ବଢ଼ିଲା ଚିତ୍ରାଙ୍କ ଅଡୁଆ

ନୂଆଦିଲ୍ଲୀ,୨୮।୩: ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) କୋ-ଲୋକେଶନ ମାମଲାରେ ସମ୍ପୃକ୍ତ ଏହାର ପୂର୍ବତନ ପରିଚାଳନା ନିର୍ଦ୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚିତ୍ରା ରାମକ୍ରିଷ୍ଣାଙ୍କ ବିଚାର ବିଭାଗୀୟ…

ବୁଲ୍‌ଡୋଜର ଭୟ: ୧୪ଦିନରେ ଆତ୍ମସମର୍ପଣ କଲେଣି ୫୦ରୁ ଊର୍ଦ୍ଧ୍ୱ ଅଭିଯକ୍ତ

ଲକ୍ଷ୍ନୌ,୨୮।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପାର ବହୁମତରେ ବିଜୟ ପରେ ଯୋଗୀ ଆଦିତ୍ୟନାଥ ସରକାର ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଯୋଗୀ ସରକାର…

ଏଥର ବି ଦଶାଶ୍ବମେଧ ଘାଟରେ ବୁଡ଼ ପକାଇବେନି ଶ୍ରଦ୍ଧାଳୁ: ଲାଗିଲା ୧୪୪ ଧାରା

ଯାଜପୁର ଅଫିସ,୨୮।୩: ଯାଜପୁର ଜିଲା ପ୍ରସିଦ୍ଧ ବାରୁଣୀ ସ୍ନାନ ଉପରେ ୧୪୪ ଧାରା ଲାଗୁ କରାଯାଇଛି। ଆସନ୍ତା ୩୦ ତାରିଖ ବାରୁଣୀ ବୁଡ଼ ସ୍ନାନ ଯୋଗ ଥିବା…

ବିଧାନସଭାରେ ମାରପିଟ ଘଟଣାରେ ୭ଭାଜପା ବିଧାୟକ ଆହତ

କୋଲକାତା,୨୮।୩: ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ବଜେଟ ଅଧିବେଶନର ଶେଷ ଦିନରେ ଗୃହରେ ଉତ୍ତେଜନା ଦେଖାଦେଇଛି। ଭାଜପା ବୀରଭୂଇଁ ହିଂସା ଉପରେ ଚର୍ଚ୍ଚା କରିବାକୁ ଚାହୁଁଥିବା ବେଳେ ଟିଏମ୍‌ସି…

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ

ଭୁବନେଶ୍ୱର,୨୮।୩(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ଗିରଫ ୮ଜଣଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିଛି। ତଦନ୍ତ ଓ କ୍ରାଇମସିନ୍‌ ରିକ୍ରିଏଶନ…

ଟସ୍‌ ଜିତି ଗୁଜରାଟର ବୋଲିଂ ନିଷ୍ପତ୍ତି

ମୁମ୍ବାଇ,୨୮।୩: ଚଳିତ ସିଜିନରେ ନୂଆ କରି ପାଦ ଥାପିଥିବା ଦୁଇ ଦଳ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ସୋମବାର ପରସ୍ପରଙ୍କ ମଧ୍ୟରେ ମୁକାବିଲା ହେବ।…

କୋର୍ଟରେ ହାଜର ହେଲେ ଶର୍ମିଷ୍ଠା

ଭୁବନେଶ୍ୱର,୨୮।୩(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ହତ୍ୟାମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ସୋମବାର କୋର୍ଟରେ ହାଜର ହୋଇଛନ୍ତି। ତାଙ୍କୁ କ୍ରାଇମବ୍ରାଞ୍ଚ ଚାନ୍ଦବାଲି ଜେଏମ୍‌ଏଫସି କୋର୍ଟରେ ହାଜର…

ମୃତ ଭାଜପା କର୍ମକର୍ତ୍ତାଙ୍କ ପରିବାରଙ୍କୁ ସହାୟତା ରାଶି ଘୋଷଣା କଲେ ଯୋଗୀ ସରକାର

ଲକ୍ଷ୍ନୌ,୨୮।୩: ଉତ୍ତରପ୍ରଦେଶ କୁଶୀନଗରରେ ଭାଜପାର ବିଜୟ ଉତ୍ସବ ପାଳନ ସମୟରେ ଜଣେ ମୁସଲମାନ ଯୁବକ ବାବରଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପରିବାରବର୍ଗଙ୍କୁ ଯୋଗୀ ସରକାର କ୍ଷତିପୂରଣ ରାଶି…

ଅସହ୍ୟ ତାତି, ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ୱର, ୨୮।୩(ବ୍ୟୁରୋ): ବଢି ଚାଲିଛି ତାତି। ସୋମବାର ୭ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଛି। ତେବେ ବଲାଙ୍ଗୀରରେ ସର୍ବାଧିକ ୪୧ ଡିଗ୍ରୀ ସେଲସିୟସ…

ଶ୍ରମିକ ୟୁନିୟନର ରାଜପଥ ଅବରୋଧ

ହିଞ୍ଜିଳିକାଟୁ,୨୮।୩(ଡି.ଏନ୍‌.ଏ.): ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସମର୍ଥନ କରି ଓଡ଼ିଶା ନିର୍ମାଣ ଶ୍ରମିକ…