Posted inଫୁରସତ

କୁମ୍ଭୀର ସହ ପହଁରୁଥିଲେ ଜଣେ ବ୍ୟକ୍ତି, ପରେ ଘଟିଲା ଏମିତି

ଜଣେ ବ୍ୟକ୍ତି କୁମ୍ଭୀରଙ୍କ ସହିତ ଗାଧୋଇବାକୁ ନଦୀକୁ ଯାଇଥିଲେ। ପ୍ରାରମ୍ଭରେ ସେ କୁମ୍ଭୀର ସହିତ ମଜା କରୁଥିଲେ। ମାତ୍ର ଶେଷ ପରିସ୍ଥିତ ବହୁ ଭୟଙ୍କର ଥିଲା। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଛି।
ଭିଡିଓରେ ଦେଖାଯାଇଛି, ନଦୀରେ ଜଣେ ବ୍ୟକ୍ତି ଦୁଇଟି କୁମ୍ଭୀର ସହ ଗାଧୋଉଥିଲେ। ଠିକ୍‌ ଏହି ସମୟରେ ଗୋଟିଏ କୁମ୍ଭୀର ସୁଯୋଗ ଦେଖି ତାଙ୍କୁ ପାଟି ଆଁ କରି ଆକ୍ରମଣ କରିଥିଲା। ଏହା ପରେ ବ୍ୟକ୍ତିଜଣକ କୁମ୍ଭୀର ମୁହଁଙ୍କୁ ଏକ ଶକ୍ତ ଆଘାତ ଦେଇ ପାଣି ଭିତରୁ ବାହାରି ଆସିଲେ। ଭିଡିଓଟି ଫ୍ଲୋରିଡାରେ ଶୁଟିଂ ହୋଇଥିବା ଜଣାପଡ଼ିଛି।

ଭିଡିଓଟିକୁ ମ୍ୟୁଜିକ୍‌ ଆର୍ଟିଷ୍ଟ ତୁଣ୍ଡେ ଆଡନଟ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘ ତୁମେ କ’ଣ ପାଗଳ ହୋଇଗଲ କି?’ ଏହି ୧ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ଜଣେ ୟୁଜର ଲେଖିଛନ୍ତି, ତୁମେ କ’ଣ ଜାଣିନା କୁମ୍ଭୀର କେତେ ଭୟଙ୍କର? ତୁମେ କାହିଁକି ତାଙ୍କ ସହ ପହଁରିବାକୁ ଯାଇଥିଲ? ଏହିପରି ଅନେକ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଛି ପୂଜା, ନାହିଁ ମଜା…

ଏବେ ଚାଲିଛି ପାର୍ବଣର ସମୟ। ମା’ଦୁର୍ଗତିନାଶିନୀଙ୍କର ବି ହୋଇଛି ଧରାବତରଣ। ହେଲେ ଏଥର କରୋନା କଟକଣା ମଧ୍ୟରେ ଚାଲିଛି ମା’ଙ୍କ ପୂଜା ବିଧି। ଯେଉଁଥିପାଇଁ ନା...

ଜ୍ୱାଇଁଙ୍କ ସନ୍ତାନର ମା’ ହେଲେ ଏହି ମହିଳା: କାରଣ ଜାଣିଲେ ଶାଶୁଙ୍କୁ ପ୍ରଶଂସାରେ ପୋତି ପକାଇବେ

ମା’ ଏବଂ ଝିଅର ସମ୍ପର୍କ ସବୁଠାରୁ ଘନିଷ୍ଟ। ଜଣେ ମା’ ନିଜ ଝିଅର ଖୁସି ପାଇଁ ସବୁକିଛି କରିପାରେ। ଏବେ ଏମିତି କିଛି ଘଟଣା ଘଟିଛି...

ବିଶ୍ୱର ସବୁଠାରୁ ପୁରୁଣା ହୋଟେଲ: ଗୋଟିଏ ରାତି ପାଇଁ ଦେବାକୁ ପଡ଼େ ୩୩ ହଜାର, ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ପାଇଛି ସ୍ଥାନ

ବିଶ୍ୱରେ ଅନେକ ପୁରାତନ ହୋଟେଲମାନ ରହିଛି। ଯାହାକି ସମୟ ସାଙ୍ଗକୁ ପରିବର୍ତ୍ତନ ମଧ୍ୟ ହୋଇଥାଏ। ମାତ୍ର ଜାପାନରେ ଏମିତି ଏକ ହୋଟେଲ ରହିଛି, ଯାହା ଆଜି...

ଡେକାନ୍‌ କୁଇନ୍‌ ୯୧ ବର୍ଷରେ ପାଦ ଦେଲା

ପୁଣେ,୧।୬: ମହାରାଷ୍ଟ୍ରର ପୁଣେଠାରୁ ମୁମ୍ବାଇ ଯାଉଥିବା ଡେକାନ୍‌ କୁଇନ୍‌ ରେଳଗାଡ଼ି ସୋମବାର ୯୧ ବର୍ଷରେ ପାଦଦେଇଛି। ୧୯୩୦ ଜୁନ୍‌ ୧ରେ ଏହା ଯାତ୍ରା ଆରମ୍ଭ କରିଥିଲା।...

ଏପରି ଏକ ଦେଶ ଯେଉଁଠି ସ୍ନାତକ ଡିଗ୍ରୀ ପାଇଁ ଲଗାଇବାକୁ ପଡ଼େ ୧୦ ଗଛ

ଭୂପୃଷ୍ଠରେ ଦିନକୁ ଦିନ ଗଛ ସଂଖ୍ୟା କମିବାରେ ଲାଗିଛି। ମନୁଷ୍ୟକୃତ କାରଣ ସହ ପ୍ରାକୃତିକ ବିପର୍ଯ୍ୟାୟ ମଧ୍ୟ ଏହାର କାରଣ ସାଜିଛି। ଏଥିରୁ ମୁକ୍ତି ପାଇବା...

ଜୁନ୍‌ ୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଜାଣନ୍ତୁ କେଉଁ ରାଶି ଉପରେ କ’ଣ ପଡିବ ପ୍ରଭାବ

ଜୁନ୍‌ ୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଜାଣନ୍ତୁ କେଉଁ ରାଶି ଉପରେ କ’ଣ ପଡିବ ପ୍ରଭାବ ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ ଜୁନ ୧୦ରେ ହେବ। ଏଥର...

ନିରାପଦ ଦୀପାବଳି ପାଇଁ…

ଆଲୋକର ପର୍ବ ଦୀପାବଳି। ପରିବାର, ବନ୍ଧୁ ପରିଜନଙ୍କ ସହିତ ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିବାର ବେଳ। ଅନ୍ଧାରକୁ ଏଡ଼ିଦେଇ କିଛି ସମୟ ପରିବେଶକୁ ଆଲୋକିତ...

ଏହିସବୁ କଥା ପ୍ରତି ଧ୍ୟାନ ଦେଲେ ଦାମ୍ପତ୍ୟ ଜୀବନ ହେବ ସୁଖମୟ

ସମସ୍ତେ ଚାହିଁଥାନ୍ତି ଦାମ୍ପତ୍ୟ ଜୀବନ କେମିତି ହସଖୁସିରେ କଟୁ। କିନ୍ତୁ ବେଳେ କିଛି କଥାକୁ ନେଇ ପରିବାରରେ ଝଡ଼ ସୃଷ୍ଟି ହୋଇଥାଏ। ଫଳରେ ବିଚ୍ଛେଦ ପର୍ଯ୍ୟନ୍ତ...

Advertisement


Archives

Model This Week