ସେପ୍ଟେମ୍ବର ୨ରୁ ବିଧାୟକ ଷ୍ଟଡି ଟୁର୍‌ରେ ଯିବେ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ବିଧାନସଭା ସଚିବାଳୟ ପରିସରରେ ବୁଧବାର ସଦାଚାର କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କମିଟିର ଅଧ୍ୟକ୍ଷ ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ଅଧ୍ୟକ୍ଷତା କରିଥିଲେ।…

ଅକ୍ଟୋବର ୭ରୁ ଅଗ୍ନିପଥ ଯୋଜନାରେ ନିଯୁକ୍ତି ରାଲି

କଟକ ଅଫିସ, ୧୦ା୮: ଭାରତ ସରକାରଙ୍କ ଅଗ୍ନିପଥ ଯୋଜନାରେ ସୈନ୍ୟ ବାହିନୀରେ ନିଯୁକ୍ତି ରାଲି ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମରେ ଆସନ୍ତା ଅକ୍ଟୋବର ୭ରୁ ୧୪ ତାରିଖ ପର୍ଯ୍ୟନ୍ତ…

ଅଗ୍ନିଶମ ବାହିନୀର ନାଁ ‘ଅଗ୍ନିଶମ ଏମର୍ଜେନ୍ସି ବିଭାଗ’ ହେବ

ଭୁବନେଶ୍ୱର,୧୧ା୮(ବ୍ୟୁରୋ): ଅଗ୍ନିଶମ ବାହିନୀର ନାଁ ବଦଳି ହେବ ‘ଅଗ୍ନିଶମ ଏମର୍ଜେନ୍ସି ବିଭାଗ’। ଏଥିସହ ଏନ୍‌ଡିଆର୍‌ଏଫ୍‌ ଭଳି ଅଗ୍ନିଶମ ବାହିନୀ ମଧ୍ୟ ତ୍ୱରିତ ସେବା ପ୍ରଦାନ କରିବା ସହ…

ଏପଟେ ଗୋ’ ପୂଜା, ସେପଟେ ଚାଲାଣ

ନିଶ୍ଚିନ୍ତକୋଇଲି,୧୧ା୮(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ସୁକରପଡ଼ା ଏକ ପୋଖରୀ ନିକଟରୁ ମଇଁଷି ସମେତ ଦୁଇଟି ଗୋରୁ ଚାଲାଣ କଣ୍ଟେନର ଜବତ ହୋଇଥିବା ଥାନାଧିକାରୀ ସୂଚନା…

ରିଲିଜ୍‌ ହେଲା ଆମିରଙ୍କ ଫିଲ୍ମ: ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ

ବହୁ ପ୍ରତୀକ୍ଷାର ହେଲା ଅନ୍ତ। ଅଭିନେତା ଆମିର ଖାଁ ଏବଂ କରୀନା କପୁରଙ୍କ ଅଭିନୀତ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ ଗୁରୁବାର ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବାକୁ…

ସାଇବର ଥାନାର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ

ପୁରୀ ଅଫିସ,୧୧।୮: ପ୍ରଯୁକ୍ତିବିଦ୍ୟା ସହ ତାଳଦେଇ ନୂଆ ନୂଆ ତରିକାରେ ଆପରାଧିକ କାର୍ଯ୍ୟକଳାପ ହେଉଛି। ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଲିଙ୍କ୍‌ ଓ କଲ୍‌ ଜରିଆରେ ସାଇବର ଠକମାନେ…

କୁଆଡେଗଲେ ପୁରୁଷୋତ୍ତମପୁର ବ୍ଲକ ଜିଆରଏସ ସ୍ବାଗତ ପଣ୍ଡା: ଚାରିଦିନପରେ ବି ଖୋଜଖବର ମିଳୁନି 

ପୁରୁଷୋତ୍ତମପୁର,୧୧/୮(ଡିଏନ୍ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ସୁନାଥର ଓ ଶୋଳଘର ପଞ୍ଚାୟତରେ ଜିଆରଏସ ଭାବେ କାର୍ଯ୍ୟରତ ସ୍ବାଗତ ପଣ୍ଡା ନିଖୋଜ ହେବାର ଚାରିଦିନ ବିତିଥିଲେବି ତାଙ୍କର କୌଣସି…

ଶୌଚ ହେବାକୁ ଯାଇଥିଲେ ବୃଦ୍ଧା, ଦଳିଦେଲା ଦନ୍ତା

ଝାରସୁଗୁଡ଼ା ଅଫିସ,୧୧ା୮: ଝାରସୁଗୁଡ଼ା ଜିଲା ବାଗଡିହି ଫରେଷ୍ଟ ରେଞ୍ଜ ଅଧୀନ ବୁଡ଼ାପଡ଼ା ଗ୍ରାମ ନିକଟରେ ଏକ ଦନ୍ତା ଜଣେ ବୃଦ୍ଧାଙ୍କୁ ଦଳି ମାରିଦେଇଛି। ମୃତ ବୃଦ୍ଧା ଜଣଙ୍କ…

ଅପରାଧୀଙ୍କ ଠିକଣା ପାଲଟୁଛି ମହାକାଳପଡ଼ା

କେନ୍ଦ୍ରାପଡ଼ା ଅଫିସ,୧୧ା୮: କେନ୍ଦ୍ରାପଡ଼ା ଜିଲାରେ ୪୮ କିଲୋମିଟର ସମୁଦ୍ର ତଟ । ସମୁଦ୍ର ତଟରେ ୬୮୨ ବର୍ଗ କିଲୋମିଟର ଜାତୀୟ ଉଦ୍ୟାନ ଭିତରକନିକା । ତଟ ସୁରକ୍ଷା…

ହୀରାକୁଦରେ ଖୋଲିଲା ୫ ଗେଟ୍‌

ସମ୍ବଲପୁର,୧୧।୮(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ୫ଟି ଗେଟ୍‌ ଖୋଲିଲା। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ପର୍ଯ୍ୟାୟ କ୍ରମେ ବୁଧବାର ୫ଟି ଗେଟ୍‌ ଖୋଲାଯାଇଛି। ଏ ନେଇ ହୀରାକୁଦ ଡ୍ୟାମ…