ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶଗୁଡ଼ିକୁ ଏହାର ପରିଣାମ ଭୋଗିବାକୁ ହେବ: ମୋଦି

ନୂଆଦିଲ୍ଲୀ,୧୮।୧୧: ଆତଙ୍କବାଦକୁ ପ୍ରୋତ୍ସାହନ ମାମଲାରେ ଚାଇନା ଏବଂ ପାକିସ୍ତାନ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତଙ୍କବାଦୀ ପାଣ୍ଠି ଯୋଗାଡ ରୋକିବା ଲାଗି ଶୁକ୍ରବାରଠାରୁ ଦିଲ୍ଲୀରେ ଆରମ୍ଭ…

ହନି-ଟ୍ରାପ୍‌ରେ ଫସାଇଥିଲା ପାକିସ୍ତାନ: ବୈଦେଶିକ ମନ୍ତ୍ରଣାଳୟର ଡ୍ରାଇଭର ଗିରଫ

ନୂଆଦିଲ୍ଲୀ,୧୮।୧୧: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ କାର୍ଯ୍ୟରତ ଜଣେ ଡ୍ରାଇଭରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ପାକିସ୍ତାନକୁ ଗୁପ୍ତ ଏବଂ ସମ୍ବେଦନଶୀଳ ସୂଚନା ଦେବା ଅଭିଯୋଗରେ ଶୁକ୍ରବାର ସୁରକ୍ଷା…

ରାତିଅଧିଆ ପଞ୍ଚାୟତ ସମିତି ବୈଠକ ବାତିଲ: ଜନପ୍ରତିନିଧିଙ୍କ ତୀବ୍ର ଅସନ୍ତୋଷ

ପୁରୁଷୋତ୍ତମପୁର,୧୮।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ବୈଠକ ହେବାନେଇ ଶୁକ୍ରବାର ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ବୈଠକକୁ ରାତିଅଧିଆ ବାତିଲ କରିଦିଆଯାଇଛି। ଏହାକୁ ନେଇ ଜନପ୍ରତିନିଧିଙ୍କ…

ମେରି କମ୍‌ଙ୍କୁ ମିଳିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୧୮।୧୧: ୬ ଥର ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନ ତଥା ଅଲିମ୍ପିକ ବିଜେତା ଏମ୍‌ସି ମେରି କମ୍‌ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ଆଥେଲେଟ୍ସ କମିଶନର ଅଧ୍ୟକ୍ଷ…

ପ୍ରେମିକାଙ୍କ ସହ ଲିଭ୍‌ ଇନ୍‌ରେ ରହିବେ ହ୍ରିତିକ୍‌…

ବମ୍ବେ: ପ୍ରେମିକାଙ୍କ ସହ ଲିଭ୍‌ଇନ୍‌ରେ ରହିବେ ହ୍ରିତିକ୍‌ ରୋଶନ୍‌। ଏଥିପାଇଁ ସେ ମନ୍ନତ ଆପାର୍ଟମେଣ୍ଟର ଦୁଇଟି ଫ୍ଲୋର୍‌ କିଣିଛନ୍ତି। ସବା ଆଜାଦଙ୍କ ସହ ସେ ଖୁବ୍‌ଶୀଘ୍ର ଉକ୍ତ…

ଅଙ୍ଗନଓ୍ବାଡି ଶିକ୍ଷକ ମାନ୍ୟତା ଦାବିରେ ଧାରଣା

ବଲାଙ୍ଗୀର ଅଫିସ,୧୮।୧୧: ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ବଲାଙ୍ଗୀର ଜିଲା ଶାଖା ପକ୍ଷରୁ ବଲାଙ୍ଗୀର ଜିଲାପାଳ ଅଫିସ ସମ୍ମୁଖରେ ଶୁକ୍ରବାର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ…

ଷ୍ଟାର୍ଟଅପ୍‌ ପ୍ରମୁଖ ଭୂମିକା ଗ୍ରହଣ କରିବ

କ୍ଲାଇମେଟ୍‌ ଚେଞ୍ଜ: ଦି ପାୱାର ଅଫ୍‌ ୟୁଥ୍‌:ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ ‘ଧରିତ୍ରୀ’…

‘ରୋହିତ ଟେଷ୍ଟ-ଦିନିକିଆ ସମ୍ଭାଳନ୍ତୁ, ପାଣ୍ଡ୍ୟା ହୁଅନ୍ତୁ ଟି୨୦ ଟିମ୍‌ର ଅଧିନାୟକ’

ନୂଆଦିଲ୍ଲୀ,୧୮।୧୧: ଟି୨୦ ବିଶ୍ୱକପ୍‌ରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳରେ ପରିବର୍ତ୍ତନ କରାଯାଉ ବୋଲି ଚର୍ଚ୍ଚା ହେଉଛି। ବିଶେଷକରି ଟି୨୦ ଫର୍ମାଟରେ ଦଳରେ ନୂଆ ଅଧିନାୟକ ନିଯୁକ୍ତିକୁ…

ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦରେ ଆରମ୍ଭ ହେଲା ଜିଓ ୫ଜି

ନୂଆଦିଲ୍ଲୀ,୧୮ ।୧୧: ରିଲାଏନ୍ସ ଜିଓ ଦିଲ୍ଲୀ ପରେ ଏବେ ଗୁରୁଗ୍ରାମ, ନୋଏଡା, ଗାଜିଆବାଦ, ଫରିଦାବଦ ଓ ଦିଲ୍ଲୀ-ଏନସିଆରରେ ୫ଜି ସେବା ଆରମ୍ଭ କରିଛି । କମ୍ପାନୀ ଏହା…

ଆତଙ୍କବାଦକୁ କୌଣସି ଧର୍ମ ସହ ଯୋଡିବା ଠିକ ନୁହେଁ : ଶାହା

ନୂଆଦିଲ୍ଲୀ,୧୮ ।୧୧: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର କାଉଣ୍ଟର-ଟେରରିଜିମ ଫାଇନାନସିଂ ଉପରେ ହୋଇଥିବା ତୃତୀୟ ‘ ନୋ ମନି ଫର ଟେରର’ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ ଭାଗ…