ଓଡ଼ିଶା: ଆଜିର ଫଟୋ ( ମେ ୨୧, ୨୦୨୧ )

ଆଗକୁ ୨ ଦିନ ଶଟ୍‌ଡାଉନ୍‌ ହେବାକୁଥିବାରୁ ଭୁବନେଶ୍ୱର ୟୁନିଟ-୧ ହାଟରେ ଲୋକଙ୍କ ପ୍ରବଳ ଭିଡ

 

ଭୁବନେଶ୍ୱର କଳ୍ପନା ଛକରେ ପୋଲିସ ଚେକିଂ କରୁଛନ୍ତି

 

କରୋନାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ଅନ୍ତିମ ରୀତିନୀତି କରିବା ପାଇଁ କଟକସ୍ଥିତ ସତୀ ଚଉରା ଶ୍ମଶାନ ଆଗରେ ବିପୁଳ ପରିମାଣର କାଠ ରଖାଯାଇଛି

 

ଆଜି ରାଜଧାନୀ ଭୁବନେଶ୍ୱରରେ ରହିଥିଲା ଶୂନ୍ୟ ଛାୟା ଦିବସ

 

ଭୁବନେଶ୍ୱର ୟୁନିଟ-୪ ଅସ୍ଥାୟୀ ପରିବା ହାଟରେ ଆଗକୁ ଶଟ୍‌ଡାଉନ୍‌ ହେବାକୁଥିବାରୁ ଲୋକଙ୍କ ପ୍ରବଳ ଭିଡ