Categories: Video

ଘରେ ରହି କରିହେବ କରୋନା ଟେଷ୍ଟ୍

ଏଣିକି ଘରେ ରହି କରିପାରିବେ କରୋନା ଟେଷ୍ଟ୍ । ମାଇଁ ଲାବ୍ ଡିସ୍କୋଭରି ସଲ୍ୟୁସନ୍ ଦ୍ୱାରା ପ୍ରସ୍ତୁତ ଟେଷ୍ଟ୍ କିଟ୍କୁ ଏବେ ସବୁଜ ସଂଙ୍କେତ ଦେଇଛନ୍ତି ଆଇସିଏମ୍ଆର୍ । ଯାହା ଫଳରେ ଏବେ ଜଣେ ବ୍ୟକ୍ତି ଘରେ ରହି ଏକ ସ୍ୱତନ୍ତ୍ର ଟେଷ୍ଟିଂ କିଟ୍ ସାହାର୍ଯ୍ୟରେ କରୋନା ଟେଷ୍ଟ୍ କରି ପାରିବେ ।