ନାସ୍‌କମ୍‌ର ଅଧ୍ୟକ୍ଷ ହେଲେ ରାମାନୁଜମ

ନୂଆଦିଲ୍ଲୀ,୨୮।୪: ଟିସିଏସ୍‌ର ସଭାପତି (ଏଣ୍ଟରପ୍ରାଇଜ୍‌ ଗ୍ରୋଥ୍‌ ବିଜ୍‌ନେସ୍‌) କ୍ରିଷ୍ଣନ ରାମାନୁଜମ ଚଳିତ ଆର୍ଥିକ ବର୍ଷ ପାଇଁ ନାସ୍‌କମ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ୨୦୨୧-୨୨ରେ ସେ ନାସ୍‌କମ୍‌ର…

ସାର ସବ୍‌ସିଡିକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୨୮।୪: କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ବୁଧବାର ଫସ୍‌ଫେଟିକ୍‌ ଆଣ୍ଡ ପୋଟାସିକ୍‌ (ପି ଆଣ୍ଡ କେ) ସାର ପାଇଁ ସବ୍‌ସିଡିରେ ପ୍ରାୟ ୫୦% ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଥିସହିତ…

ଟୁଇଟର୍‌ ପରେ ଏବେ କୋକା-କୋଲା ଉପରେ ଏଲନ ମସ୍କଙ୍କ ନଜର

ଓ୍ବାଶିଂଟନ୍‌,୨୮।୪: ଆଜିକାଲି ଟେସଲା ସିଇଓ ଏଲନ ମସ୍କ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ଦୁନିଆର ସବୁଠୁ ବଡ ସୋସିଆଲ ମିଡିଆ କମ୍ପାନୀ ଟୁଇଟର୍‌ କିଣିଛନ୍ତି। ଏବେ ମସ୍କ…

ଟୋଲ୍‌ପ୍ଲାଜା ବିରୋଧରେ ତାତିଲେ ଲୋକେ

ବରଗଡ଼ ଅଫିସ,୨୮ା୪: ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ ଅଶୋକ ବିଲକନ୍‌ର ଟୋଲପ୍ଲାଜାର ଟୋଲଟ୍ୟାକ୍ସ ଅସୁଲିକୁ ନେଇ ପୁଣି ଅସନ୍ତୋଷ ଦେଖାଯାଇଛି। ଟୋଲପ୍ଲାଜା କର୍ତ୍ତୃପକ୍ଷ ବେଆଇନ ଭାବେ ଟୋଲଟ୍ୟାକ୍ସ…

ବେଲଜିୟମ୍‌ରୁ ଆସୁଥିବା ଚକୋଲେଟ ସ୍ବାସ୍ଥ୍ୟପ୍ରତି ହାନୀକାରକ. ଡବ୍ଲ୍ୟୁଏଚ୍‌ଓ ଚେତାବନୀ…

ଜେନେଭା, ୨୮।୪ : ଚକୋଲେଟ ପ୍ରେମୀଙ୍କ ପାଇଁ ଏକ ଖରାପ ଖବର ଆସିଛି । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବୁଧବାର ଚେତାବନୀ ଦେଇଛି ଯେ ବେଲଜିୟମରେ…

ମେ ୪ରୁ ମହିଳା ବାଣିଜ୍ୟ ମେଳା-୨୦୨୨

ଭୁବନେଶ୍ୱର,୨୮।୪: ଓଡ଼ିଶାରେ ପ୍ରଥମ ଥର ପାଇଁ ମହିଳା ଶିଳ୍ପୋଦ୍ୟୋଗୀମାନଙ୍କ ଦ୍ୱାରା ଏକ ୫ଦିନିଆ ‘ମହିଳା ବାଣିଜ୍ୟ ମେଳା-୨୨’ର ଆୟୋଜନ କରାଯାଉଛି। ମେ ୪ରୁ ୮ତାରିଖ ପର୍ଯ୍ୟନ୍ତ ଏହି ମେଳା…

ମାଲକାନଗିରିର ପୂର୍ବତନ ଏଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ମାଲକାନଗିରି, ୨୮।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ କିଆଙ୍ଗ ଫାଣ୍ଡିର ପୂର୍ବତନ ଏଏସ୍‌ଆଇ ଜୟଦାସ ଖରାଙ୍କ ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ଆୟ ବହିର୍ଭୂତ…

ରାଜୀବ ଗାନ୍ଧୀ ହତ୍ୟା ମାମଲା, ୩୬ବର୍ଷ ଜେଲ୍‌ରେ ରହିବା ପରେ ହତ୍ୟାକାରୀଙ୍କୁ କାହିଁକି ମିଳିନି ମୁକ୍ତି, କେନ୍ଦ୍ର ସରକାରଙ୍କୁ ଏସ୍‌ସିଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୨୮।୪ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ସୁପ୍ରିମକୋର୍ଟ (ଏସ୍‌ସି) କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ୩୬ ବର୍ଷ କାରାଦଣ୍ଡ ଭୋଗୁଥିବା ଏଜି ପେରିଭାଲାନଙ୍କୁ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ତ୍ରୀଙ୍କୁ କ୍ଷମା ମାଗିଲେ ବୋଲର୍‌

ମୁମ୍ବାଇ,୨୮।୪: ଆଇପିଏଲ ୨୦୨୨ର ୪୦ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଏକ ରୋମାଞ୍ଚକର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ କ୍ୟାପଟେନ ହାର୍ଦ୍ଦିକ…

ଫାଟିଲା ପଛ ଚକା; ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍‌

ଫୁଲନଖରା,୨୮।୪(ଡି.ଏନ୍‌.ଏ.): କଟକ-ଭୁବନେଶ୍ୱର ୧୬ନଂ ଜାତୀୟ ରାଜପଥସ୍ଥିତ ଫୁଲନଖରା ଓଭର ବ୍ରିଜ଼ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୁବନେଶ୍ୱରର ସାଲିଆସାହି ବସ୍ତିରୁ…