ଭୁବନେଶ୍ୱରରୁ ଆଜି ୪୮୦ କରୋନା ଆକ୍ରାନ୍ତ ଚିହ୍ନଟ: ସେଥିରୁ ଲୋକାଲ କଣ୍ଟାକ୍ଟ ୨୯୮

ଭୁବନେଶ୍ୱର,୧୨।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୮୨ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୯୮ ରହିଛି। ସେହିପରି…

ଧାନଜମିରେ କୁମ୍ଭୀର ଦେଖି ଚାଷୀ ଛାନିଆ

ଦିଗପହଣ୍ଡି,୧୨ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ତଲାସିଙ୍ଗୀ ଗ୍ରାମର ସିମାଞ୍ଚଳ ପାଣିଗ୍ରାହୀଙ୍କ ଧାନଜମିରୁ ଶନିବାର ଅପରାହ୍ନରେ ଦିଗପହଣ୍ଡି ବନବିଭାଗ ଓ ପୋଲିସ କର୍ମଚାରୀଙ୍କ ମିଳିତ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୨, ୨୦୨୦)

କଟକ ଯୋବ୍ରା ମହାନଦୀ ଜଳରାଶିରେ ଖାଦ୍ୟାନ୍ୱେଷଣରେ ବସିଥିବା ବଗ ରାଜଧାନୀରେ ରାଜଭବନ ପେଟ୍ରୋଲ୍‍ ପମ୍ପ୍‍ ସମ୍ମୁଖରେ ଜଣେ କଣ୍ଢେଇ ବିକାଳୀ କଣ୍ଢେଇ ବିକୁଛନ୍ତି କଟକ ଯୋବ୍ରା ଆନିକଟରେ…

କୋରାପୁଟରେ କରୋନା ସ୍ଥିତି ଅସମ୍ଭାଳ: ୪,୬୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୯୭

କୋରାପୁଟ,୧୨ା୯(ସ୍ବ.ପ୍ର.): କୋରାପୁଟ ଜିଲାରେ ବର୍ତ୍ତମାନ କରୋନା ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଶନିବାର ଜିଲାରୁ ଆଉ ୯୭ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ…

ଶିବସେନା କର୍ମୀଙ୍କ ଆକ୍ରମଣ ଘଟଣା: ପୂର୍ବତନ ନୌସେନା ଅଧିକାରୀ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ

ମୁମ୍ବାଇ,୧୨।୯-ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ଶୁକ୍ରବାର ଶିବସେନା କର୍ମଚାରୀମାନେ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ ନେଇ…

ଏହି ଗାଁର ଜନସଂଖ୍ୟା ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଏଠାରେ ରହୁଛନ୍ତି…

ସାଧାରଣତଃ ଗୋଟିଏ ଛୋଟ ଗାଁରେ ଅତି କମ୍‌ରେ ୫୦ରୁ ୧୦୦ ଲୋକ ବାସ କରିଥାନ୍ତି। ମାତ୍ର ବିଶ୍ୱରେ ଏମିତି ଏକ ଗାଁ ଅଛି, ଯାହାର ଜନସଂଖ୍ୟା ଜାଣିଲେ…

ବୃଦ୍ଧାଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବରଗଡ଼ ଅଫିସ,୧୨ା୯: ବରଗଡ଼ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଜନୈକା ବୃଦ୍ଧାଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଶନିବାର ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

କରୋନା ଆକ୍ରାନ୍ତ ଏମ୍‌ପି ରମେଶ ମାଝିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

ନବରଙ୍ଗପୁର,୧୨ା୯(ବି.ପ୍ର.): ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ନବରଙ୍ଗପୁର କୋଭିଡ୍‌ ହସ୍ପିଟାଲରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଶନିବାର…

ଜାଲରେ ଫସିଥିଲା ହଂସଛୁଆ, ଉଦ୍ଧାର ସମୟରେ ନରହଂସ କଲା ଏମିତି; ଦେଖନ୍ତୁ ଏହି ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜାଲରେ ଫସିଥିବା ଏକ ହଂସ ଛୁଆକୁ ଜଣେ ବ୍ୟକ୍ତି ଉଦ୍ଧାର କରୁଥିବାବେଳେ ନରହଂସଟି ଏହି…

ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ମାଡ ମାମଲା: ଜାମିନକୁ ନେଇ ବିରୋଧ ପ୍ରଦର୍ଶନ କଲା ଭାଜପା

ମୁମ୍ବାଇ,୧୨ ।୯: ମହାରାଷ୍ଟ୍ରରେ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ମାଡ ମାମଲାରେ ୬ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି । ଏବେ ଏହାକୁ ବିରୋଧ କରି ଭାରତୀୟ…