ଦୀପିକାଙ୍କ ସହ ଡେଟ୍‌ରେ ଯିବାକୁ ଚାହୁଁଛନ୍ତି ଏହି ଭାରତୀୟ ଖେଳାଳି

ଭାରତୀୟ କ୍ରିକେଟର ଅକ୍ଷର ପଟେଲ ଟେଷ୍ଟ ସିରିଜ୍‌ରୁ ଡେବ୍ୟୁ କରିବା ପରେ ଚର୍ଚ୍ଚାରେ ରହିଛନ୍ତି। ବାମ ହାତି ସ୍ପିନର ଅକ୍ଷର ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ସିରିଜ୍‌ର…

ରାଜ୍ୟରେ ୬୫ କରୋନା ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୮ ଜଣ ଲୋକାଲ କେସ୍‌…

ବସ୍‌-ଟ୍ରକ୍‌-ଅଟୋରେ ଅଶ୍ଳୀଳ ଗୀତ ବଜାଇଲେ ପରିମିଟ୍‌ ହେବ ରଦ୍ଦ

ପାଟନା,୧୬।୩: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାର ଏକ ଆଇନ ଜାରି କରିଛନ୍ତି। ଏଣିକି ବସ୍‌, ଟ୍ରକ୍‌ ଅଟୋ ଆଦି ଯାନରେ ଅଶ୍ଳୀଳ ଗୀତ ବଜାଇଲେ ଅବା…

ହେଲିକପ୍ଟରରୁ ଟଙ୍କା ବର୍ଷା

ଇସଲାମାବାଦ୍‌,୧୬।୩: ଆକାଶରୁ ହେଲିକପ୍ଟରରେ ଟଙ୍କା ଏବଂ ଫୁଲ ବର୍ଷା ହେଉଥିବାରୁ ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ରାଜରାସ୍ତାରେ ଲୋକେ ଭିଡ଼…

ମୋଦି ସରକାରଙ୍କୁ ଘେରିଲେ ଦିଗ୍‌ବିଜୟ: କ୍ରିକେଟ୍‌ ମ୍ୟାଚ୍‌ ଦେଖିବାକୁ ମନା, କିନ୍ତୁ କୁମ୍ଭ ମେଳା ଆସିବାକୁ ଅନୁମତି

ନୂଆଦିଲ୍ଲୀ,୧୬।୩: ଦେଶରେ ପୁଣିଥରେ କରୋନା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର କଟକଣା ପୁଣି ଥରେ ବୃଦ୍ଧି କରିଛନ୍ତି। କରୋନା କ୍ରମାଗତ ବୃଦ୍ଧି ଯୋଗୁ…

ତୈମୁରଙ୍କୁ ଟକ୍କର ଦେଉଛନ୍ତି ଅସଦ

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ପିଲାଟି ଦିନରୁ ଷ୍ଟାରଡମ୍‌ରେ ରହିଆସିଛନ୍ତି। କୌଣସି ନା କୌଣସି କାରଣକୁ ନେଇ ସେ…

ପାଲକ ଟିକି

ଆବଶ୍ୟକ ସାମଗ୍ରୀ: ୨୫୦ ଗ୍ରାମ୍‌ ପାଳଙ୍ଗ ଶାଗ, ଅଧା କପ୍‌ ବୁଟ ଡାଲି, ୨ଟି ଲବଙ୍ଗ, ୧ ଇଞ୍ଚ ଡାଳଚିନି, ୪-୫ଟି ଗୋଲମରିଚ, ୨ ଟେବୁଲ୍‌ ସ୍ପୁନ୍‌…

ଖରା ଦିନିଆ ମେକ୍‌ଅପ୍‌

ଆରମ୍ଭ ହୋଇଯାଇଛି ଖରାଦିନ। ଆଉ ଏମିତିରେ ନିଜ ମେକ୍‌ଅପ୍‌ ଯେପରି ଝାଳରେ ନ ବୋହିଯାଏ ତା’କୁ ନେଇ ବଢିଯାଇଛି ମହିଳାଙ୍କ ଚିନ୍ତା। ହେଲେ ଏଥିପାଇଁ ଆଦୌ ବ୍ୟସ୍ତ…

ମାସ୍କ୍‌ ନ ପିନ୍ଧି ଜେଲ୍‌ ଗଲେ ୨୦୦ରୁ ଅଧିକ ଅମାନିଆ

ଉଜ୍ଜୟନୀ,୧୬।୩: ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି। କରୋନା ମାର୍ଗଦର୍ଶିକା ପାଳନକୁ ପୁଣି ବାଧ୍ୟତାମୂଳକ କରାଯାଇଛି। ମାସ୍କ୍‌…

ମହିଳା ଅଧିକାରୀଙ୍କ ଆପତ୍ତିଜନକ ଫଟୋ ଛାଡି ହରଡ଼ଘଣାରେ ପୋଲିସ ଇନ୍ସପେକ୍ଟର

ଭୋପାଳ,୧୬।୩: ମଧ୍ୟପ୍ରଦେଶରେ ଜଣେ ପୋଲିସ ଇନ୍ସପେକ୍ଟର ସୋସିଆଲ ମିଡିଆରେ ମହିଳା ରାଜସ୍ବ ଅଧିକାରୀଙ୍କ ଅପତ୍ତିଜନକ ଫଟୋ ଛାଡି ହରଡଘଣାରେ ପଡିଛନ୍ତି। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଇନ୍ସପେକ୍ଟରଙ୍କୁ…