ଆଫଗାନିସ୍ତାନ ଫେରିଲେ ଓସାମା ବିନ୍ ଲାଦେନଙ୍କ ପୂର୍ବତନ ସହଯୋଗୀ

କାବୁଲ,୩୧ ।୮: ଆଫଗାନିସ୍ତାନରୁ ଆମେରିକା ସେନା ହଟିବା ପରେ ଏହା ସମ୍ପୂର୍ଣ୍ଣ ଭାବେ ତାଲିବାନ ହାତକୁ ଆସିଯିବା ପରେ ଏବେ କୁଖ୍ୟାତ ଆତଙ୍କବାଦୀଙ୍କ ଘର ଲେଉଟାଣି ହୋଇଛି ବୋଲି କୁହାଯାଉଛି । ଆଫଗାନିସ୍ତାନରେ ଅଲ-କାଏଦାର ମୁଖ୍ୟ ନେତା ଅମିନ-ଉଲ-ହକ ଏବେ ତାଙ୍କ ନିଜ ଘର ନାଙ୍ଗରହାର ଅଞ୍ଚଳରେ ଥିବା ଘରକୁ ଫେରି ଆସିଛନ୍ତି । ସେ ଅଲ-କାଏଦାର ପୂର୍ବତନ ମୁଖ୍ୟ ଓସାମା ବିନ ଲାଦେନଙ୍କର ସହଯୋଗୀ ଥିଲେ । ୨୦୧୧ରେ ଆମେରିକା ଓସାମା ବିନ ଲାଦେନଙ୍କୁ ପାକିସ୍ତାନର ଏବଟାବାଦରେ ହତ୍ୟା କରିଥିଲା । ୨୦ ବର୍ଷ ପରେ ବି ଓସାମାଙ୍କଏହ ସହଯୋଗୀ ତଥା ଆର୍ମ ସପ୍ଲାୟର ଅମିନ-ଉଲ-ହକଙ୍କର ଲୋକପ୍ରିୟତା କମ ହୋଇନାହିଁ । କାରଣ ସେ ଯେତେବେଳେ ଆଫଗାନିସ୍ତାନ ମାଟିରେ ପାଦଦେଲେ ସେତେବେଳେ ସମର୍ଥକମାନେ ତାଙ୍କ ଗାଡି ଚାରିପଟ ରୁଣ୍ଡ ହୋଇଯିବା ସହ ତାଙ୍କ ସହ ଫଟୋ ଉଠାଇବା ଆରମ୍ଭ କରି ଦେଇଥିଲେ । ଆଉ ଅମିନ ଗାଡି ଭିତରେ ରହି ସମସ୍ତଙ୍କ ଶୁଭେଚ୍ଛା ସ୍ୱିକାର କରିଥିଲେ । ଏଥିରେ କେତେଜଣ ତାଲିବାନ ଆତଙ୍କବାଦୀଙ୍କୁ ବି ଦେଖିବାକୁ ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନ୍‌ ଶାସନରେ ଶିଶୁ ମୃତ୍ୟୁ ହାର ବଢୁଛି, ୟୁନିସେଫ ରିପୋର୍ଟ…

ନୂଆଦିଲ୍ଲୀ,୭।୧୧: ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତା ଦଖଲ କରିବାପରେ ଦେଶର ଶିଶୁମାନେ ଅବହେଳିତ ହେବାରେ ଲାଗିଛନ୍ତି। ଲଗାତାର ହିଂସା ଯୋଗୁ ୨୦୨୧ର ପ୍ରଥମ ଛଅ ମାସରେ ଆଫଗାନିସ୍ତାନରେ...

ରାଜ କପୁର, ଦିଲ୍ଲିପ କୁମାରଙ୍କ ପୈତୃକ ଘର କିଣିବେ ପାକିସ୍ତାନ ସରକାର

ଇସଲାମାବାଦ,୨୮ ।୯: ପାକିସ୍ତାନର ଖେବର-ପଖତନୱା ଅଞ୍ଚଳରେ ଐତିହାସିକ ସ୍ମାରକର ସଂରକ୍ଷଣ କରିବାକୁ ଯାଇ ସରକାର ଏବେ ବଲିଉଡ୍‌ର ନାମୀ କଳାକାର ଅଭିନେତା ରାଜ କପୁର ଓ...

ମୋର ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ବାଟରେ କଣ୍ଟା ସାଜିଛି ଚାଇନା: ଟ୍ରମ୍ପ୍‌

ଓ୍ବାଶିଂଟନ,୩୦।୪: ଚାଇନାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଟାଗେର୍ଟ କରିଛନ୍ତି। ଟ୍ରମ୍ପ୍‌ କହିଛନ୍ତି ମୋର ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ବାଟରେ ଚାଇନା କଣ୍ଟା ସାଜିଛି।...

ପୁଣି ମିଶାଇଲ୍‌ ପରୀକ୍ଷଣ ଆରମ୍ଭ କଲା ଉତ୍ତର କୋରିଆ

ପ୍ୟାଙ୍ଗୟଙ୍ଗ,୧୦।୩: ପରମାଣୁ ପରୀକ୍ଷଣ ବିଷୟରେ ଆମେରିକାର ଗୁପ୍ତଚର ରିପୋର୍ଟର ଗୋଟିଏ ଦିନ ପରେ ଉତ୍ତର କୋରିଆ ପୁଣି ମିଶାଇଲ୍‌ ପରୀକ୍ଷା ଆରମ୍ଭ କରିଛି। କିମ ଜୋଙ୍ଗ...

ରୁଷିଆର ଚେତାବନୀ, ସୀମାରେ ୧୦ ହଜାରରୁ ଅଧିକ ଆଇଏସ୍‌ ଆତଙ୍କବାଦୀ, ପଠାଇଲା ଟ୍ୟାଙ୍କ…

ମସ୍କୋ,୧୨।୯: ରୁଷିଆ ତାଜିକିସ୍ତାନ ଏବଂ ଉଜବେକିସ୍ତାନ ସୀମାରେ ୧୦ ହଜାରରୁ ଅଧିକ ଇସଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ରହିଥିବା ନେଇ ଚେତାବନୀ ଜାରି କରିଛି। ଏହି...

ବାଇଡେନଙ୍କ ନିର୍ଦ୍ଦେଶରେ ନର୍ଡ ଷ୍ଟ୍ରିମ୍‌ ଉପରେ ହୋଇଛି ଆକ୍ରମଣ: ରୁଷିଆର ଅଭିଯୋଗ…

ମସ୍କୋ,୩।୧୧ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଦାବି କରିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶରେ ସେପ୍ଟେମ୍ବରରେ ବ୍ରିଟେନ...

ଫାମ୍‌ ମିନ୍‌ ଚିନ୍‌ ଭିଏଟ୍‌ନାମ ପ୍ରଧାନମନ୍ତ୍ରୀ

ହାନୋଇ, ୨୭ା୭: ଭିଏଟ୍‌ନାମ ପ୍ରଧାନମନ୍ତ୍ରୀ ଭାବେ ଫାମ୍‌ ମିନ୍‌ ଚିନ୍‌ ସୋମବାର ପୁନଃ ନିର୍ବାଚିତ ହୋଇଛନ୍ତି। ଭୋଟ୍‌ ଫଳାଫଳ ଅନୁସାରେ ୧୫ ତମ ନ୍ୟାଶନାଲ ଆସେମ୍ବ୍ଲି...

ଡ୍ରାଇଭର ଜିତିଲେ ୪୦ କୋଟି ଟଙ୍କା

ନୂଆଦିଲ୍ଲୀ,୭।୭: କେରଳର କୋଲାମ ଜିଲା ଛାଡ଼ି ୨୦୦୮ରେ ସପରିବାର ଦୁବାଇ ଚାଲିଯାଇଥିଲେ ରଞ୍ଜିଥ ସୋମରାଜନ। ସେଠାରେ ସେ ଟାକ୍ସି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଦଶନ୍ଧିରୁ...

Advertisement
Archives

Model This Week