‘ମୋ ବିରୋଧରେ ପ୍ରମାଣ ମିଳିଲେ ଛାଡିଦେବି ପ୍ରଧାନମନ୍ତ୍ରୀ ପଦ, ଇମ୍ରାନଙ୍କ ଅଭିଯୋଗର ହେଉ ଯାଞ୍ଚ’: ଶହବାଜ ଶରିଫ

ଇସଲାମାବାଦ,୬ ।୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି, ଇମ୍ରାନ ଅରାଜକତା ବିସ୍ତାର କରିବା ପାଇଁ ଭିତ୍ତିହୀନ…

ଇଜିପ୍ଟରେ ଆଜିଠାରୁ ସିପିଓ-୨୭, ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ନେବେ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ

ନୂଆଦିଲ୍ଲୀ,୬ ।୧୧: ଅନ୍ତର୍ଜାତୀୟ ପରିବେଶ ସମ୍ମିଳନୀ(ସିପିଓ-୨୭)ର ୨୭ତମ ସଂସ୍କରଣ ରବିବାରଠାରୁ ଇଜିପ୍ଟର ମିଶ୍ରରେ ଆରମ୍ଭ ହେବାକୁ ଯାଉଛି । ମିଶ୍ରର ଶର୍ମ-ଅଲ-ଶେଖରେ ୬-୮ ନଭେମ୍ବର ପର୍ଯ୍ୟନ୍ତ ଆୟୋଜିତ…

ଫାଇନାଲରେ ହୋଇପାରେ ଭାରତ-ପାକିସ୍ତାନ ଭେଟ !…

ମୋଲବୋର୍ନ,୫।୧୧ : ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ସମ୍ଭବ ବୋଲି କୁହାଯାଉଛି। ୨୦୨୨…

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ଦାଉଦ-ଛୋଟା ଶକିଲଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ…

ନୂଆଦିଲ୍ଲୀ,୫।୧୧ : ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ ଏବଂ ଛୋଟା ଶକିଲଙ୍କ ସମେତ ୩ ଅନ୍ୟ ଆତଙ୍କବାଦୀଙ୍କ ବିରୋଧରେ ଚାର୍ଜଶିଟ୍‌…

ପଓ୍ବନ ସିଂଙ୍କ ଗୀତରେ ଟୁଇଟ୍‌ କଲେ ଏଲନ୍‌ ମସ୍କ!

ଭୋଜପୁରୀ ଅଭିନେତା ତଥା ଗାୟକ ପଓ୍ବନ ସିଂଙ୍କ ଗୀତ ‘ଲଲିପପ୍‌ ଲାଗେଲୁ’ ଏକ ଜବରଦସ୍ତ ହିଟ୍‌ ଗୀତ। ଲୋକମାନେ ଏହି ଗୀତରେ ପାର୍ଟିରେ ଜୋର୍‌ଦାର ଡ୍ୟାନ୍ସ କରନ୍ତି।…

ମହିଳାଙ୍କ ପ୍ରଜନନ ଅଧିକାରରେ ବାଧା ଦିଆଯାଇ ପାରିବ ନାହିଁ : ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌,୫।୧୧ : ମହିଳାଙ୍କ ପ୍ରଜନନ ଅଧିକାରରେ ବାଧା ଦିଆଯାଇ ପାରିବ ନାହିଁ। ଏକ ମାମଲାର ଶୁଣାଣି ସମୟରେ କେରଳ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। ଏହା ସହିତ…

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୫, ୨୦୨୨ )

 କଟକ ବାଲିଯାତ୍ରା ତଳ ପଡିଆରେ ପ୍ରସ୍ତୁତି ଚାଲିଛି   ଭୁବନେଶ୍ୱର ବିନ୍ଦୁସାଗର ନାଳମୁହାଁଣ ସାହିରେ ହୃଷିକେଶ ବେହେରା ୧୫ ଫୁଟର ଏକ ବୋଇତ ତିଆରି କରୁଛନ୍ତି, କାର୍ତ୍ତିକ…

ଶେର୍ଲିନଙ୍କ ବିରୋଧରେ ମାମଲା ଦାୟର କଲେ ରାକ୍ଷୀ

ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ଏବଂ ଶେର୍ଲିନ ଚୋପ୍ରାଙ୍କ ମଧ୍ୟରେ ସାଜିଦ୍‌ ଖାନ୍‌ଙ୍କୁ ନେଇ ଜୋରସୋର ଝଗଡ଼ା ହୋଇଛି। ଉଭୟ ପରସ୍ପରକୁ କଡ଼ା ଟାର୍ଗେଟ କରୁଛନ୍ତି। ଶନିବାର…

ଟ୍ରକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଦେବଗଡ଼,୫ା୧୧(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ଖାରୁମୁଣ୍ଡା ଗ୍ରାମ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌ ଧକ୍କାରେ ଜଣେ ଯୁବକର ଜୀବନ ଯାଇଛି। ମୃତକ ଜଣକ…

ବିମାନବନ୍ଦରରେ ନିଜର ଅବିକଳ ଚେହେରା ଥିବା ବ୍ୟକ୍ତିଙ୍କୁ ଦେଖି ଚମକିଲେ ଗୋବିନ୍ଦା, କହିଲେ କିଏ ଅସଲି?

ବମ୍ବେ: ନିଜ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଦେଖି ଚମକି ପଡ଼ିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା। ବିମାନବନ୍ଦରରେ ଉଭୟଙ୍କ ଭେଟର କିଛି ଦୃଶ୍ୟ ଏବେ ବେଶ ଭାଇରାଲ…