କାଦୁଅରେ ଭର୍ତ୍ତି ବୋରିଖାଲ ଗାଁ ରାସ୍ତା

ମୁନିଗୁଡ଼ା,୩।୮(ରାଧେଶ୍ୟାମ ଅଗ୍ରଓ୍ବାଲ): ମୁନିଗୁଡ଼ା ବ୍ଲକ ତେଲେଙ୍ଗାପଦର ପଞ୍ଚାୟତର ବୋରିଖାଲ ଗାଁ ରାସ୍ତା ଶୋଚନୀୟ ହୋଇପଡ଼ିଛି। ପୂର୍ତ୍ତ ବିଭାଗ ରାସ୍ତାଠାରୁ ମାତ୍ର ୩୦୦ମିଟର ଦୂରରେ ଅବସ୍ଥିତ ବୋରିଖାଲ ଗାଁକୁ…

ଭଟ୍ଟାରିକା ମନ୍ଦିରରେ ପଶିଲା ପାଣି

ବଡ଼ମ୍ବା,୩।୮(ମାୟାଧର ମଲ୍ଲିକ )କଟକ ଜିଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ଭଜନ ମଣ୍ଡପ ଓ ମନ୍ଦିରରେ ମହାନଦୀର ପ୍ରଥମ ବନ୍ୟାଜଳ ବୁଧବାର ରାତିରେ ପଶିଛି। ସନ୍ଧ୍ୟା…

ମେଡିକାଲ କଲେଜରେ ନାମ ଲେଖାଇବାକୁ କହି ୧୮.୫ ଲକ୍ଷ ଠକେଇ

କଟକ,୩।୮ (କାର୍ତ୍ତିକ ସାହୁ)ମେଡିକାଲ କଲେଜରେ ନାମ ଲେଖାଇବାର ପ୍ରଲୋଭନ ଦେଖାଇ ୧୮.୫ ଲକ୍ଷ ଟଙ୍କାର ଠକେଇ ହୋଇଛି। ଏହି ଠକେଇର ମାଷ୍ଟର ମାଇଣ୍ଡଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ପଶ୍ଚିମବଙ୍ଗର…

ଆଥଲେଟିକ୍ସରେ ବ୍ରୋଞ୍ଜ୍‌ରୁ ଭାରତର ଅଭିଯାନ

ଚେଙ୍ଗଡୁ, ୩।୮: ଏଠାରେ ଚାଲିଥିବା ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ଆଥଲେଟିକ୍ସ ଇଭେଣ୍ଟରେ ବୁଧବାର ଭାରତର ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଭବାନୀ ଯାଦବ ଭଗବତୀ ମହିଳା…

ଜିଆନ୍‌ଲୁଗି ବଫନଙ୍କ ଅବସର

ପାର୍ମା,୩ା୮(ପି.ଟି.): ଇଟାଲୀ ଦଳର ବିଶ୍ୱ ବିଜୟୀ ଗୋଲକିପର ତଥା ଜୁଭେଣ୍ଟସ ପକ୍ଷରୁ ଦୀର୍ଘ ବର୍ଷ ଧରି ଖେଳିଥିବା ଜିଆନ୍‌ଲୁଗି ବଫନ ୪୫ ବର୍ଷ ବୟସରେ କ୍ଲବ୍‌ ଫୁଟବଲରୁ…

ମହରମ୍‌ ତାଜିଆରେ ଚନ୍ଦ୍ରୟାନ-୩ର ଅବିକଳ ନକଲ

ସୋର,୩।୮(ଜନ୍ମେଜୟ ମିଶ୍ର)ସୋର ପୌରପାଳିକା ଅଧୀନ ପାରମହଲା ବସ୍ତିରେ ଏଥର ମହରମ୍‌ ପର୍ବ ପାଳନ ବେଳେ ପରିକ୍ରମା କରୁଥିବା ତାଜିଆରେ ଚନ୍ଦ୍ରୟାନ-୩ର ଅବିକଳ ନକଲ ଦେଖିବାକୁ ମିଳିଛି। ଏବେ…

୪ରୁ ଆରମ୍ଭ, ଭାଗନେବେ ୧୯ ଦଳ

ଭୁବନେଶ୍ୱର, ୩।୮ (ତପନ ସ୍ବାଇଁ): ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଗତିକୃଷ୍ଣ ମେମୋରିଆଲ ଭୁବନେଶ୍ୱର ‘ବି’ ଡିଭିଜନ ଫୁଟବଲ ଲିଗ୍‌ ଚଳିତ ମାସ ୪ ତାରିଖରୁ ଆରମ୍ଭ…

ଜୁଲାଇରେ ୪,୧୫୬ ଜଣଙ୍କଠାରୁ ୨୦.୯୯ ଲକ୍ଷ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର,୩।୮(ସତ୍ୟଜିତ୍‌ ରାଉତ)କମିଶନରେଟ ପୋଲିସ ଦ୍ୱାରା ଭୁବନେଶ୍ୱରରେ ଜାରି ରହିଥିବା ‘ସେଫ୍‌ ସିଟି ଡ୍ରାଇଭ୍‌’ ଅଭିଯାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସର୍ବସାଧାରଣରେ ମଦ୍ୟପାନ କରି ‘ଓଡ଼ିଶା ଅର୍ବାନ ପୋଲିସ୍‌…

ଭାରତ ଫେଭରାଇଟ

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକିର ୭ମ ସଂସ୍କରଣ ଗୁରୁବାରଠାରୁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି। ପ୍ରତିଯୋଗିତାରେ ଏସିଆର ୬ଟି ଶ୍ରେଷ୍ଠ ଦଳ ଅଂଶଗ୍ରହଣ କରିବେ। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର…

ଓଡ଼ିଶାରୁ ୪ ଖେଳାଳି

ଭୁବନେଶ୍ୱର,୩ା୮ (ସରୋଜ ଜେନା): ଇଂଲଣ୍ଡର ଶେଫିଲ୍ଡରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ବୁଧବାର ଠାରୁ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାରୁ ୪ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଅଗଷ୍ଟ୨ରୁ…