ହୀରାକୁଦରେ ଖୋଲିଲା ୫ ଗେଟ୍‌

ସମ୍ବଲପୁର,୧୧।୮(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ୫ଟି ଗେଟ୍‌ ଖୋଲିଲା। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ପର୍ଯ୍ୟାୟ କ୍ରମେ ବୁଧବାର ୫ଟି ଗେଟ୍‌ ଖୋଲାଯାଇଛି। ଏ ନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଦିନ ୧୨ଟା ସୁଦ୍ଧା ୨,୯୬,୭୪୩ କ୍ୟୁସେକ୍‌ ଜଳ ଡ୍ୟାମ୍‌୍‌କୁ ପବେଶ କରୁଥିବା ଜଣାପଡିଛି।