୧୦ଲକ୍ଷରୁ ଉର୍ଦ୍ଧ୍ୱ ଆଶାକର୍ମୀ ସମ୍ମାନିତ

ନୂଆଦିଲ୍ଲୀ,୨୩।୫: ସ୍ବାସ୍ଥ୍ୟସେବା ନେଇ ଲୋକଙ୍କ ସହ ସମ୍ପର୍କରେ ରହିଥିବା ଭାରତର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଆଶାକର୍ମୀଙ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଗ୍ଲୋବାଲ ହେଲ୍‌ଥ ଲିଡର୍ସ…

ପଞ୍ଚାୟତ ବୈଠକରୁ ମିଳିଲାନି ସୁଫଳ, ବିଷ ପିଇଲେ ସ୍ବାମୀ

ମାଲକାନଗିରି, ୨୩ା୫(ଡି.ଏନ.ଏ.): ବସିଲା ପଞ୍ଚାୟତ, ବିଷ ପିଇଲେ ସ୍ବାମୀ ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲା ଏମଭି -୯ ଗ୍ରାମରେ। ମୃତକ ହେଲେ ସଞ୍ଜିତ ହାଲଦାର। ସଞ୍ଜିତ୍‌…

ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କଟିଗଲା ବିଦ୍ୟୁତ୍‌: ଇଞ୍ଜିନିୟର ସମେତ ୩ ନିଲମ୍ବିତ

ଲକ୍ଷ୍ନୌ,୨୩।୫: ଉତ୍ତରପ୍ରଦେଶରେ ହଠାତ୍‌ ପାଣିପାଗର ପରିବର୍ତ୍ତନର ପ୍ରଭାବ ୩ ଅଧିକାରୀଙ୍କ ଉପରେ ପଡ଼ିଛି। ରାଜଧାନୀ ଲକ୍ଷ୍ନୌ ସ୍ଥିତ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣରେ ସମୟରେ କରେଣ୍ଟ କଟିଯାଇଥିଲା। ଏହାପରେ…

ବ୍ୟାଟିଂ ବିପର୍ଯ୍ୟୟ ପରେ ୨୫୦ ରନ୍‌ର ପାର୍ଟନରଶିପ୍‌

ଢାକା,୨୩।୫: ସ୍ଥାନୀୟ ଶେରେ ବାଂଲା ଜାତୀୟ ଷ୍ଟାଡିୟମରେ ସୋମବାରଠାରୁ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଟସ୍‌ ଜିତି ବ୍ୟାଟିଂ…

ଓଡ଼ିଶା: ଆଜିର ଫଟୋ ( ମେ ୨୩, ୨୦୨୨)

କଟକ ଡଗରପଡା ହନୁମାନ ମନ୍ଦିର ପାର୍ଶ୍ୱସ୍ଥ ରିଂ ବନ୍ଧ ରାସ୍ତାରେ ପାନୀୟଜଳ ପାଇପ ଫାଟି ନିର୍ଗତ ହେଉଛି ପାନୀୟ ଜଳ   କଟକ ସିଡିଏ ସେକ୍ଟର-୧୩ ଅଞ୍ଚଳରେ…

ରାଜସ୍ଥାନରେ ଯୋଗଦେବାକୁ ପ୍ରତିଶ୍ରୁତି ଦେଲେ ଅମିର ଖାନ୍‌

ନୂଆଦିଲ୍ଲୀ,୨୩।୫: ବଲିଉଡ୍‌ ସୁପରଷ୍ଟାର ଅମିର ଖାନ୍‌ଙ୍କୁ ଆଇପିଏଲ୍‌ରେ କିଣିବାକୁ ରାଜି ହୋଇଛି ରାଜସ୍ଥାନ ରୟାଲ୍ସ। ପ୍ରଥମ ସିଜନ ଚାମ୍ପିୟନ ‘ମିଃ ପରଫେକ୍‌ଶନିଷ୍ଟ’ଙ୍କ କ୍ରିକେଟିଂ ଦକ୍ଷତା ଉପରେ ବିଶ୍ୱାସ…

୩ବର୍ଷ ପାଇଁ ଜେଲ୍‌ ଗଲେ ଏଏପି ବିଧାୟକ

ଚଣ୍ଡିଗଡ଼,୨୩।୫: ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାରଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ପଟିଆଲା ଗ୍ରାମୀଣ ବିଧାୟକ ଡା. ବଲବୀର ସିଂହଙ୍କୁ ରୋପର କୋର୍ଟ ୩ବର୍ଷର ଦଣ୍ଡାଦେଶ…

୩ ଦିନ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୨୩।୫(ବ୍ୟୁରୋ): ରାଜ୍ୟରେ ୩ ଦିନ ଯାଏ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା ବେଳେ ୧୨ ଜିଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ନିଂ ଜାରି କରିଛି। ୧୨ଟି…

ଦିଲ୍ଲୀକୁ ମିଳିଲା ନୂଆ ଉପରାଜ୍ୟପାଳ

ନୂଆଦିଲ୍ଲୀ,୨୩।୫: ଅନୀଲ ବୈଜଲ ନିଜ ପଦରୁ ଇସ୍ତଫା ଦେବା ପରେ ସୋମବାର ଦିଲ୍ଲୀକୁ ନୂଆ ଉପରାଜ୍ୟପାଳ ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିନୟ କୁମାର ସାକ୍‌ସେନାଙ୍କୁ ଦିଲ୍ଲୀର…

କେଦାରନାଥରେ ଅରେଞ୍ଜ ଆଲର୍ଟ: ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଅପିଲ

ଡେରାଡୁନ,୨୩।୫: ଉତ୍ତରାଖଣ୍ଡରେ ହଠାତ୍‌ ବଦଳୁଥିବା ପାଣିପାଗ ଯୋଗୁ ବର୍ତ୍ତମାନ ଚାରିଧାମ ଯାତ୍ରା ଉପରେ ବ୍ରେକ ଲାଗିଛି। ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ଅରେଞ୍ଜ ଆଲର୍ଟ ଜାରି କରାଯିବା…