ଗୋଟିଏ ଦିନ ଆଗରୁ ବନ୍ଦ ହେଲା ଶିଶିର ସରସ ମେଳା

ଭୁବନେଶ୍ୱର,୫।୧(ବ୍ୟୁରୋ): କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଶିଶିର ସରସ ମେଳାକୁ ଗୁରୁବାର ବନ୍ଦ କରି ଦିଆଯାଇଛି। ହେଲେ ଗୋଟିଏ ଦିନ ଆଗରୁ ମେଳା ବନ୍ଦ କରିବା ନିଷ୍ପତ୍ତି…

ଭାରତରେ ରାମରାଜ୍ୟ ପ୍ରତିଷ୍ଠା କରିବା ଭାଜପାର ଲକ୍ଷ୍ୟ: ଗଡ଼କରୀ

ଲକ୍ଷ୍ନୌ,୬।୧: ଭଗବାନ ରାମ ଦେଶର ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଭାରତରେ ରାମ ରାଜ୍ୟ ପ୍ରତିଷ୍ଠା କରିବା ଭାଜପାର ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ…

ପାଙ୍ଗଓଙ୍ଗ ହ୍ରଦ ଉପରେ ପୋଲ ନିର୍ମାଣକୁ ଭାରତର ବିରୋଧ

ନୂଆଦିଲ୍ଲୀ,୬।୧: ଲଦାଖ ପୂର୍ବାଞ୍ଚଳରେ ପାଙ୍ଗଓଙ୍ଗ ହ୍ରଦ ଉପରେ ଚାଇନାର ପୋଲ ନିର୍ମାଣକୁ କଡ଼ା ବିରୋଧ କରିଛି ଭାରତ। ପୋଲ ନିର୍ମାଣ କରାଯାଉଥିବା ସ୍ଥାନକୁ ୬୦ ବର୍ଷ ହେଲା…

ଜଳିଗଲା ଇ-ବାଇକ ଶୋ’ରୁମ୍‌

ଅମରପାଲି,୬।୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତ୍ରିବେଣୀ ଛକଠାରେ ଥିବା ସତ୍ୟନାରାୟଣ ଇ-ବାଇକ ଶୋ’ରୁମରେ ଅଗ୍ନିକାଣ୍ଡ ଘଟିଛି। ନିଆଁଲାଗି ଶୋରୁମ୍‌ରେ ଥିବା ୨୧ଟି ନୂତନ ଇ-ବାଇକ ସହିତ ଅନ୍ୟାନ୍ୟ…

 ସିଡିଏସ୍‌ ବିପିନ ରାଓ୍ବତଙ୍କ ନାମରେ ହେବ ମେନ୍‌ପୁରୀ ସୈନିକ ସ୍କୁଲର ନାମ

ଲକ୍ଷ୍ନୌ,୬।୧: ତାମିଲନାଡୁର କୁନ୍ନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ପ୍ରତିରକ୍ଷା ଅଧ୍ୟକ୍ଷ(ସିଡିଏସ୍‌) ବିପିନ ରାୱତଙ୍କର ମୃତ୍ୟୁ ଘଟିଥିଲା। କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିଲା, ଏବେ…

ଥମିଲା ବର୍ଷା, ୩୦-୩୪ ଓଭର ଖେଳାଯାଇପାରେ

ଜୋହାନ୍ସବର୍ଗ,୬।୧: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନର ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ଲଗାଣ…

ଗୋଟିଏ ଉଇକେଟ ନେଇ ଇତିହାସ ରଚିଲେ ଅଶ୍ୱିନ

ଜୋହାନ୍ସବର୍ଗ,୬।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ତଥା ନ୍ୟୁ ଇୟର ଟେଷ୍ଟରେ କେବଳ ଗୋଟିଏ ଉଇକେଟ ନେଇ ଇତିହାସ ରଚିଛନ୍ତି ଭେଟେରାନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ।…

୯ ବର୍ଷ ପରେ ଅଲଗା ହେଲେ ଏହି ଲୋକପ୍ରିୟ ଯୋଡ଼ି; ଜାଣନ୍ତୁ କାହାକୁ ମିଳିଲା ଝିଅଙ୍କ କଷ୍ଟଡି

ବମ୍ବେ: ପ୍ରଥମେ ପ୍ରେମ, ପରେ ବିବାହ, ଆଉ ଏବେ ବିଚ୍ଛେଦ ନେଇ ଖବର। ଏଭଳି କିଛିକୁ ନେଇ ଚର୍ଚ୍ଚାରେ ଟେଲିଭିଜନଜଗତର ଲୋକପ୍ରିୟ ଯୋଡ଼ି ସଞ୍ଜିଦା ଶେଖ ଏବଂ…

ଗ୍ରାମୀ ଆୱାର୍ଡ ସ୍ଥଗିତ

ନୂଆଦିଲ୍ଲୀ: ଆମେରିକାର ଲସ୍ ଆଞ୍ଜେଲସରେ ହେବାକୁ ଥିବା ୬୪ତମ ଗ୍ରାମୀ ଆୱାର୍ଡ ୨୦୨୨କୁ ସ୍ଥଗିତ କରି ଦିଆଯାଇଛି । ସାରା ବିଶ୍ୱରେ କରୋନା ଓ କରୋନାର ନୂଆ…

ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ୧୦୦ କୋଟି କ୍ଷତି: ମେକର୍ସ ନିରାଶ

ମୁମ୍ବାଇ: ଦେଶରେ ବଢି ଚାଲିଛି କରୋନା ମହାମାରୀ ସହ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ବିଭିନ୍ନ ପ୍ରକାର କଟକଣା ଲାଗୁ…