ମୃତ ଭାଜପା କର୍ମକର୍ତ୍ତାଙ୍କ ପରିବାରଙ୍କୁ ଭେଟିଲେ ଶାହା: ସିବିଆଇ ତଦନ୍ତ ଦାବି

କୋଲକାତା,୬।୫: କୋଲକାତା କାଶୀପୁର ଅଞ୍ଚଳରେ ଶୁକ୍ରବାର ସକାଳେ ଭାଜପାର ଜଣେ କର୍ମକର୍ତ୍ତାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯିବା ପରେ ପରିବାରଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।…

ଟ୍ରୋଲ ହେଉଛନ୍ତି ଅଙ୍କିତା

ବମ୍ବେ: ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ନିକଟରେ ବନ୍ଧୁ ନତାଲ୍ୟା ମହାଜନଙ୍କ ଜନ୍ମଦିନ ପାର୍ଟିରେ ଯୋଗଦେବାକୁ ସ୍ବାମୀ ବିକ୍କି…

କଫି ହାଉସ୍‌ର ସମସ୍ତ କର୍ମଚାରୀଙ୍କ ପାଇଁ ଫିଲ୍ମ ଟିକେଟ୍‌ ବୁକ୍‌ କଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ ମୃଣାଳ ଠାକୁରଙ୍କର ଫିଲ୍ମ ଜର୍ସି କିଛି ଦିନ ତଳେ ରିଲିଜ ହୋଇଥିଲା । ଫିଲ୍ମରେ ମୃଣାଳଙ୍କ ବିପକ୍ଷରେ ସାହିଦ୍‌ କପୁରଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ…

ରାଶିଫଳ: ଶନିବାର, ମେ ୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ସ୍ବଗୃହରେ ଅବସ୍ଥାନ କରୁଥିବାରୁ ପାରିବାରିକ ଓ କର୍ମକ୍ଷେତ୍ର ସମସ୍ୟା ମୁକ୍ତ ରହିବ। ଯାତ୍ରା, ବ୍ୟବସାୟ, ବାଣିଜ୍ୟ, ପରିବହନ, ସଂଗଠନ, ରାଜନୀତି ପାଇଁ ବହୁତ…

୯ରେ ରେଳରୋକୋ ନିଷ୍ପତ୍ତି

ରୂପସା,୬।୫(ଡି.ଏନ୍‌.ଏ.): ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅଧୀନ ବାଲେଶ୍ୱର ଜିଲା ହଳଦୀପଦା ରେଳଷ୍ଟେଶନ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ଦାବି ପୂରଣ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ…

ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଚଳାଚଳ ବନ୍ଦ

ଖୋର୍ଦ୍ଧା,୬।୫(ଡି.ଏନ୍‌.ଏ.): ଚିଲିକାରେ ଗୁରୁବାର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇ ଉଠିଛି। ବାତ୍ୟା ଆଶଙ୍କା ନ ଟଳିବା ପର୍ଯ୍ୟନ୍ତ ଚିଲିକାରେ…

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ସଫଳତା: ହିଜବୁଲ କମାଣ୍ଡରଙ୍କ ସମେତ ୩ ଆତଙ୍କବାଦୀ ନିହତ

ଜମ୍ମୁ,୬ ।୫: ଦକ୍ଷିଣ କଶ୍ମୀରରେ ଏକ ଅପରେଶନରେ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଅଶରଫ ମୌଲବି ନିହତ ହୋଇଥିବା ଜଣାପଡିଛି । ଏହି ଆତଙ୍କବାଦୀଙ୍କ ମୃତ୍ୟୁ ପରେ ଘାଟିରେ…

ଗରିବ ପିଲାଙ୍କୁ ଆଲିଙ୍ଗନ କରି ଚର୍ଚ୍ଚାରେ ବବି ଦେୱଲ

`ମୁମ୍ବାଇ: ପିତା ଧର୍ମେନ୍ଦ୍ର ଓ ଭାଇ ସନ୍ନି ଦେୱଲଙ୍କ ଭଳି ବଡ ପରଦାରେ ସେତେଟା ହିଟ୍ ହୋଇପାରି ନାହାନ୍ତି ବବି ଦେୱଲ । ହେଲେ ଓଟିଟି ପ୍ଲାଟଫର୍ମ…

ଏକଦା ସ୍କୁଟରରେ ବସି ବୁଲୁଥିଲେ ଏହି ଦୁଇ କ୍ରିକେଟର; ଏବେ ଗ୍ୟାରେଜରେ ରହିଛି…

ନୂଆଦିଲ୍ଲୀ,୬।୫: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ଏବଂ ପୂର୍ବତନ ଦ୍ରୁତ ବୋଲର୍‌ ଆଶିଷ ନେହେରାଙ୍କ ବନ୍ଧୁତା ବିଷୟରେ କାହାକୁ ଅଛପା ନାହିଁ।…

ଗିରଫ ହେଲେ ପ୍ରାଣୀଧନ ନିରୀକ୍ଷକ

ଭୁବନେଶ୍ୱର,୬।୫(ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଶୁକ୍ରବାର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଗୁରୁବାର କଟକ ଓ ଖୋର୍ଦ୍ଧା ଜିଲାର ୯…