ସଟର ତାଡ଼ି ଦୋକାନରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଲୁଗାପଟା

କର୍ଲାମୁଣ୍ଡା,୨ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ପୁଟିଗାଁ ଚିନାବାଡ଼ିଠାରେ ଥିବା ମା’ ତ୍ରିପୁରା କ୍ଲଥ ଷ୍ଟୋର୍‌ରୁ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ…

ବଡ଼ ଡିଆଁ ମାରିଲେ ଶ୍ରେୟାସ

ଦୁବାଇ,୨।୩: ଚମତ୍କାର ଫର୍ମରେ ଥିବା ଭାରତୀୟ ବ୍ୟାଟର ଶ୍ରେୟାସ ଆୟାର ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ଡିଆଁ ମାରିଛନ୍ତି। ଶ୍ରଲଙ୍କା ବିପକ୍ଷ ସିରିଜ୍‌ ପୂର୍ବରୁ ୪୫ତମ ସ୍ଥାନରେ…

ନବନିର୍ବାଚିତ ସମିତିସଭ୍ୟାଙ୍କ ସ୍ବାମୀ ଗିରଫ

ବାଲିଗୁଡ଼ା,୨ା୩(ଡି.ଏନ୍‌.ଏ.): ଓ୍ବାରେଣ୍ଟ ବଳରେ ନବ ନିର୍ବାଚିତ ସମିତିସଭ୍ୟାଙ୍କ ସ୍ବାମୀ ଗିରଫ ହୋଇଛନ୍ତି। ବାଲିଗୁଡ଼ା ଅତିରିକ୍ତ ଜିଲା ଦୌରାଜଜ୍‌ କୋର୍ଟର କେସ ନଂ. ସିଟି ୫୨/୨୦ ମାମଲାରେ ମଦନ…

ଭାରତପେ’ର ବଡ଼ କାର୍ଯ୍ୟାନୁଷ୍ଠାନ: ସବୁ ପଦରୁ ବିଦା ହେଲେ ଅଶନୀର ଗ୍ରୋଭର

ନୂଆଦିଲ୍ଲୀ,୨।୩: ଦୀର୍ଘଦିନ ଧରି ଭାରତପେ’ ଏବଂ ଏହାର ପୂର୍ବତନ ନିର୍ଦ୍ଦେଶକ ଅଶନୀର ଗ୍ରୋଭରଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଗ୍ରୋଭର ଇସ୍ତଫା ଦେଇଥିବା…

ଆସନ୍ତାକାଲିଠୁ ଖୋଲିବ ମା’ ତାରିଣୀ ମନ୍ଦିର: ମାନିବାକୁ ପଡ଼ିବ ଏସବୁ ନିୟମ

କେନ୍ଦୁଝର,୨ା୩(ସ୍ବ.ପ୍ର.): କୋଭିଡ୍‌ ଆଇନରେ କୋହଳ ହେବା ପରେ ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୩ରୁ ଘଟଗାଁ ମା’ ତାରିଣୀ ପୀଠ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ପାଇଁ କୋଭିଡ୍‌…

କେନ୍ଦ୍ରମନ୍ତ୍ରୀଙ୍କୁ ଉତ୍ତର ଦେଲେ ୟୁକ୍ରେନରେ ପ୍ରାଣ ହରାଇଥିବା ଛାତ୍ରଙ୍କ ବାପା

ନୂଆଦିଲ୍ଲୀ,୨।୩: ଭାରତୀୟ ଛାତ୍ରୀଛାତ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷାରେ ଫେଲ୍‌ ହେବା ପରେ ପଢ଼ିବାକୁ ବିଦେଶ ଯାଆନ୍ତି। ଏଭଳି ମନ୍ତବ୍ୟ ଦେଇଥିବା କେନ୍ଦ୍ରମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କୁ ଉତ୍ତର ଦେଇଛନ୍ତି ୟୁକ୍ରେନର…

ପୌର ନିର୍ବାଚନ: ପ୍ରଥମ ଦିନରେ କେହି ଦାଖଲ କଲେନି ନାମାଙ୍କନପତ୍ର

ଗଞ୍ଜାମ,୨ା୩(ଡି.ଏନ୍‌.ଏ.): ଆସନ୍ତା ୨୪ରେ ହେବ ପୌର ନିର୍ବାଚନ। ଏଥିପାଇଁ ୨ରୁ ୭ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।…

ବିଦେଶରେ ମେଡିକାଲ ପଢ଼ୁଥିବା ୯୦ପ୍ରତିଶତ ଛାତ୍ର ଭାରତରେ କ୍ୱାଲିଫାଏ କରିବାରେ ଅସମର୍ଥ: କେନ୍ଦ୍ରମନ୍ତ୍ରୀ

ବେଙ୍ଗାଲୁରୁ,୨।୩: ୟୁକ୍ରେନ ଓ ରୁଷିଆ ଯୁଦ୍ଧରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାର ଅପରେଶନ ଗଙ୍ଗା ଅନ୍ତର୍ଗତ ଅଭିଯାନକୁ ଜୋରଦାର କରିଛନ୍ତି। ୟୁକ୍ରେନରେ…

ଆବଶ୍ୟକ ବେଳେ ସାର ଅଭାବ: ଚାଷୀଙ୍କ ରାଜପଥ ଅବରୋଧ

ସୋହେଲା,୨।୩(ଡିଏନଏ): ବରଗଡ଼ ଜିଲା ସୋହେଲା ଅଞ୍ଚଳରେ ସାରର ଅଭାବ, ପରିଲକ୍ଷିତ ହୋଇଛି। ଅନ୍ୟପକ୍ଷରେ ସାରବିକ୍ରିରେ କଳାବଜାରୀ ହେଉଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ବୁଧବାର ଚାଷୀମାନେ ସୋହେଲା…

ମଦ କି ସିଗାରେଟ୍‌ ଛୁଅଁନ୍ତିନି ଏହି ଅଭିନେତା

ବଲିଉଡ୍‌ର ଆକ୍ସନ ହିରୋ ଟାଇଗର ଶ୍ରଫଙ୍କ ଆଜି ଜନ୍ମଦିନ। ଆଜିର ଦିନ ଅର୍ଥା ମାର୍ଚ୍ଚ ୨ରେ ଟାଇଗର ଜନ୍ମ ହୋଇଥିଲେ। ପିଲାବେଳେ ତାଙ୍କ ନାମ ‘ଜୟ ହେମନ୍ତ…