ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୧, ୨୦୨୨)

ଶିଳ୍ପୀ କୁମ୍ଭାର ସାହୀ ଅଞ୍ଚଳରେ ଖୁଦୁରୁକୁଣୀ ମୁର୍ମୟୀ ପ୍ରତିମାରେ ରଙ୍ଗ ତୁଳିର ଶେଷ ସ୍ପର୍ଶ ଦେଉଛନ୍ତି

ରକ୍ଷା ବନ୍ଧନ ପର୍ବ ପାଳନ ଅବସରରେ ଆଚାର୍ଯ୍ୟଙ୍କ ଦ୍ୱାରା ଅନୁଷ୍ଠିତ ଗୋ ପୂଜନ

ଝାରପଡା ଜେଲ ଅନ୍ତେବାସୀ ପିଲାଙ୍କ ମଧୁର ମୟୀ ଆଦର୍ଶ ଶିକ୍ଷାନିକେତନରେ ଭଉଣୀ ମାନେ ଭାଇହାତରେ ରାକ୍ଷୀ ବାନ୍ଧୁଛନ୍ତି

ୟୁନିଟ-୩ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ଭଉଣୀ ମାନେ ଭାଇ ହାତରେ ରାକ୍ଷୀ ବାନ୍ଧୁଛନ୍ତି