ବିହାର ପରେ ୟୁପିରେ ହ୍ବାଇଟ୍‌ ଫଙ୍ଗସ୍‌

ନୂଆଦିଲ୍ଲୀ, ୨୧।୫: ବିହାରର ପାଟନାରେ ୪ ଜଣ ହ୍ବାଇଟ ଫଙ୍ଗସ୍‌ ରୋଗୀ ଚିହ୍ନଟ ହେବାର ଦିନକ ପରେ ଶୁକ୍ରବାର ଉତ୍ତରପ୍ରଦେଶର ମାଉ ଜିଲାରେ ଜଣେ ୭୦ ବର୍ଷୀୟ…

ବିବାହ ପାଇଁ ଲୁଚାଇ ଥିଲେ କୋଭିଡ୍‌ ରିପୋର୍ଟ

ଦିଗପହଣ୍ଡି,୨୧।୫: ଗତ ସୋମବାର କୋଭିଡ୍‌ ଟେଷ୍ଟ କରାଇଥିଲେ। କିନ୍ତୁ ରିପୋର୍ଟ ଆସିଲା ପଜିଟିଭ୍‌। ଏ ସମ୍ପର୍କରେ ବରଙ୍କ ପରିବାର ଲୋକେ ଜାଣିଥିଲେ। ଏହାସତ୍ତ୍ୱେ ବାହା ହେବାକୁ ବେଦୀରେ…

ଟିକା ନେଲେ ୧୨୦ ବର୍ଷୀୟା ମହିଳା

ଉଧମପୁର,୨୧।୫: ୧୨୦ ବର୍ଷୀୟା ମହିଳା କୋଭିଡ୍‌-୧୯ ଟିକା ନେଇ ଜମ୍ମୁ-କଶ୍ମୀରର ଉଧମପୁର ଜିଲାର ଗ୍ରାମାଞ୍ଚଳବାସୀଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା। ଏଥି ଲାଗି ଉକ୍ତ ମହିଳାଙ୍କ ଘରକୁ ଯାଇ…

ବିବାହ ଭୋଜିରେ ହଜାରେ ଲୋକଙ୍କୁ ଦେଇଥିଲେ ଆମନ୍ତ୍ରଣ

ହିଞ୍ଜିଳିକାଟୁ,୨୧ା୫: କୋଭିଡ଼ କଟକଣାକୁ ଅବମାନନା କରି ଶୁକ୍ରବାର ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗୋଦରାପଲୀ ଗ୍ରାମରେ ଶୁକ୍ରବାର ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ବିବାହ ଭୋଜିର…

ଟିମ ଇଣ୍ଡିଆରୁ ଗାଙ୍ଗୁଲିଙ୍କ ବିଦା ହେବାର କାରଣ କହିଲେ ଗ୍ରେଗ୍‌ ଚାପେଲ

ବ୍ରିସବେନ,୨୧।୫: କେଉଁ କାରଣରୁ ଟିମ ଇଣ୍ଡିଆରୁ ବାଦ୍‌ ପଡ଼ିଥିଲେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି? ସେତେବେଳେ ଭାରତୀୟ ଦଳର କୋଚ୍‌ ପଦରେ ଥିବା ଗ୍ରେଗ୍‌ ଚାପେଲ ଏହି…

ଘରେ ରହି କରିହେବ କରୋନା ଟେଷ୍ଟ୍

ଏଣିକି ଘରେ ରହି କରିପାରିବେ କରୋନା ଟେଷ୍ଟ୍ । ମାଇଁ ଲାବ୍ ଡିସ୍କୋଭରି ସଲ୍ୟୁସନ୍ ଦ୍ୱାରା ପ୍ରସ୍ତୁତ ଟେଷ୍ଟ୍ କିଟ୍କୁ ଏବେ ସବୁଜ ସଂଙ୍କେତ ଦେଇଛନ୍ତି ଆଇସିଏମ୍ଆର୍…

ଓଡ଼ିଶା: ଆଜିର ଫଟୋ ( ମେ ୨୧, ୨୦୨୧ )

ଆଗକୁ ୨ ଦିନ ଶଟ୍‌ଡାଉନ୍‌ ହେବାକୁଥିବାରୁ ଭୁବନେଶ୍ୱର ୟୁନିଟ-୧ ହାଟରେ ଲୋକଙ୍କ ପ୍ରବଳ ଭିଡ   ଭୁବନେଶ୍ୱର କଳ୍ପନା ଛକରେ ପୋଲିସ ଚେକିଂ କରୁଛନ୍ତି   କରୋନାରେ…

ଆଇପିଏଲର ବାକି ମ୍ୟାଚ୍‌ ପାଇଁ ମାଷ୍ଟର ପ୍ଲାନ

ଲଣ୍ଡନ,୨୧।୫: ଚଳିତ ବର୍ଷ ସେପ୍ଟେମ୍ବରରେ ଆଇପିଏଲ-୧୪’ର ଅବଶିଷ୍ଟ ମ୍ୟାଚ୍‌ ଆୟୋଜନ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଇଂଲଣ୍ଡ…

ବଜ୍ରପାତ ନେଲା ଗୋଟିଏ ପରିବାରର ୩ ଜୀବନ

କେନ୍ଦୁଝର,୨୧।୫: କେନ୍ଦୁଝର ଜିଲା ଘଟଗାଁ ଥାନା ଅଞ୍ଚଳରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବଜ୍ରପାତରେ ମା’ ଓ ତାଙ୍କର ୩ ବର୍ଷର ଝିଅ ଏବଂ ସମ୍ପର୍କୀୟ ଭାଉଜଙ୍କ…

ଝାରପଡ଼ା ଜେଲରେ ବିଧାୟକଙ୍କୁ କୋଭିଡ୍‌

ଭୁବନେଶ୍ୱର,୨୧।୫: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଶୁକ୍ରବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏପରି କି ତାଙ୍କ ଭାବି ସମୁଦି ତଥା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ରିପୋର୍ଟ…