ବିଦ୍ୟୁତ୍‌ ଟାଓ୍ବାରରେ ପିଟିହେଲା କାର୍‌

ଭୁବନେଶ୍ୱର,୭ା୮(ବ୍ୟୁରୋ): ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଉତ୍ତରା ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ୪୨ ହଜାର କେଭି ବିଦ୍ୟୁତ୍‌ ଟାଓ୍ବାରରେ ପିଟି ହୋଇଯାଇଛି। ଫଳରେ ଦୁର୍ଘଟଣାରେ ଦୁଇ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉତ୍ତରା ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଜୁଦ ଅଛି ତେଲ, ତଥାପି ପମ୍ପ ବନ୍ଦ, ଭିଡ଼: ଭୟର ବାତାବରଣ

ଭୁବନେଶ୍ୱର,୧୬ା୫(ସୁନିତ୍‌ ମିଶ୍ର):ରାଜ୍ୟରେ ପେଟ୍ରୋଲ, ଡିଜେଲକୁ ନେଇ ଦେଖାଦେଇଥିବା ସମସ୍ୟା ସମାଧାନ ହୋଇପାରି ନାହିଁ। ରାଜ୍ୟର ପ୍ରାୟ ସବୁ ପମ୍ପରେ ଘଣ୍ଟା ଘଣ୍ଟା ଧରି ଲୋକମାନଙ୍କ ଲମ୍ବା ଧାଡ଼ି…

ଯାତ୍ରୀଙ୍କ ପକେଟ୍‌କୁ ଝଟ୍‌କା: ରାଜ୍ୟରେ ବଢ଼ିଲା ଘରୋଇ ବସ୍‌ ଭଡ଼ା, ଜାଣନ୍ତୁ କାହା ପାଇଁ କେତେ?

ଭୁବନେଶ୍ୱର,୧୫।୫: ରାଜ୍ୟରେ ଯାତ୍ରୀବାହୀ ଘରୋଇ ବସ ଭଡ଼ା ବୃଦ୍ଧି ପାଇଛି। ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବସ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।…

୧୦୦ ଟଙ୍କାରେ ତେଲ ଦେଲେ କଣ୍ଟା ଉଠୁନି: ଏମିତି କହି ବର୍ଷିଲେ ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର,୧୫।୫: ରାଜ୍ୟରେ ୧୩ଶହରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ହୋଇଗଲାଣି। ୨ ହଜାରରୁ ଅଧିକ ବସ ଅଚଳ ହେବାକୁ ବସିଲାଣି। ତେଲ ପାଇଁ ସାରା ରାଜ୍ୟରେ ହାହାକାର…

କାହିଁକି ପେଟ୍ରୋଲ ପମ୍ପରେ ଲାଗୁଛି ଲମ୍ବା ଲାଇନ୍‌? ସାମ୍ନାକୁ ଆସିଲା ବଡ଼ କାରଣ, ଡିଲର ସଂଘ ସାଧାରଣ ସମ୍ପାଦକ କହିଲେ…

ଭୁବନେଶ୍ୱର, ୧୫।୫: ତେଲ ପାଇଁ ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍‌ ଲାଗିଛି। ଏପଟେ ଚାହିଁଲେ ଆଖି ପାଉନି, ସେପଟେ ଚାହିଁଲେ କିଛି ଦିଶୁନି। ମାଳମାଳ…

ଗୋଟିଏ ଅଫିସରେ ୩ ବର୍ଷରୁ ଅଧିକ ରହିଲେ ବଦଳି, ଜୁନ୍‌ ଏହି ତାରିଖ ସୁଦ୍ଧା ପ୍ରକ୍ରିୟା ସାରିବାକୁ…

ଭୁବନେଶ୍ୱର,୧୫ା୫: ରାଜସ୍ବ କର୍ମଚାରୀଙ୍କ ବଦଳି ପ୍ରକ୍ରିୟା ଓ ରୋଟେସନ୍‌ ଶୀଘ୍ର ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୩ ବର୍ଷରୁ ଊଦ୍ଧର୍‌ବ ସମୟ ଗୋଟିଏ ଅଫିସ୍‌ରେ ରହିଲେ ବଦଳି…

ରାଜ୍ୟରେ ଏତିକି ଦିନ ପାଇଁ ମହଜୁଦ୍‌ ଅଛି ତେଲ, ଆତଙ୍କିତ ନ ହେବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୧୫ା୫: ରାଜ୍ୟରେ ପେଟ୍ରୋଲ, ଡିଜେଲର ଅଭାବ ନାହିଁ ବୋଲି ଶୁକ୍ରବାର କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ତୈଳ ମହଜୁଦ୍‌…

ନିର୍ବାଚନ କମିଶନଙ୍କ ବଡ଼ ସୂଚନା: ଭୋଟର ଲିଷ୍ଟରୁ ବାଦ୍‌ ପଡ଼ିଛନ୍ତି ୯ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ଭୁବନେଶ୍ୱର,୧୫ା୫: ଓଡ଼ିଶାରେ ମେ’ ୩୦ରୁ ଆରମ୍ଭ ହେବ ଏସ୍‌ଆଇଆର୍‌। ଏକ ପ୍ରେସ୍‌ମିଟ୍‌ରେ ଏନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ସେ କହିଛନ୍ତି, ପ୍ରସ୍ତୁତି, ପ୍ରଶିକ୍ଷଣ…

ଆଉ ୪ଦିନ କାଳବୈଶାଖୀ: ମୌସୁମୀ ଆସିବା ପୂର୍ବରୁ ବଢ଼ିଲା ତାତି

ଭୁବନେଶ୍ୱର, ୧୫ା୫(ବନ୍ଦନା ସେଠୀ):ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ଆସନ୍ତା ୧୬ ତାରିଖ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ-ନିକୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri