ନୂଆବର୍ଷରେ ତାରା-ଆଦରଙ୍କ ବ୍ରେକ୍‌ଅପ୍‌ !

ବମ୍ବେ: ଲୁଚାଲୁଚାରେ ଚାଲିଥିଲା ସବୁକିଛି। କେବଳ ଏକାଠି ବିଭିନ୍ନ ପାର୍ଟି ନଚେତ ହୋଟେଲ ବାହାରେ ନଜର ଆସୁଥିଲେ ଦୁହେଁ। ହେଲେ ଏବେ ଉଭୟଙ୍କ ବାଟ ଅଲଗା ହୋଇଛି।…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶର ଅଳ୍ପ ଘଣ୍ଟା ପରେ ନିର୍ମାଣ ହେଲା ରାସ୍ତା

ସୋରଡା,୩।୧(ଡି.ଏନ.ଏ.): ଜାତୀୟ ରାଜପଥ ୫୯ ସୋରଡା ସହର ମଧ୍ୟକୁ ସଂଯୋଗ କରୁଥିବା ଜରଉ ବ୍ରିଜ ପ୍ରାରମ୍ଭରେ ୭ ଫୁଟ ଲମ୍ବ ଓ ୨ ଫୁଟ ଓସାରରେ ସିମେଣ୍ଟ…

କାଞ୍ଝାଓ୍ବାଲା ପୀଡ଼ିତାଙ୍କ ମା’ଙ୍କ ସହ କଥା ହେଲେ କେଜ୍‌ରିଓ୍ବାଲ: ୧୦ଲକ୍ଷ ସହାୟତା ରାଶି ଘୋଷଣା

ନୂଆଦିଲ୍ଲୀ,୩।୧: ଉତ୍ତର-ପୂର୍ବ ଦିଲ୍ଲୀର ସୁଲତାନପୁରୀ କାଞ୍ଝାଓ୍ବାଲା ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲ ପୀଡ଼ିତାଙ୍କ ପରିବାର ସହ କଥା ହୋଇଛନ୍ତି। ପୀଡ଼ିତାଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ସହାୟତା ରାଶି…

ଭାଜପା ଛାଡିଲେ ଗାୟତ୍ରୀ ରଘୁରାମ, କହିଲେ ତାମିଲନାଡୁ ଭାଜପାରେ ମହିଳା ନୁହନ୍ତି ସୁରକ୍ଷିତ…

ଚେନ୍ନାଇ,୩।୧ : ତାମିଲନାଡୁର ନିଲମ୍ବିତ ଭାଜପା ନେତ୍ରୀ ତଥା ଅଭିନେତ୍ରୀ ଗାୟତ୍ରୀ ରଘୁରାମ ମଙ୍ଗଳବାର ଦଳ ଛାଡିବାକୁ ଘୋଷଣା କରିଛନ୍ତି। ଏହି ସମୟରେ ସେ ତାମିଲନାଡୁ ଭାଜପା…

ବାଜଓ୍ବା-ଫୈଜ ଫିଲ୍ମ ଅଭିନେତ୍ରୀଙ୍କ ଦ୍ୱାରା କରୁଥିଲେ ହନିଟ୍ରାପ: ପୂର୍ବତନ ସେନା ଅଧିକାରୀ…

ଇସଲାମାବାଦ,୩।୧ : ପାକିସ୍ତାନୀ ସେନାର ପୂର୍ବତନ ମେଜର ଜେନେରାଲ ଆଦିଲ ରାଜାଙ୍କ ଦାବି ଏବଂ ପର୍ଦ୍ଦାଫାଶ ପାକିସ୍ତାନରେ ରାଜନୈତିକ ଦୁନିଆଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ…

ପୁଣି କ୍ରିକେଟକୁ ଫେରିଲେ ଗାଙ୍ଗୁଲି; ଆଇପିଏଲ୍‌ରେ ମିଳିଲା ଏହି ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୩।୧: ପୁଣି ଥରେ କ୍ରିକେଟ ମଇଦାନକୁ ଫେରିଛନ୍ତି ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି। ଆଗାମୀ ଦିନରେ ସେ ଆଇପିଏଲ୍‌ର ଫ୍ରାଞ୍ଚାଇଜ୍‌…

ଅଟୋ ଧକ୍କାରେ ଜଣେ ମୃତ

ପୁରୁଷୋତ୍ତମପୁର,୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହିଣ୍ଡୁଳା ଛକ ନିକଟରେ ମଙ୍ଗଳବାର ଏକ ଅଟୋ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଛତ୍ରପୁର ଥାନା…

ଜାନୁଆରୀ ୨୭ରେ ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ ମୋଦି

ନୂଆଦିଲ୍ଲୀ,୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୨୭ରେ ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ। ‘ପରୀକ୍ଷା ପେ ଚର୍ଚ୍ଚାର ଆଗାମୀ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ର, ଶିକ୍ଷକ ଏବଂ…

ଛୋଟ ଚରିତ୍ରରେ କରିବି ନାହିଁ ଅଭିନୟ…

ମୁମ୍ବାଇ: ବଲିଉଡ ଅଭିନେତା ନାୱାଜୁଦ୍ଦିନ ସିଦ୍ଦିକି ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ପସନ୍ଦର ଅଭିନେତା ହୋଇ ପାରିଛନ୍ତି । ଚରିତ୍ର ଛୋଟ ହେଉ ଅବା…

ଜଳଖିଆ ପାଇଁ ତେଲ ଗରମ କରିଥିଲେ ବାପା, କଡ଼େଇରେ ପଡ଼ି ଶିଶୁ କନ୍ୟା ଗୁରୁତର

ଆନନ୍ଦପୁର,୩।୧(ଡି.ଏନ୍‌.ଏ.): ବାପା ଜଳଖିଆ ଛାଣୁଥିବା ବେଳେ ଗରମ ତେଲରେ ପଡ଼ିଗଲେ କୁନି ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ଘଷିପୁରା ଥାନା ଖାଲପାଳ ଗ୍ରାମରେ।…