Posted inଜାତୀୟ

ଭାରତରେ ଆଫଗାନୀ ଆତଙ୍କବାଦୀ, ସତର୍କ ସୂଚନା ଜାରି..

ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରର ଉରି ସେକ୍ଟର ଦେଇ ଆଫଗାନୀ ଆତଙ୍କବାଦୀ ଦେଶରେ ଅନୁପ୍ରବେଶ କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆତଙ୍କବାଦୀମାନେ ସେନା ଶିବିର, ବଡ଼ ସରକାରୀ କାର୍ଯ୍ୟାଳୟ ଉପରେ ଆତ୍ମଘାତୀ ଆକ୍ରମଣ କରିବା ଲାଗି ଷଡ଼ଯନ୍ତ୍ର କରିଥିବା ଗୋଇନ୍ଦା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏହାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ୨୦୨୧ ସେପ୍ଟେମ୍ବର ୧୮ରେ ୫ ଆଫଗାନୀ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ରିପୋର୍ଟରେ ଦର୍ଶାଯାଇଛି। ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।

ଆଫଗାନିସ୍ତାନ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀର ବାସିନ୍ଦାଙ୍କ ସହିତ ସହଜରେ ମିଶି ରହିବା କଷ୍ଟକର ହେବ। ସେମାନଙ୍କୁ କେହି ଆଶ୍ରୟ ଦେଇଥିବାର ଅନୁମାନ କରାଯାଉଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ଆବଶ୍ୟକ ସ୍ଥଳେ ସନ୍ଦେହ ଜନକ ବସ୍ତୁ ଏବଂ ଯାନର ଯାଞ୍ଚ୍‌ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୨ ବର୍ଷରେ ଜାନୁୟାରୀରେ ସବୁଠାରୁ ଅଧିକ ବର୍ଷା

ନୂଆଦିଲ୍ଲୀ,୯ ।୧: ରାଜଧାନୀ ଦିଲ୍ଲୀରେ ଶନିବାର ହୋଇଥିବା ବର୍ଷାରେ ସେଠାକାର ଏୟାର କ୍ୱାଲିଟିରେ ସାମାନ୍ୟ ସୁଧାର ଆସିଛି । ଏହାସହ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ...

କାର୍‌ ବୁକ୍‌ କରି ପରଟା ଖାଇବାକୁ ଯାଇଥିଲେ, ଘଟିଲା ଏମିତି କାଣ୍ଡ

ନୂଆଦିଲ୍ଲୀ,୩।୯:ଜଣେ କ୍ୟାବ ଡ୍ରାଇଭରଙ୍କଠାରୁ ଲୁଟ୍‌ ଅଭିଯୋଗରେ ଦିଲ୍ଲୀ ପୋଲିସ ଦୁଇ ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ସମସ୍ତ ଅଭିଯୁକ୍ତ ହରିୟାଣାର...

ବିଷାକ୍ତ ମଦ ନେଲା ୧୨ ଜୀବନ

ଲକ୍ଷ୍ନୌ, ୨୮।୫: ଉତ୍ତର ପ୍ରଦେଶ ପୁଣି ବିଷାକ୍ତ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ବାରବାଙ୍ଗୀରେ ବିଷାକ୍ତ ମଦ ପିଇ ୧୨ ଜଣଙ୍କ ମୃତ୍ୟୁ ହୋଇଛି।...

ବଜେଟରେ ୭ ପ୍ରାଥମିକତା: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୧।୨ : ସଂସଦରେ ୨୦୨୩ ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଚଳିତ ବଜେଟରେ ୭ଟି ପ୍ରାଥମିକତା ରହିଛି । ଏହା ଦ୍ୱାରା...

ପୁରୁଣା ପେନସନ ଲାଗୁ କରିବାକୁ ଅଖିଳେଶଙ୍କ ଘୋଷଣା

ଲକ୍ଷ୍ନୌ,୨୦।୧: ନିର୍ବାଚନ ଯେତିକି ପାଖେଇ ଆସୁଛି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦଳଗୁଡିକ ବିଭିନ୍ନ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ଏଭଳି ପରିସ୍ଥିତିରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ...

ଭୋଟିଂ ଅନ୍‌ଲାଇନ୍‌ରେ ହୋଇପାରିବ କି ? ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ…

ନୈନିତାଲ, ୬।୧ : ଉତ୍ତରାଖଣ୍ଡରେ ଓମିକ୍ରନ ଏବଂ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ପ୍ରସଙ୍ଗରେ...

କଂକ୍ରିଟ ମିକ୍ସର ଟ୍ରକ୍‌ରୁ ଉଦ୍ଧାର ହେଲେ ୧୮ ଶ୍ରମିକ

ଇନ୍ଦୋର,୨।୫: କରୋନା ସଂକ୍ରମଣକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ଏବେ ନିଜ ନିଜ ରାଜ୍ୟକୁ ଫେରିବାକୁ ବ୍ୟସ୍ତ...

ଏହି ଅଭିନେତ୍ରୀଙ୍କ ସୋସାଇଟିରେ କରୋନା ରୋଗୀ ଚିହ୍ନଟ ହେବା ପରେ ଆପାର୍ଟମେଣ୍ଟକୁ କରାଗଲା ସିଲ୍‌

ମୁମ୍ବାଇ,୫।୫: କରୋନା ଭାଇରସ୍‌ ସାରା ଦେଶରେ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଏହାକୁ ରୋକିବା...

Advertisement
Archives

Model This Week