Posted inଫୁରସତ

କୁମ୍ଭୀର ସହ ପହଁରୁଥିଲେ ଜଣେ ବ୍ୟକ୍ତି, ପରେ ଘଟିଲା ଏମିତି

ଜଣେ ବ୍ୟକ୍ତି କୁମ୍ଭୀରଙ୍କ ସହିତ ଗାଧୋଇବାକୁ ନଦୀକୁ ଯାଇଥିଲେ। ପ୍ରାରମ୍ଭରେ ସେ କୁମ୍ଭୀର ସହିତ ମଜା କରୁଥିଲେ। ମାତ୍ର ଶେଷ ପରିସ୍ଥିତ ବହୁ ଭୟଙ୍କର ଥିଲା। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଛି।
ଭିଡିଓରେ ଦେଖାଯାଇଛି, ନଦୀରେ ଜଣେ ବ୍ୟକ୍ତି ଦୁଇଟି କୁମ୍ଭୀର ସହ ଗାଧୋଉଥିଲେ। ଠିକ୍‌ ଏହି ସମୟରେ ଗୋଟିଏ କୁମ୍ଭୀର ସୁଯୋଗ ଦେଖି ତାଙ୍କୁ ପାଟି ଆଁ କରି ଆକ୍ରମଣ କରିଥିଲା। ଏହା ପରେ ବ୍ୟକ୍ତିଜଣକ କୁମ୍ଭୀର ମୁହଁଙ୍କୁ ଏକ ଶକ୍ତ ଆଘାତ ଦେଇ ପାଣି ଭିତରୁ ବାହାରି ଆସିଲେ। ଭିଡିଓଟି ଫ୍ଲୋରିଡାରେ ଶୁଟିଂ ହୋଇଥିବା ଜଣାପଡ଼ିଛି।

ଭିଡିଓଟିକୁ ମ୍ୟୁଜିକ୍‌ ଆର୍ଟିଷ୍ଟ ତୁଣ୍ଡେ ଆଡନଟ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘ ତୁମେ କ’ଣ ପାଗଳ ହୋଇଗଲ କି?’ ଏହି ୧ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ଜଣେ ୟୁଜର ଲେଖିଛନ୍ତି, ତୁମେ କ’ଣ ଜାଣିନା କୁମ୍ଭୀର କେତେ ଭୟଙ୍କର? ତୁମେ କାହିଁକି ତାଙ୍କ ସହ ପହଁରିବାକୁ ଯାଇଥିଲ? ଏହିପରି ଅନେକ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦୧ ଛିଦ୍ର ଥିବା ଧବଳ ଶିବଲିଙ୍ଗ ପୂଜା କଲେ ପୂରଣ ହୁଏ ସବୁ ମନସ୍କାମନା

ମଧ୍ୟପ୍ରଦେଶର ଶିବା ସହରରେ ରହିଛି ୧୦୦୧ ଛିତ୍ର ଥିବା ଧବଳ ଶିବଲିଙ୍ଗ। ଏଠାରେ ଥିବା ମହା ମୃତ୍ୟୁଞ୍ଜୟ ମନ୍ଦିରରେ ଏହି ଚମତ୍କାରି ଶିବ ଲିଙ୍ଗ ରହିଛି।...

ପ୍ରଥମ ଦରମା ଟଙ୍କା ମା’ବାପାଙ୍କୁ ଦେଇଥିଲି: ତହସିଲଦାର ପଲ୍ଲବୀ ନାୟକ

କେନ୍ଦୁଝର ଜିଲାର ବୃନ୍ଦାବନପୁର ହେଉଛି ମୋର ପ୍ରକୃତ ଗାଁ। ହେଲେ ମୋ ମା’ ଯେହେତୁ କେନ୍ଦୁଝର ଜିଲାର ବାସୁଦେବପୁରରେ ରହି ଶିକ୍ଷକତା କରୁଥିଲେ, ତେଣୁ ମୋର...

ବାପା

ଶ୍ରଦ୍ଧା ଓ ଭଲ ପାଇବାର ସଶକ୍ତ ଉଚ୍ଚାରଣ ବାପା। ତାଙ୍କୁ ଜାଣିହୁଏ ସିନା ଜଣେଇ ହୁଏନି। ସନ୍ତାନ ପାଇଁ ସମସ୍ତଙ୍କ ସହ ଲଢ଼ିବାର ସାହସ ରଖୁଥିବା...

ମଡେଲ୍‌ ଭଳି ଚାଲୁଛି ବତକ ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ...

ମୃତ୍ୟୁର ୫ଶହ ବର୍ଷ ପରେ ବି ଅକ୍ଷତ ଅଛି ଯୁବତୀଙ୍କ ଶରୀର!

ସମସ୍ତଙ୍କୁ ଉଣା ଅଧିକେ ଜଣା ଯେ ମଣିଷର ମୃତ୍ୟୁ ପରେ ତା’ର ଶରୀର ପଚିବାକୁ ବା ନଷ୍ଟ ହେବାକୁ ଆରମ୍ଭ କରିଥାଏ। ସେଥିପାଇଁ ମୃତଦେହ ବ୍ୟବଚ୍ଛେଦ...

କରୋନା ରୋଗୀଙ୍କ ସହାୟତା ପାଇଁ ୩୨୦୦ କିମି ସାଇକେଲ ଚଲାଇଲେ ୫ ବର୍ଷର ଶିଶୁ

ଲଣ୍ଡନ,୩୦।୭: କରୋନା ଏବେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। କେତେକ ଦେଶରେ ପରିସ୍ଥିତି ଚିନ୍ତାଜନକ। ଏହି ସମୟରେ, କିଛି ଲୋକ ଅଛନ୍ତି ଯେଉଁମାନେ କରୋନା...

ପୁରରୁ ପୁରୀ

ଭାରତର ଅନେକ ସ୍ଥାନ ଅଛି, ଯାହାର ଶେଷରେ ରହିଛି ‘ପୁର’। ଗଁା ବି ଅଛି। ଓଡ଼ିଶାର କେତେକ ସହର ଓ ଗଁା ନାମର ଶେଷରେ ‘ପୁର’...

ଶାଶୁଙ୍କ ଜନ୍ମଦିନରେ ବୋହୂ ଟିନା ଅମ୍ବାନୀ ଲେଖିଲେ ଏହି ହୃଦୟସ୍ପର୍ଶୀ ବାର୍ତ୍ତା

ଅମ୍ବାନୀ ପରିବାରର ବୋହୂ ଟିନା ଅମ୍ବାନୀ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ସେ ଶାଶୁ କୋକିଳାବେନ୍‌ ଅମ୍ବାନୀଙ୍କ ଜନ୍ମଦିନ ଉପଲକ୍ଷେ ଶେୟାର...

Advertisement
Archives

Model This Week