ନୟାଗଡ଼,୩।୮(ଲୋକନାଥ ମିଶ୍ର)ନୟାଗଡ଼ ଜିଲାର ଶରଣକୁଳ ଲଡୁବାବାଙ୍କ ଧାମରୁ ଶ୍ରୀକ୍ଷେତ୍ର ପୁରୀକୁ ପଡିଥିବା ନୂଆ ଜଗନ୍ନାଥ ସଡ଼କର ଡିମିଶର ପନ୍ଦାରିଛକସ୍ଥିତ ଦୁଆଣ୍ଟ ପୋଲ ଭାଙ୍ଗିବାର ୨୦ ମାସ ବିତି…
ଲହୁଣୀପଡ଼ା,୩ା୮(ଦାଶରଥି ପଣ୍ଡା): ମୁଣ୍ଡ ଗୁଞ୍ଜିବାକୁ ଭଲ ଘରେ ଖଣ୍ଡେ ନାହିଁ। ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ୭ ପ୍ରାଣୀ। ସରକାରୀ ଯୋଜନା କହିଲେ କେବଳ ୨୫ କେଜି ଚାଉଳ।…
ରାଉରକେଲା,୩ା୮(ବିପ୍ଳବ ରଞ୍ଜନ ଦାଶ): ଲଗାଣ ବର୍ଷାରେ ରାଉରକେଲା ନିକଟସ୍ଥ ୪ ପ୍ରମୁଖ ଡ୍ୟାମ ମଧ୍ୟର ଜଳସ୍ତର ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩ଟି ଡ୍ୟାମରୁ ଜଳ ନିଷ୍କାସନ ହେଉଥିବାବେଳେ…
ଓ୍ବାଶିଂଟନ,୩।୮ : ଆମେରିକା ଏବଂ ଚାଇନା ମଧ୍ୟରେ ସମ୍ପର୍କ ଭଲ ନାହିଁ। ଏହା ସତ୍ତ୍ୱେ ଚାଇନା ଏବଂ ଆମେରିକା ପରସ୍ପର ସହ ଫୋନରେ କଥା ହୋଇଛନ୍ତି। ଏସିଆ…
ଭୁବନେଶ୍ୱର,୩।୮(ଶର୍ମିଷ୍ଠା ପାଣିଗ୍ରାହୀ): ବଲିଉଡ୍ରେ ଓଡ଼ିଆ ପୁଅ ପ୍ରେମ ପରିଜା। ଆସନ୍ତା ୧୧ତାରିଖରେ ଡିଜ୍ନି + ହଟ୍ଷ୍ଟାର ଓଟିଟି ପ୍ଲାଟଫର୍ମରେ ପ୍ରେମ୍ଙ୍କ ଆକ୍ସନ-ଥ୍ରୀଲର ୱେବ୍ସିରିଜ ‘କମାଣ୍ଡୋ’ ମୁକ୍ତି ଲାଭ…
ବରଗଡ଼/ଗାଇସିଲେଟ୍/ବରପାଲି/ଅତାବିରା/ପଦ୍ମପୁର, ୩।୮(ପ୍ରେମାନନ୍ଦ ଖମାରୀ/ବେଦପ୍ରକାଶ କଲେତ୍/ଚିତ୍ତରଞ୍ଜନ ସାହୁ/ ହୃଷିକେଶ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ୨ଦିନ ହେଲା ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁ ଜିଲାର…
ଭୁବନେଶ୍ୱର,୩।୮(ଅଭିଜିତ ଦାସ)ରାଜ୍ୟରେ ବର୍ତ୍ତମାନ ସିକିଲ୍ସେଲ୍ ବା ସିକିଲ୍ ସେଲ୍ ଆନିମିଆ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଅଧିକାଂଶ ରୋଗୀ ଓଡିଶାର ଦକ୍ଷିଣ ଓ ପଶ୍ଚିମ ଅଞ୍ଚଳରେ ଦେଖାଯାଉଛନ୍ତି। ସ୍ବାସ୍ଥ୍ୟ…
ଝରିଗାଁ,୩।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ୨୩ ପଞ୍ଚାୟତରେ ରହିଛି ୧୧୧ ରାଜସ୍ବ ଓ ୩୬୫ ପଡ଼ା ଗାଁ। ୨୦୧୧ ଜନଗଣନା ଅନୁସାରେ ଏହି…
ସାକ୍ଷୀଗୋପାଳ,୩।୮(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର)ରାଜ୍ୟରେ ଗରିବଙ୍କ ନିମନ୍ତେ ସମସ୍ତ କଚ୍ଚାଘରକୁ ପକ୍କାଘର କରି ଯୋଗାଇଦେବା ଉଦ୍ଦେଶ୍ୟରେ ସରକାର ‘ମୋ ଘର ଯୋଜନା’ କରିଛନ୍ତି। ହେଲେ ପୁରୀ ଜିଲା ସତ୍ୟବାଦୀ…
ବାଲିମେଳା,୩ା୮(ଶିବଦତ୍ତ ସାହୁ): ବିକାଶର ଶବ୍ଦ ବୁଝାଇବା ପାଇଁ ସେମାନଙ୍କର ପଖରେ କେହି ନାହାନ୍ତି। ହେଲେ ସେଠାକାର ଲୋକେ ବୁଝନ୍ତି କେବଳ ସମସ୍ୟାର ଭାଷା। ଅଞ୍ଚଳର ବିକାଶ ନେଇ ଗ୍ରାମବାସୀ…