Posted inଜାତୀୟ

ପଦ୍ମ ଧରିଲେ ଅଭିନେତା ସନ୍ନି

ନୂଆଦିଲ୍ଲୀ,୨୩।୪: ଚଳିତ ଲୋକ ସଭା ନିର୍ବାଚନ ଅବସରରେ କେତେଜଣ ବଲିଉଡ୍‌ ତାରକା ରାଜନୀତିରେ ପାଦ ରଖିଛନ୍ତି। ଏହି କ୍ରମରେ ମଙ୍ଗଳବାର ପଦ୍ମ ଧରିଛନ୍ତି ବଲିଉଡ୍‌ ଅଭିନେତା ସନ୍ନି ଦେଓଲ। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ନିର୍ମଳା ସିଥାରମଣଙ୍କ ଉପସ୍ଥିତିରେ ସେ ଭାଜପାରେ ମିଶିଛନ୍ତି। ସେ ପଞ୍ଜାବର ଗୁରୁଦାସପୁର ଆସନରୁ ନିର୍ବାଚନ ଲଢିବେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ସନ୍ନି ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କ ସହ ସାକ୍ଷାତ କରିଥିବାର ଏକ ଫଟୋ ସାମ୍ନାକୁ ଆସିଥିଲା। ସେତେବେଳେ କିନ୍ତୁ ସେ କହିଥିଲେ ମୁଁ କେବଳ ଶାହଙ୍କୁ ସାକ୍ଷାତ୍‌ କରିଥିଲି ରାଜନୀତିରେ ଯୋଗ ଦେବାର ସେମିତି କିଛି ଯୋଜନା ନାହିଁ। ହେଲେ ୨ ଦିନ ପରେ ସେ ଭାଜପା ହାତ ଧରିଛନ୍ତି। ଭାଜପାରେ ଯୋଗଦେବା ପରେ ସନ୍ନି କହିଛନ୍ତି, ମୋ ବାପା ଯେମିତି ଅଟଳ ବିହାରୀ ବାଜପେୟୀଙ୍କ ସହଯୋଗରେ କାମ କରୁଥିଲେ ମୁଁ ମଧ୍ୟ ମୋଦିଙ୍କ ସହଯୋଗରେ ସେମିତି କାମ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ଏଏପିକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୬।୨: ଦିଲ୍ଲୀ ହଜ କମିଟି ନିର୍ବାଚନରେ ଭାଜପା ବାଜିମାରିଛି। ଭାଜପାର କୌସର ଜାହାଁ ବିଜୟୀ ହୋଇ ଅଧ୍ୟକ୍ଷ ପଦ ପାଇଛନ୍ତି। ଫଳରେ ଆମ ଆଦମୀ ପାର୍ଟି(ଏଏପି)କୁ...

ଦୁର୍ଘଟଣାରେ ଉନ୍ନାଓ ପୀଡ଼ିତା ଗୁରୁତର, ଜଣେ ମୃତ

ରାଏ ବରେଲି/ଉନ୍ନାଓ,୨୯ା୭(ପି.ଟି.): ଉନ୍ନାଓ ବଳାତ୍କାର ପୀଡିତା ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ଜଣେ ଆଇନଜୀବୀ କାର୍‌ରେ ଯାଉଥିବାବେଳେ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେବାରୁ...

ମୋଗାଡିଶୁ କାର ବୋମା ବିସ୍ଫୋରଣକୁ ନିନ୍ଦା କଲା ଭାରତ

ନୂଆଦିଲ୍ଲୀ/ମୋଗାଡିଶୁ,୩୧।୧୦: ସୋମାଲିଆ ରାଜଧାନୀ ମୋଗାଡିଶୁର ବ୍ୟସ୍ତବହୁଳ ଅଞ୍ଚଳରେ ଶନିବାର ଦୁଇଟି କାର ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୦୦ ଟପିଛି। ଏପରି କି ବିସ୍ଫୋରଣରେ...

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୦।୧୦ : ଗାଈକୁ ଜାତୀୟ ପ୍ରାଣୀ ବୋଲି ଘୋଷଣା କରିବାକୁ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏଭଳି ଆଭିମୁଖ୍ୟ...

ହରିପ୍ରସାଦଙ୍କ ‘ଗଣିକା’ ମନ୍ତବ୍ୟକୁ ନେଇ ବିବାଦ

ହୋସପେଟା,୧୯।୧: ୨୦୧୮ରୁ କଂଗ୍ରେସ ଛାଡ଼ି ଭାଜପାରେ ସାମିଲ ହୋଇଥିବା ବିଧାୟକମାନଙ୍କୁ କର୍ନାଟକର ବରିଷ୍ଠ କଂଗ୍ରେସ ନେତା ବି.କେ. ହରିପ୍ରସାଦ ଗଣିକାଙ୍କ ସହ ତୁଳନା କରି ବିବାଦୀୟ...

ଓମିକ୍ରନ୍‌କୁ ନେଇ ହାଇକୋର୍ଟଙ୍କ ଚିନ୍ତା: ନିର୍ବାଚନ ଘୁଞ୍ଚାଇବାକୁ ସରକାର, ନିର୍ବାଚନ କମିଶନଙ୍କୁ ଅପିଲ

ଆହ୍ଲାବାଦ,୨୪ ।୧୨: ପାଖେଇ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏପଟେ ରାଜନୈତିକ ଦଳମାନେ ବିଭିନ୍ନ ରାଲି ଓ ଜନସଭା ଆୟୋଜନ କରି ଭୋଟରଙ୍କୁ...

ନିଜ ଘର ଛାଡ଼ି କଶ୍ମୀରୀ ପଣ୍ଡିତ ଯିବେ ନାହିଁ, ଏଠି ତାଙ୍କର ସମାନ ଅଧିକାର…

ଶ୍ରୀନଗର, ୧୬।୫ : ଜମ୍ମୁ-କଶ୍ମୀର କଶ୍ମୀରୀ ପଣ୍ଡିତମାନଙ୍କର ଘର। ସେମାନେ ଏହାକୁ ଛାଡ଼ି ଯିବେ ନାହିଁ। ଏଡି ତାଙ୍କର ଅନ୍ୟ ସମ୍ପ୍ରଦାୟଙ୍କ ଭଳି ସମାନ ଅଧିକାର...

ପୂର୍ବତନ ‘ର’ ଏଜେଣ୍ଟଙ୍କୁ ଖାଇବାକୁ ମିଳୁନି ଦୁଇମୁଠା !

ଲକ୍ଷ୍ନୌ,୧୪।୨: ଫିଲ୍ମରେ ଗୁପ୍ତଚର ସଂସ୍ଥା ସହିତ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଖରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ସୁଯୋଗ ରହିବାର ଦେଖିବାକୁ ମିଳିଥାଏ। ହଲିଉଡ୍‌ର...

Advertisement
Archives

Model This Week