ଦିନେ ପିଓକେ ହେବ ଭାରତର…

ନୂଆଦିଲ୍ଲୀ,୨୭।୧୦: ଦିନେ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଭାରତର ଅଂଶ ବିଶେଷ ହେବ। ଭାରତୀୟ ସେନା ଏହି ଲକ୍ଷ୍ୟ ନିଶ୍ଚିତ ପୂରଣ କରିବ। ବାୟୁସେନା କମାଣ୍ଡିଂ-ଇନ-ମୁଖ୍ୟ ଏୟାର…

ଭୋକ ବିକଳରେ କନ୍ୟାରତ୍ନ ବିକ୍ରି କରୁଛନ୍ତି ଆଫଗାନୀ, ଖାଦ୍ୟ ସଙ୍କଟ ଚେତାବନୀ ଦେଲା ଜାତିସଂଘ…

କାବୁଲ,୨୭।୧୦: ଆଫଗାନିସ୍ତାନ ଏବେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛି। ଲୋକେ ଖାଦ୍ୟ କିଣିବା ପାଇଁ ନିଜର ସମ୍ପତ୍ତି ଏବଂ ପଶୁ ବିକ୍ରୟ କରୁଥିଲେ। ମାତ୍ର ଏବେ ସେମାନଙ୍କୁ…

ବେକରେ ଗାମୁଛା, ମୁଣ୍ଡରେ ଟୋପି, ଲାଲୁ କହିଲେ ବିସର୍ଜନ କରିବାକୁ ଆସିଛି…

ପାଟନା,୨୭।୧୦: ଦୀର୍ଘ ୬ ବର୍ଷ ପରେ ଲାଲୁ ପ୍ରସାଦ ଯାଦବ ରାଜନୀତିକୁ ପୁଣି ଫେରିଛନ୍ତିି। ତାଙ୍କର ଭାଷଣ ଶୈଳୀ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଜଗାଇଛି। ବେକଳରେ ଗାମୁଛା…

ପୋଡ଼ିଗଲା ୧୫ଘର

ଶିମ୍‌ଲା,୨୭।୧୦:ହିମାଚଳ ପ୍ରଦେଶର ଏକ ପ୍ରାଚୀନ ଗାଁ ମଲାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛିି। ନିଆଁ ଲାଗିବା ଦ୍ୱାରା ୧୫ଟି କାଠ ଘର ପୋଡ଼ି ଯାଇଛି। ଏହି ଘଟଣାରେ କୌଣସି…

ପ୍ରାର୍ଥନା କରୁଛନ୍ତି ଆର୍ୟନଙ୍କ ସାଙ୍ଗ

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ମାମଲାରେ ଆର୍ୟନ ଖାନ୍‌ଙ୍କ ଜାମିନ ଆବେଦନ ଶୁଣାଣି ମଙ୍ଗଳବାର ସ୍ଥଗିତ ରଖାଯାଇଥିବା ବେଳେ ବୁଧବାର ପୁଣି ଏହାର ଶୁଣାଣି ହେବ। ଆର୍ୟନଙ୍କୁ ଜାମିନ…

ଧନ୍ୟବାଦ ଜଣାଇଲେ ହେମା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ ସ୍ବାମୀ ଧର୍ମେନ୍ଦ୍ରଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଜନ୍ମଦିନର ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅକ୍ଟୋବର…

ରେଳ ଧାରଣାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ

ଚଣ୍ଡିଖୋଲ,୨୭।୧୦(ଡି.ଏନ୍‌.ଏ): ଯାଜପୁର ଜିଲା ହରିଦାସପୁର-ଧାନମଣ୍ଡଳ ଖୋସାଲିପୁର ରେଳ ଧାରଣା ନିକଟରୁ ଏକ ମୃତଦେହ ମିଳିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ସୂଚନାଯୋଗ୍ୟ, ସକାଳ…

ଜଣେ ପ୍ରେମିକଙ୍କୁ ଦୁଇ ପ୍ରେମିକା, ରାସ୍ତା ମଝିରେ ଟଣାଓଟରା; ଭାଇରାଲ ହେଉଛି ଭିଡିଓ

ଲକ୍ଷ୍ନୌ,୨୭ା୧୦: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ମାଡ୍‌ପିଟ୍‌ର ଭିଡିଓ ଭାଇରାଲ ହେଉଛି। ଯାହା ସାଧାରଣ ଜନତାଙ୍କୁ ଚକିତ କରିଦେଇଛି। ଲକ୍ଷ୍ନୌର ବାରାବୀରୟା ଚୌରାହ ନିକଟରେ ଥିବା ଏକ…

୧ ନଭେମ୍ବରରୁ ରାଜଧାନୀରେ ଖୋଲିବ ସ୍କୁଲ୍‌, ଛଟ୍‌ ପୂଜାକୁ ବି ଅନୁମତି…

ନୂଆଦିଲ୍ଲୀ,୨୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ସଂକ୍ରମଣ କମୁଥିବାରୁ ୧ ନଭେମ୍ବରଠାରୁ ସ୍କୁଲ୍‌ କଲେଜ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାରଙ୍କ…

ବଡ ଭାଇଙ୍କ ଜୀବନ ନେଲେ ସାନ ଭାଇ

ଟିଟିଲାଗଡ଼,୨୭।୧୦(ଡି.ଏନ୍‌.ଏ.): ଜଣେ ଭାଇ ନିଜ ଭାଇଙ୍କର ଜୀବନ ନେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ହାଟପଦାପଡ଼ା ଗ୍ରାମରେ। ସେହି ମୃତ ଯବକ ଜଣଙ୍କ…