ମଦ କମ୍ପାନୀ ବିଜ୍ଞାପନକୁ ମନା କରି ପୁଣି ଚର୍ଚ୍ଚାରେ ଅଲ୍ଲୁ ଅର୍ଜୁନ୍‌

ସାଉଥ୍‌ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନ୍‌ ଲୁକ୍‌ ଏବଂ ଜବରଦସ୍ତ ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ପାନ ମସଲା ବିଜ୍ଞାପନକୁ ମନା କରି ପ୍ରସଂଶା ସାଉଟିଥିଲେ। ବର୍ତ୍ତମାନ…

ପୋଷା କୁକୁରକୁ ବର୍ଷା ଦାୟୀରୁ ଏଭଳି ରକ୍ଷା କଲେ କୁନି ଝିଅ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ସବୁବେଳେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଥାଏ। ଠିକ୍‌ ସେପରି ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ…

ଯମୁନା ନଦୀରେ ବୁଡ଼ିଲା ଡଙ୍ଗା: ୨୦ ମୃତ

ଲକ୍ଷ୍ନୌ,୧୧।୮: ଉତ୍ତରପ୍ରଦେଶର ବନ୍ଦା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଯମୁନା ନଦୀରେ ଏକ ଡଙ୍ଗା ବୁଡ଼ି ୨୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ, ଡଙ୍ଗାଟି…

ଦିଶାଙ୍କଠାରୁ ଅଲଗା ହେବା ପରେ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଟାଇଗର !

ବମ୍ବେ: କିଛି ଦିନ ତଳେ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ବ୍ରେକ୍‌ଅପ୍‌ ହୋଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ଉଭୟଙ୍କ ସୋସିଆଲ…

ସ୍ବତନ୍ତ୍ର ଭାବରେ ରକ୍ଷାବନ୍ଧନ ପାଳିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୧ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ କୁନିକୁନି ଝିଅମାନଙ୍କ ସହ ସହ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି। ଆଜି ମୋଦିଙ୍କୁ ତାଙ୍କ…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୧, ୨୦୨୨)

ଶିଳ୍ପୀ କୁମ୍ଭାର ସାହୀ ଅଞ୍ଚଳରେ ଖୁଦୁରୁକୁଣୀ ମୁର୍ମୟୀ ପ୍ରତିମାରେ ରଙ୍ଗ ତୁଳିର ଶେଷ ସ୍ପର୍ଶ ଦେଉଛନ୍ତି ରକ୍ଷା ବନ୍ଧନ ପର୍ବ ପାଳନ ଅବସରରେ ଆଚାର୍ଯ୍ୟଙ୍କ ଦ୍ୱାରା ଅନୁଷ୍ଠିତ…

ବିମାନରେ ସିଗାରେଟ୍‌ ଟାଣୁଥିଲେ ବଡି ବିଲ୍‌ଡର୍‌: ଭିଡିଓ ଭାଇରାଲ ପରେ ଯାଞ୍ଚ୍‌ ନିର୍ଦ୍ଦେଶ ଦେଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୮:ଜଣାଶୁଣା ବଡି ବିଲଡର୍‌ ବବି କାଟାରିଆ ସ୍ପାଇଟ୍‌ଜେଟ୍‌ ବିମାନରେ ବସି ସିଗାରେଟ୍‌ ଟାଣୁଥିବାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଏହାକୁ ଅସନ୍ତୋଷ ପ୍ରକାଶ ପାଇଛି। ଲୋକେ…

‘ମିଛ କହିବାର କଳା ମୋଦି ଜୀଙ୍କୁ ଆସେ’

ପାଟନା,୧୧।୮: ବିହାରରେ ପୁଣି ମହାମେଣ୍ଟ ସରକାର ଗଠନ କରାଯାଇଛି। ଅଷ୍ଟମଥର ପାଇଁ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ପୂର୍ବରୁ ବିରୋଧୀ ଦଳର ନେତା…

ଡାକ୍ତରଖାନାରେ ପହଞ୍ଚିଲେ ରାଜୁଙ୍କ ସ୍ତ୍ରୀ-ବନ୍ଧୁ; ଫୋନ ଯୋଗେ କଥା ହେଲେ ଯୋଗୀ

ବମ୍ବେ: କାଲି ଦୁନିଆକୁ ହସାଉଥିବା ଲୋକ ଆଜି ଜୀବନ ମରଣ ସହ କରୁଛି ସଂଘର୍ଷ। କେତେବେଳେ କ’ଣ ହେବ କୁହାଯାଇ ନ ପାରେ। ଆମେ କହୁଛୁ ଦେଶର…

ଆଫଗାନିସ୍ତାନ ନାଗରିକଙ୍କୁ ରହିବା ପାଇଁ ଅନୁମତି ଦେଲା ସ୍ପେନ୍‌

ମାଦ୍ରିଦ୍‌,୧୧ା୮: ଆଫଗାନିସ୍ତାନରେ ତାଲିବାନ ସରକାର ଗତ ବର୍ଷ ଅଗଷ୍ଟ ୧୫ରେ କ୍ଷମତାକୁ ଆସିଥିଲେ। ଏହା ପରେ ଆମେରିକୀୟ ସେନା ସେଠାରୁ ଓହରି ଯାଇଥିଲେ। ହତ୍ୟାର ଆତଙ୍କ ଏବଂ…