ଘର ଉପରକୁ ମାଡ଼ିଗଲା ଟ୍ରକ

ମାଥିଲି/ମାଲକାନଗିରି,୨୮ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲିରେ ରବିବାର ରାସ୍ତା ପାଶର୍‌ବରେ ଥିବା ସହଦେବ ନାୟକଙ୍କ ଘର ଉପରକୁ ଏକ ଟ୍ରକ ମାଡି ଯାଇଥିଲା। ପରିବାର ଲୋକେ ଏଥିରୁ ଅଳ୍ପକେ…

ଜେସିବି ପୋଡ଼ି, ଭଙ୍ଗାରୁଜା

କୋରାପୁଟ/ନାରାୟଣପାଟଣା,୨୮।୫(ସ୍ବ.ପ୍ର/ଡି.ଏନ୍‌.ଏ.): କୋରାପୁଟ ଜିଲା ନାରାୟଣପାଟଣା ଅଞ୍ଚଳରେ ଦୀର୍ଘଦିନ ପରେ ପୁଣି ପୋଡାଜଳା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ, ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଞ୍ଚାୟତ ଭିତରପଡା…

ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ବୁଡ଼ିଗଲେ

କୋକସରା,୨୮।୫(ଡି.ଏନ୍‌.ଏ.): ରବିବାର ଧର୍ମଗଡ଼ରୁ ୪ଜଣ ସାଙ୍ଗ ବୁଲିବା ପାଇଁ କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ଡୋକରୀଚଞ୍ଚରାକୁ ଯାଇଥିଲେ। ବୁଲାବୁଲି କରିବା ପରେ…

ସୈନ୍ୟ ଅଭିଯାନ ଅଧିକ ଜୋରଦାର କରିବାକୁ ପୁଟିନଙ୍କ ନିର୍ଦ୍ଦେଶ…

ମସ୍କୋ,୨୮।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହେବାର ନାମ ନେଉନାହିଁ। ଏଥି ସହିତ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଅଞ୍ଚଳରେ ରୁଷିଆର ସୈନ୍ୟଙ୍କ…

ସାକ୍ଷୀଙ୍କ ଭିଡିଓ ଶେୟାର ପରେ ପ୍ରତିକ୍ରିୟା ରଖିଲେ ନୀରଜ

ନୂଆଦିଲ୍ଲୀ,୨୮ା୫: ନୂତନ ସଂସଦ ଭବନ ଉଦ୍‌ଘାଟନ ଅବସରରେ ଦେଶର ପ୍ରମୁଖ ରେସ୍‌ଲରଙ୍କୁ ଦିଲ୍ଲୀ ପୋଲସର ଦୁର୍ବ୍ୟବହାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଲିମ୍ପିକ୍ସ ଚାମ୍ପିୟନ ନୀରଜ ଚୋପ୍ରା ଓ…

ବାଇକ ରାଲିରେ ଗୁଳିକାଣ୍ଡ: ୩ ମୃତ, ୫ ଆହତ…

ମେକ୍ସିକୋ ସିଟି,୨୮।୫ : ଆମେରିକାରେ ଗୁଳିକାଣ୍ଡ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ନ୍ୟୁ ମେକ୍ସିକୋର ରେଡ ନଦୀ ଅଞ୍ଚଳରେ ଏକ ମୋଟରସାଇକେଲ ରାଲିରେ ଗୁଳକାଣ୍ଡ ଘଟିଛି।…

ଉଦଘାଟନୀ ଉତ୍ସବରେ ଶାସକ ଦଳର ରାଜନୀତି, ଆଗଧାଡ଼ିରେ ଦେବଗୌଡ଼ା-ଜଗନମୋହନ…

ନୂଆଦିଲ୍ଲୀ,୨୮।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସଂସଦର ନୂତନ ଭବନକୁ ଉଦଘାଟନ କରିଛନ୍ତି। ଯଦିଓ ଏହିଐତିହାସିକ କାର୍ଯ୍ୟକ୍ରମ ପାର୍ଟି ରାଜନୀତିରୁ ରକ୍ଷା ପାଇପାରି ନାହିଁ ଏବଂ…

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଜନଗଣନା ଆଶା କମ, ପାଣିଠାରୁ ନେଇ ଲ୍ୟାପଟପ ପର୍ଯ୍ୟନ୍ତ ପଚରାଯିବ ୩୧ ପ୍ରଶ୍ନ…

ନୂଆଦିଲ୍ଲୀ,୨୮।୫ : କରୋନା ମହାମାରୀ କାରଣରୁ ସ୍ଥଗିତ ଜନଗଣନା ପ୍ରକ୍ରିୟା ଲୋକସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହେବାର ଆଶା କମ ରହିଛି। ଅଧିକାରୀମାନେ ଏ ସମ୍ପର୍କରେ ସୂଚନା…

ମଦ୍ରାସାରେ ନିର୍ଯାତନା ଅଭିଯୋଗ: ଚାଲିକି ଯାଉଥିଲେ ଘର

ନିଶ୍ଚିନ୍ତକୋଇଲି,୨୮।୫(ସ୍ବ.ପ୍ର.): କଟକ ଜିଲା ସୁକରପଡ଼ାରେ ଥିବା ଏକ ମଦ୍ରାସାରେ ପିଲାଙ୍କୁ ମାଡ଼ ମାରିବା ସହ ଘର ଲୋକଙ୍କ ସହ କଥାକରାଇ ନ ଦେବା ଏହିପରି ବିଭିନ୍ନ ନିର୍ଯାତନା…

ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୮।୫ : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି (ଭାଜପା)ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ…