ପାଲେଷ୍ଟାଇନରେ ଗୃହଯୁଦ୍ଧ ପରିସ୍ଥିତି: ୧୧ ମୃତ, ୫୦ରୁ ଅଧିକ ଆହତ

ଜେରୁଜାଲେମ,୧।୮: ଇସ୍ରାଏଲ ବିରୋଧରେ ଆତଙ୍କବାଦୀ ଆକ୍ରମଣ କରିଥିବା ପାଲେଷ୍ଟାଇନଙ୍କ ମଧ୍ୟରେ ଗୃହଯୁଦ୍ଧ ପରିସ୍ଥିତି ଦେଖାଯାଇଛି। ପାଲେଷ୍ଟାଇନ ଶରଣାର୍ଥୀ ଶିବିରରେ ହିଂସାକାଣ୍ଡ ବଢିବାରେ ଲାଗିଛି। ଶିବିର ଭିତରୁ ଲଗାତାର…

ଲୋକ ସଭାରେ ଆଗତ ହେଲା ଦିଲ୍ଲୀ ସେବା ବିଲ୍‌, କଂଗ୍ରେସ କହିଲା ସମ୍ବିଧାନକୁ ଦୁର୍ବଳ କରୁଛନ୍ତି ସରକାର

ନୂଆଦିଲ୍ଲୀ,୧।୮: ଅଧିକାରୀଙ୍କ ପୋଷ୍ଟିଂ ଏବଂ ଟ୍ରାନ୍ସଫର ସହ ଜଡିତ ଦିଲ୍ଲୀ ସେବା ବିଲ୍‌ ମଙ୍ଗଳବାର ଲୋକ ସଭାରେ ଆଗତ ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପକ୍ଷରୁ…

ଦେଶ ପାଇଁ କରିଥିବା କାର୍ଯ୍ୟ ଯୋଗୁ ମୋଦିଙ୍କୁ କରାଯାଇଛି ସମ୍ମାନିତ: ଶରଦ ପାଓ୍ବାର

ପୁଣେ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ଲୋକମାନ୍ୟ ତିଳକ ପୁରସ୍କାରରେ ସମ୍ମାନିତ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ଏହି ପୁରସ୍କାର ମିଳିବା ପରେ ପାଓ୍ବାର କହିଛନ୍ତି, ଆପଣ ଦେଶ ପାଇଁ…

ଏ ଧର୍ମ-ଅଧର୍ମର ଲଢେଇ, ଯେଉଁଥିରେ ଧର୍ମର ବିଜୟ ହେବ: ଦିଲ୍ଲୀ ସେବା ବିଲ୍‌ ଉପରେ କହିଲେ ଏଏପି ନେତା

ନୂଆଦିଲ୍ଲୀ,୧।୮: ଅଧିକାରୀଙ୍କ ପୋଷ୍ଟିଂ ଏବଂ ଟ୍ରାନ୍ସଫର ସହ ଜଡିତ ଦିଲ୍ଲୀ ସେବା ବିଲ୍‌ ମଙ୍ଗଳବାର ଲୋକ ସଭାରେ ଉପସ୍ଥାପିତ ହେବ। ଏହା ଉପରେ ଆମ ଆଦମୀ ପାର୍ଟିର…

କଲଭର୍ଟ ଭୁଶୁଡ଼ି ୫ ମୃତ୍ୟୁ ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ

ରାୟଗଡ଼ା,୧।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଉପରସାଜା ଗ୍ରାମରେ ସୋମବାର କଲଭର୍ଟ ଭୁଶୁଡି ୫ ଜଣଙ୍କ ମୃତ୍ୟୁ ଘଟଣା ରାଜ୍ୟରେ ଚାଞ୍ଚଲ୍ୟ…

ଲସ୍‌ ଆଞ୍ଜେଲେସରେ ଆଖିବୁଜା ଗୁଳିମାଡ, ପୋଲିସ ଅଧିକାରୀ ଆହତ

ଓ୍ବାଶିଂଟନ୍‌,୧।୮: ଆମେରିକାର ଲସ୍‌ ଆଞ୍ଜେଲେସର ହ୍ବିଟିୟରରେ ଆଖିବୁଜା ଗୁଳିମାଡ ହୋଇଛି। ଏହି ଗୁ ଆକ୍ରମଣରେ ଜଣେ ପୋଲିସ ଅଧିକାରୀ ଏବଂ ସନ୍ଦିଗ୍ଧ ବନ୍ଧୁକଧାରୀ ଆହତ ହୋଇଛନ୍ତି। ଉଭୟଙ୍କୁ…

ସୁ କିଙ୍କୁ ମିଳିଲା କ୍ଷମା

ନାପିଦ୍ୱ,୧।୮: ମ୍ୟାନମାରରେ ୨୦୨୧ ସାମରିକ ହିଂସା ପରେ ଜେଲରେ ଥିବା ନେତା ଅଙ୍ଗ ସାନ ସୁ କିଙ୍କୁ କ୍ଷମା କରାଯାଇଛି। ସୁ କିଙ୍କୁ ୧୯ଟି ଅପରାଧ ମଧ୍ୟରୁ…

ବିହାରରେ ହେବ ଜାତିଭିତ୍ତିକ ଜନଗଣନା: ନୀତୀଶ ସରକାରଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

ପାଟନା,୧।୮: ବିହାରରେ ଜାତିଭିତ୍ତିକ ଜନଗଣନା ଉପରେ ପ୍ରତିବନ୍ଧକକୁ ପାଟନା ହାଇକୋର୍ଟ ହଟାଇ ଦେଇଛନ୍ତି। ମଙ୍ଗଳବାର ହାଇକୋର୍ଟ ନୀତୀଶ ସରକାରଙ୍କ ସପକ୍ଷରେ ନିଷ୍ପତ୍ତି ନେଇଥିବାବେଳେ ବିହାରରେ ଜାତି ଭିତ୍ତିକ…

ବ୍ୟବସାୟୀ ପୱନ ମୁଞ୍ଜାଲଙ୍କ ଘରେ ଇଡି ଚଢାଉ

ନୂଆଦିଲ୍ଲୀ,୧।୮: ହିରୋ ମୋଟୋକର୍ପ ଚେୟାରମ୍ୟାନ ତଥା ବ୍ୟବସାୟୀ ପୱନ ମୁଞ୍ଜାଲଙ୍କ ଘରେ ମଙ୍ଗଳବାର ଇଡି ଚଢାଉ କରିଛି। ମନି ଲଣ୍ଡରିଂ ଘଟଣାର ଏକ ଅଂଶ ଭାବରେ ଏହି…

ବୋମା ତିଆରି ପାଇଁ ଲୁଚାଇ ରଖିଥିଲେ ରାସାୟନିକ ସାମଗ୍ରୀ

ପୁଣେ,୧ା୮: ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ରାସାୟନିକ ସାମଗ୍ରୀ ସହ ଲାବରେଟୋରି ଉପକରଣ ଜବତ କରିଛି। ଚଳିତ ମାସ ୧୮ ତାରିଖରେ ୨ ଜଣ ସନ୍ଦିଗ୍ଧ…