କ୍ୟାରିୟର ତ ଦୂରର କଥା, ‘ବିଗ୍‌ବସ୍‌’ ବିଜେତାଙ୍କୁ ଛଅ ମାସରେ ଭୁଲି ଯାଆନ୍ତି ଲୋକେ

ବମ୍ବେ: ଟେଲି ପରଦାର ଲୋକପ୍ରିୟ ରିଆଲିଟି ଶୋ’ ମଧ୍ୟରୁ ବିଗ୍‌ବସ୍‌ ଗୋଟିଏ। ହୋଷ୍ଟ ସଲମାନ୍‌ ଖାନ୍‌ଙ୍କ ଲୋକପ୍ରିୟତା ସହ ପ୍ରତିଯୋଗୀଙ୍କ ତୁ ତୁ ମେଁ ମେଁ ଦର୍ଶକଙ୍କୁ ମନୋରଞ୍ଜନର ଭରପୂର ଖୋରାକ ଦେଇଥାଏ। ଏହାଛଡ଼ା ଦର୍ଶକେ ନିଜ ମନ ପସନ୍ଦର କଳାକାର ବ୍ୟକ୍ତିଗତ ଜୀବନରେ କିଭଳି ତାହା ଜାଣିପାରନ୍ତି। ଅନେକ ସମୟରେ ଶୋ’ ଏକ ସାଧାରଣ ଚେହେରାକୁ ପରିଚିତ କରାଇଥାଏ ବୋଲି କୁହାଯାଇଥାଏ। ହେଲେ ଏହା ମିଥ୍ୟା ବୋଲି କହିଛନ୍ତି ଅଭିନେତା ଅମନ ବର୍ମା।

ବିଗ୍‌ ବସ୍‌ ଏଭଳି ଏକ ଶୋ’ ଯାହାକୁ ଜିତିବା ପରେ ମଧ୍ୟ ଲୋକପ୍ରିୟତା ବେଶି ଦିନ ରହି ନ ଥାଏ। ମାତ୍ର ଛଅ ମାସ ପରେ ଆଗାମୀ ସିଜନ ଆରମ୍ଭ ହେବା ପରେ ପ୍ରତିଯୋଗୀଙ୍କୁ ଲୋକେ ଭୁଲିଯାଆନ୍ତି। ଏଣୁ ବିଗ୍‌ବସ୍‌ କାହାର କ୍ୟାରିୟର କରିଦିଏ ଭାବିବା ଭୁଲ। ଏଭଳି ହୋଇ ନ ଥାଏ ବୋଲି ଅମନ କହିଛନ୍ତି।

ବିଭିନ୍ନ ଟେଲିଭିଜନ ଶୋ’ରେ କାମ କରିଛନ୍ତି ଅମନ। ସେଥିରେ କୁମକୁମ ଏବଂ କ୍ୟୁକି ଶାଶ୍‌ ଭି କଭି ବହୁ ଥି’ ଭଳି ଧାରାବାହିକ ରହିଛି। ଏହାବ୍ୟତିତ ସେ ବିଗ୍‌ବସ୍‌ର ୯ମ ସିଜନ୍‌ରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ଅଛନ୍ତି ବିଜୟ ମହାନ୍ତି: ସବ୍ୟସାଚୀ କହିଲେ, ଗୁଜବ ସୃଷ୍ଟିକାରୀ ମାଗନ୍ତୁ କ୍ଷମା

ଭୁବନେଶ୍ୱର,୭।୭(ବ୍ୟୁରୋ): ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ସୁସ୍ଥ ଅଛନ୍ତି। ତାଙ୍କୁ ନେଇ ଅନେକ ଗୁଜବ ତଥ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ...

୧୦ ବର୍ଷ ହେବ ହାତ ଧୋଇ ନାହାନ୍ତି ଏହି ସେଲିବ୍ରିଟି

ଓ୍ବାଶିଂଟନ: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଲାଣି କହିଲେ ଚଳେ। ଏହାଠାରୁ ଦୂରେଇ ରହିବା ପାଇଁ ସବୁ ଦେଶର...

ବିବାହର ୨୪ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେବେ ସୋହେଲ ଖାଁ

ମୁମ୍ବାଇ: ବଲିଉଡ ଅଭିନେତା ସୋହେଲ ଖାଁ ଓ ପତ୍ନୀ ସୀମା ଖାଁ ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି । ବିବାହର ୨୪ ବର୍ଷ ପରେ ଏମାନେ...

କରୋନା ପୀଡ଼ିତଙ୍କ ଚିକିତ୍ସା ପାଇଁ ମଡ ଆଇଲ୍ୟାଣ୍ଡ ଘରକୁ ଖୋଲିଲେ ସୋନୁ

ମୁମ୍ବାଇ: ବଲିଉଡ୍‌ ଦୁନିଆ କରୋନା ଭାଇରସର ମୁକାବିଲା କରିବାକୁ ଆଗକୁ ଆଗେଇ ଆସିଥିବା ଦେଖାଯାଇଛି। ଏବେ ବଲିଉଡ୍‌ ଗାୟକ ସୋନୁ ନିଗମ ଏ କ୍ଷେତ୍ରରେ ନିଜର...

ସରିଲା ସିଦ୍ଧୁଙ୍କ ଅନ୍ତିମ ସଂସ୍କାର: ଲୁହ ଭର୍ତ୍ତି ଆଖିରେ ବାପା କାଢ଼ିଲେ ପଗଡ଼ି

ନୂଆଦିଲ୍ଲୀ,୩୧।୫: ପଞ୍ଚଭୂତରେ ବିଲୀନ ହେଲେ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସଓ୍ବୋଲା। ମେ ୨୯ରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସୋମବାର...

ମଲାଇକାଙ୍କ ଫଟୋ ଦେଖି କେଡିଟ୍‌ ମାଗିଲେ ଅର୍ଜୁନ

ମୁମ୍ବାଇ: ବଲିଉଡ୍‌ର ଆଇଟମ୍‌ ଗାର୍ଲ ତଥା ଅଭିନେତ୍ରୀ ମଲାଇକା ଆରୋରା ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟିଂ କରୁଛନ୍ତି। ଦୁହିଁଙ୍କୁ ନେଇ ବି ଟାଉନରେ ସବୁବେଳେ...

‘ନୋ ଏଣ୍ଟ୍ରି-୨’କୁ ନେଇ ସଲମାନଙ୍କ ବଡ଼ ସୂଚନା

ମୁମ୍ବାଇ: ଭାଇଜାନ ସଲମାନ ଖାନ୍‌ ଦୀର୍ଘ ୧୭ ବର୍ଷ ପରେ ଅଭିନେତା ଅନୀଲ କପୁର ଏବଂ ଫର୍‌ଦ୍ଦିନ ଖାନ୍‌ଙ୍କ ସହ ସ୍କ୍ରିନ୍‌ ସ୍ପେସ୍‌ ଶେୟାର କରିବାକୁ...

ତୁମ ହସ ମନେ ପଡ଼ୁଛି ଲେଖି ଏହି ଅଭିନେତ୍ରୀଙ୍କୁ ମେସେଜ୍‌ ପଠାଇଥିଲେ ଲୋକପ୍ରିୟ ଫିଲ୍ମନିର୍ମାତା; ରାଗିଯାଇ…

ବମ୍ବେ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ବ୍ଲାକ୍‌ ବିଉଟି ଭାବେ ବିପାଶା ବାସୁଙ୍କୁ କିଏ ବା ନଜାଣେ। ଦୁଇ ଦଶକ ଧରି ସିନେଜଗତରେ ରାଜ୍‌ କରିଥିବା ବିବାହ...

Advertisement
Archives

Model This Week