Posted inଜାତୀୟ

ପତ୍ନୀଙ୍କ ପାଇଁ ପ୍ରଚାର କଲେ ଅନୁପମ

ଚଣ୍ଡିଗଡ଼,୨୫।୪: ଲୋକ ସଭା ନିର୍ବାଚନରେ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ବଲିଉଡ୍‌ କଳାକାର କିରୋନ୍‌ ଖେର୍‌। ନିର୍ବାଚନ ପାଖେଇ ଆସୁଥିବାରୁ ଭୋଟରଙ୍କୁ ହାତେଇବାକୁ ସେ ଜୋରସୋରରେ ପ୍ରଚାର କାମରେ ଲାଗିଛନ୍ତି। ଗୁରୁବାର ତାଙ୍କ ସ୍ବାମୀ ତଥା ବଲିଉଡ୍‌ ଅଭିନେତା ଅନୁପମ ଖେର କିରୋନ୍‌ଙ୍କ ସହ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏମାନଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ୍‌ ମଧ୍ୟ ଏକ ଖୋଲା ଜିପ୍‌ରେ ଆସି ପ୍ରଚାର କରିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଭାଜପା ପ୍ରାର୍ଥୀ ତଥା ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀଙ୍କ ପାଇଁ ପ୍ରଚାର କରି ଚର୍ଚ୍ଚାକୁ ଆସିଥିଲେ ତାଙ୍କ ସ୍ବାମୀ ଧର୍ମେନ୍ଦ୍ର।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଲଗାଣ ବର୍ଷା: ତଳିଆ ଅଞ୍ଚଳ ଜଳମଗ୍ନ

ଥିରୁଭାନ୍ତପୁରମ,୧୫।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ରବିବାର କେରଳର ବିଭିନ୍ନ ସ୍ଥାନରେ ନିରନ୍ତର ଏବଂ ପ୍ରବଳ ବର୍ଷା ଜାରି ରହିଛି।...

ବ୍ରିଜ୍‌ ଭୁଶୁଡ଼ିଲା: ପ୍ରବଳ ସ୍ରୋତରେ ଭାସିଗଲେ ୩୦ ପର୍ଯ୍ୟଟକ

ପୁଣେ,୧୫ା୬: ପୁଣେ ନିକଟରେ ରବିବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। ଦେହୁର କୁଣ୍ଡମାଳ ଅଞ୍ଚଳରେ ଇନ୍ଦ୍ରାୟଣୀ ନଦୀ ଉପରେ ପର୍ଯ୍ୟଟକଙ୍କ ପାଇଁ ନିର୍ମିତ ଏକ...

AI-୧୭୧କୁ ଅବସର ଦେବ ଏୟାର ଇଣ୍ଡିଆ, ବଦଳରେ ଲଣ୍ଡନ ଯିବ AI-୧୫୯!

ନୂଆଦିଲ୍ଲୀ,୧୫।୬: ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା AI-୧୭୧ ବିମାନକୁ ଆଉ ଏୟାର ଇଣ୍ଡିଆ ବ୍ୟବହାର କରିବ ନାହିଁ। ଏୟାର ଇଣ୍ଡିଆ ଏହି ଫ୍ଲାଇଟ ନମ୍ବରକୁ ଅବସର ଦେବାକୁ...

ମ୍ୟାଚ ହେଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ DNA, ଖୁବ ଶୀଘ୍ର ପରିବାରକୁ ମିଳିବ ପାର୍ଥିବ ଶରିର

ନୂଆଦିଲ୍ଲୀ,୧୫।୬: ଅହମଦାବାଦ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଡିଏନଏ ପରୀକ୍ଷା ମେଳ ଖାଇଛି। ଗୃହମନ୍ତ୍ରୀ ହର୍ଷ ସାଂଘଭି ଡିଏନଏ...

ଅଦ୍ଭୁତ ସଂଯୋଗ: ଦିନେ ୧୧ଏ ସିଟ୍‌ରେ ବସିଥିଲେ ଅଭିନେତା, ଭୟଙ୍କର ଭାବେ କ୍ରାଶ୍‌ ହେଲା ପ୍ଲେନ, ତା’ ପରେ…

ଅହମଦାବାଦ, ୧୫।୬: ଅହମ୍ମଦାବାଦ ବିମାନ ଦୁର୍ଘଟଣା ସାରା ବିଶ୍ବରେ ସୃଷ୍ଟି କରିଛି ଆଲୋଡ଼ନ । ଅହମ୍ମଦାବାଦ ଏୟାରପୋର୍ଟରୁ ଟେକ୍ ଅଫ୍ କରିବାର ମାତ୍ର ୩୦ରୁ ୩୫...

ପାଇଲଟଙ୍କ ମୃତ୍ୟୁକୁ ନେଇ ଶୋକାକୂଳ ପରିବେଶ, ୪ ମାସ ତଳେ ହୋଇଥିଲେ ଯମଜ ସନ୍ତାନଙ୍କ ପିତା

ଡେରାଡୁନ,୧୫।୬: ଉତ୍ତରାଖଣ୍ଡରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜୟପୁରର ପାଇଲଟ ରାଜବୀର ସିଂହ ପ୍ରାଣ ହରାଇଛନ୍ତି। ରାଜବୀର ସିଂହ ୧୪ ବର୍ଷ ଧରି ସେନାରେ ସେବା କରିବା...

ଏମିତି ନିଷ୍ପତ୍ତି ନେଲା ସୌଦି ଆରବ, ଭାରତ ସହ ୧୪ ଦେଶ ପାଇବେ ଲାଭ

ରିୟାଦ/ନୂଆଦିଲ୍ଲୀ,୧୫।୬: ହଜ -୨୦୨୫ ପରେ ସୌଦି ଆରବ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ଅନ୍ୟାନ୍ୟ ୧୨ଟି ଦେଶ ପାଇଁ ବ୍ଲକ ୱାର୍କ ଭିଜା ଉପରେ ଅସ୍ଥାୟୀ...

ବିମାନ ଦୁର୍ଘଟଣାରେ କେବଳ ଯାତ୍ରୀ ନୁହେଁ ମେଡ଼ିକାଲ ଛାତ୍ରଙ୍କ ପାଇଁ ଏତେ ଟଙ୍କା ସହାୟତା ଘୋଷଣା କରି ହୃଦୟ ଜିତିଲା ଟାଟା ଗ୍ରୁପ

ଅହମଦାବାଦ,୧୫।୬: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। ଜୁନ ୧୨ ତାରିଖରେ ହୋଇଥିବା ଏହି ଭୟଙ୍କର ଦୁର୍ଘଟଣାରେ ୨୭୪ ଜଣଙ୍କର ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri