭।୭(ଡି.ଏନ.ଏ.): ଶାଖା କେନାଲରେ ପାଣି ନ ଆସିବାରୁ ୫୦ ହେକ୍ଟର ଚାଷ ଜମି ପଡ଼ିଆ ପଡିଛି। ଏହାଛଡ଼ା କଟକ-ପାରାଦୀପ ରେଳ ଲାଇନ ତଳେ ଯାଇଥିବା କେନାଲରେ ଉପରୁ…

ପ୍ରତାପଚନ୍ଦ୍ର ସ୍ମାରକୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତର ନାହାନ୍ତି, ରୋଗୀସେବା ଠପ

ରାହାମା,୨୭।୭(ଡି.ଏନ୍‌.ଏ): କୁଜଙ୍ଗ ବ୍ଲକ ରାହାମା ଅଧୀନ ପ୍ରତାପଚନ୍ଦ୍ର ସ୍ମାରକୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନ ଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୨୫…

ମାଡ଼ି ଆସୁଛି ମହାବିପଦ: ଦବିଯିବ ପୃଥିବୀ

ଓ୍ବାଶିଂଟନ, ୨୭।୭: ପୃଥିବୀରେ କରୋନା ମହାମାରୀ ନେଇ ଆତଙ୍କ ଦେଖାଦେଇଛି। କରୋନା ପରେପରେ ଆଗାମୀ ୨୦ ବର୍ଷ ମଧ୍ୟରେ ପୃଥିବୀ ପାଇଁ ମହାବିପଦ ମାଡ଼ିଆସୁଛି ବୋଲି ପରିବେଶ…

ଭୟଙ୍କର ରୂପ ନେଇଛି ‘ହନ୍ନା’: ୧୪୫ କିଲୋମିଟର ବେଗରେ ବହୁଛି ପବନ

ଟେକ୍ସାସ,୨୭।୭: ଗୋଟିଏ ପଟେ ଆମେରିକାରେ କରୋନା ମହାମାରୀ ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଅନ୍ୟପଟେ ଦାଉ ସାଧିଛି ସାମୁଦ୍ରିକ ଝଡ଼ ‘ହନ୍ନା’। ଏହା ବେଡ଼ି…

ବଳଦ କିଣିବାକୁ ଟଙ୍କା ନାହିଁ, ବିଲରେ ହଳ କରୁଥିଲେ ଏହି ଦୁଇ ଝିଅ; ଟ୍ରାକ୍ଟର ପଠାଇଲେ ସୋନୁ

କରୋନା ସମୟରେ ସାଧାରଣ ଲୋକଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ଅଭିନେତା ସୋନୁ ସୁଦ୍‌। ଲକ୍‌ଡାଉନ୍‌ ସମୟରେ ସୋନୁ ହଜାର ହଜାର ଶ୍ରମିକଙ୍କ ସହାୟତାର ହାତ ବଢାଇଛନ୍ତି। ନିକଟରେ…

ତିର୍ତ୍ତୋଲ ଉପନିର୍ବାଚନ: ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା

ଜଗତ୍‌ସିଂହପୁର ଅଫିସ, ୨୭।୭: ଜୁଲାଇ ୬ରେ ତିର୍ତ୍ତୋଲ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ବିଷ୍ଣୁ ଚରଣ ଦାସଙ୍କ ପରଲୋକ ହୋଇଯାଇଛି। ଏହାପରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ…