ରାଗିଲେ ବାଦଶାହା!

ମୁମ୍ବାଇ: ଜଣାଶୁଣା ର଼୍ୟାପର ଓ ସିଙ୍ଗର ବାଦଶାହା କିଛି ଦିନ ହେବ ତାଙ୍କ ଦ୍ୱିତୀୟ ବିବାହକୁ ନେଇ ଅଛନ୍ତି ଚର୍ଚ୍ଚାରେ। କୁହାଯାଉଛି କି ବାଦଶାହା ତାଙ୍କ ଗର୍ଲ…

ଅପରାହ୍ନ ୪ଟା ୩୦ ସୁଦ୍ଧା ୭୧.୮୬ ପ୍ରତିଶତ ମତଦାନ

ବରଗଡ ଅଫିସ,୩।୪: ବରଗଡ ଜିଲା ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ଚାଲିଛି। ୧୨ୱାର୍ଡ ବିଶିଷ୍ଟ ଏହି ଏନ୍‌ଏସିର ୧୬ଟି ବୁଥ୍‌ରେ ମତଦାନ ଚାଲିଛି।…

ଚାଷ ଦେଲା ପରିଚୟ

ଭବାନୀପାଟଣା,୩।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚାରଭାଟି ପଞ୍ଚାୟତ କାଦୋପଦର ଗ୍ରାମର ଯୁଧିଷ୍ଠିର ମାଝୀ ଏବଂ ତାଙ୍କର ସ୍ତ୍ରୀ ପ୍ରେମଶିଲା ଏବେ ବିଭିନ୍ନ ପ୍ରକାର ପନିପରିବା ଚାଷ…

ଜିଲାପାଳ କାର୍ଯ୍ୟାଳୟ ଘେରିଲା ପୂର୍ବତନ ସୈନିକ ସଙ୍ଘ

ବଲାଙ୍ଗୀର ଅଫିସ,୩।୪: ଦେଶରେ ଓ୍ବାନ ର଼୍ୟାଙ୍କ ଓ୍ବାନ ପେନସନ ଦାବିରେ ସୋମବାର ସମସ୍ତ ଜିଲା ମୁଖ୍ୟାଳୟମାନଙ୍କରେ ପୂର୍ବତନ ସୈନିକ ସଙ୍ଘ ବିକ୍ଷୋଭ ପ୍ରଦର୍ଶନ କରିଛି। ସେହି କ୍ରମରେ…

ଇଶାନଙ୍କ ହାତରେ ହଲିଉଡ ପ୍ରୋଜେକ୍ଟ

ମୁମ୍ବାଇ: ‘ଫୋନ ଭୁତ’ ଅଭିନେତା ଇଶାନ ଖଟ୍ଟର ବଲିଉଡ ଇଣ୍ଡଷ୍ଟ୍ରିରେ ଜଲଓ୍ବା ଦେଖାଇ ପାରି ନାହାନ୍ତି ସତ। ହେଲେ ତାଙ୍କ ଅଭିନୟର ଖୁବ୍‌ ପ୍ରଶଂସା କରାଯାଇଛି। ଏବେ…

ଆଇପିଏଲ୍‌ର ବିରାଟଙ୍କ ରେକର୍ଡ

ବେଙ୍ଗାଲୁରୁ,୩।୪: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ୍‌)ର ପଞ୍ଚମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ୮ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୪୯…

ଭାଜପାକୁ ଆଇନା ଦେଖାଇଲା ଜେଡିୟୁ

ପାଟନା,୩।୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିହାର ଗସ୍ତ ପରେ ଏବେ ରାଜ୍ୟରେ ରାଜନୀତି ହୋଇଛି ସରଗରମ। ଅମିତ ଶାହା ଜେଡିୟୁ ଉପରେ ଯେଉଁ ଅଭିଯୋଗ ଆଣିଥିଲେ…

ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ସୁରଟ କୋର୍ଟ ସୋମବାର ଜାମିନ ପ୍ରଦାନ କରିଛନ୍ତି। ଏପ୍ରିଲ ୧୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ…

କୋଭିଡ-୧୯: ପୁଣିଥରେ ବିଶ୍ୱର ଟପ ୫ ସଂକ୍ରମିତ ଦେଶ ତାଲିକାରେ ସାମିଲ ହେଲା ଭାରତ

ନୂଆଦିଲ୍ଲୀ,୩।୪: ପୁଣିଥରେ ୨୦୨୦ ମସିହା ପରି ଡରାଇଲାଣି କରୋନା। ଭାରତ ପୁଣିଥରେ ବିଶ୍ୱର ସେହି ଦେଶମାନଙ୍କ ସହ ସାମିଲ ହୋଇଯାଇଛି ଯେଉଁସବୁ ଦେଇ ସଂକ୍ରମିତ ମାମଲାରେ ଆଗରେ…

ଆହୁରି ୧୪ ଦିନ ଜେଲରେ ରହିବେ ମନୀଷ ସିସୋଡିଆ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆହୁରି ୧୪ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସୋମବାର…