ମୁସଲମାନ୍‌ ଯୁବକ କଲେ ହିନ୍ଦୁ ବୃଦ୍ଧଙ୍କ ଅନ୍ତିମ ସଂସ୍କାର: ମୃତଦେହ ଛୁଇଁଲେନି ପରିବାର ଲୋକେ

ହାଇଦ୍ରାବାଦ୍‌, ୨୬।୮: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ କେତେକ ଅଞ୍ଚଳରେ ଅଭାବନୀୟ ଘଟଣାମାନ ଘଟୁଛି। ସମ୍ପ୍ରତି ତେଲଙ୍ଗାନାରେ ଏଭଳି ଏକ…

ଦ୍ରୁତ ଗତିରେ ବଢୁଛି ବୈତରଣୀ,ବନ୍ୟା ଆଶଙ୍କା

ଭଣ୍ଡାରିପୋଖରୀ,୨୬।୮(ଡି.ଏନ୍‌.ଏ): ବୈତରଣୀ ନଦୀରେ ବନ୍ୟା ଜଳ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଲଘୁଚାପଜନିତ ଲଗାଣ ବର୍ଷାରେ ବୈତରଣୀ ନଦୀ ମଙ୍ଗଳବାର ରାତି ୩ ଟାରୁ ବଢିବା…

ଧୋନୀଙ୍କୁ ପଶଂସା କରିବା ପାକିସ୍ତାନ କ୍ରିକେଟରଙ୍କୁ ପଡିଲା ମହଙ୍ଗା, ପିସିବି ଦେଲା ଏମିତି ଦଣ୍ଡ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଅବସର ନେଇଛନ୍ତି। ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ବିଶ୍ୱର କିଛି କ୍ରିକେଟର। ପାକିସ୍ତାନର ପୂର୍ବତନ…

ରାହୁଲ ପର୍ଦ୍ଦାପଛର ନାୟକ: ସୋନିଆ ନାମକୁ ମାତ୍ର ଅଧ୍ୟକ୍ଷା

ନୂଆଦିଲ୍ଲୀ, ୨୬।୮: କଂଗ୍ରେସର ନେତୃତ୍ୱ ସଙ୍କଟ ନେଇ ଦଳୀୟ ଅସନ୍ତୋଷ ଏବେ ପଦାରେ ପଡ଼ିଛି। ଦଳରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷା ବୋଲାଉଥିଲେ ମଧ୍ୟ ପ୍ରକୃତ ନିୟନ୍ତ୍ରଣ ରାହୁଲ…

୧୦୦ ବର୍ଷ ପରେ ଫେରିଲେ ଆମେରିକୀୟ ନେଉଳ

ନୂଆଦିଲ୍ଲୀ: ପ୍ରାୟ ୧୦୦ ବର୍ଷ ପରେ ପୁଣି ଫେରିଛନ୍ତି ଓ୍ବଲ୍‌ଭରିନ୍‌ସ୍‌(ଆମେରିକୀୟ ନେଉଳ)। ଆମେରିକାର ଓ୍ବାଶିଂଟନସ୍ଥିତ ମାଉଣ୍ଟ ରେନିଅର ନ୍ୟାଶନାଲ ପାର୍କରେ ଏମାନଙ୍କ ସନ୍ଧାନ ମିଳିଛି। ଏ ନେଇ…

କଫିନ୍‌ ଭିତରେ ଶାନ୍ତି

ନୂଆଦିଲ୍ଲୀ: କଫିନ୍‌ ଭିତରେ ଶୋଇଲେ ଶାନ୍ତି ମିଳିବ। ମନ ହାଲକା ଲାଗିବ। ଏକଥା ଶୁଣିବା ମାତ୍ରେ ସମସ୍ତଙ୍କର ଭ୍ରୂକୁଞ୍ଚନ ସୃଷ୍ଟି ହେବ ନିଶ୍ଚୟ। ଏଭଳି ଏକ କଥାକୁ…

ସୂକ୍ଷ୍ମ କଳାର ନିଦର୍ଶନ

ଅହମଦାବାଦ: କଳାକାରମାନେ ବେଳେ ବେଳେ ଏଭଳି ସୂକ୍ଷ୍ମ କାରିଗରି କରିଥାନ୍ତି ଯେ, ଦେଖିବା ଲୋକେ ବି ଆଶ୍ଚର୍ଯ୍ୟଚକିତ ହୋଇଯାନ୍ତି। ଏମିତି ଏକ କଳା ପାଇଁ ଏବେ ଚର୍ଚ୍ଚିତ…

ସମାନତା ବଢ଼ାଇବ ସମ୍ମାନ

ନଦୀ ପରି ପ୍ରବାହମାନ ଧାରାଟିଏ ନାରୀ। ତା’ର ଅନେକ ରୂପ। କେବେ ସେ ମା’ ହୋଇ ଅଜାଡ଼ିଦିଏ ଅନାବିଳ ବାତ୍ସଲ୍ୟ ମମତା। ଆଉ କେବେ ଝିଅ ହୋଇ…

ସାଉଥ୍‌ରେ ମନ ଜିଣିଲେ ଡେଜି

ମୁମ୍ବାଇ: ବଲିଉଡ୍‌ରୁ ଆରମ୍ଭ କରି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି ଡେଜି ଶାହା। ସେ ଜଣେ ମଡେଲ…

ବିବାହ କରିବାକୁ ଯାଉଥିଲେ କନ୍ୟା, ଘଟିଲା ଏମିତି

ରୋହତକ,୨୬।୮: ହରିୟାଣାର ରୋହତକ ଜଣେ ବିବାହ କରିବାକୁ ଯାଉଥିବା ଜଣେ କନ୍ୟାଙ୍କୁ କିଛି ବ୍ୟକ୍ତି ବନ୍ଧୁକ ଦେଖାଇ ଅପହରଣ କରିନେଇଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ଏକ ଭୟ…