Posted inଜାତୀୟ

ସିରମ ଇନ୍‌ଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ: ୫ ମୃତ

ନୂଆଦିଲ୍ଲୀ,୨୧।୧: ମହାରାଷ୍ଟ୍ରର ପୁଣେସ୍ଥିତ ଦେଶରେ କରୋନା ଟିକା ପ୍ରସ୍ତୁତ କରୁଥିବା ସିରମ ଇନ୍‌ଷ୍ଟିଚ୍ୟୁଟର ଟର୍ମିନାଲ-୧ରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ। ନିଆଁ ଆୟତକୁ ଆସିବା ପରେ ମିଳିଛି ୫ ଜଣଙ୍କ ମର ଶରୀର। ଏ ନେଇ ପୁଣେ ମେୟର ମୁର୍ଲିଧର ମୋହୋଲ କହିଛନ୍ତି।

ମୃତକମାନେ ନିର୍ମାଣଧୀନ କୋଠାରେ କାମ କରୁଥବା ଆକଳନ କରାଯାଉଛି। ହେଲେ ଏପର୍ଯ୍ୟନ୍ତ ଅଗ୍ନକାଣ୍ଡ ପଛର କାରଣ ଜଣାପଡ଼ି ନାହିଁ। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଟିକାର କ୍ଷୟକ୍ଷତି ହୋଇ ନ ଥିବା ସିରମ ଇନ୍‌ଷ୍ଟିଚ୍ୟୁ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିମ୍ପଲ ନୁହେଁ ଜୟନ୍ତ ଚୌଧୁରୀଙ୍କୁ ମିଳିଲା ରାଜ୍ୟ ସଭା ଟିକେଟ

ନୂଆଦିଲ୍ଲୀ,୨୬ ।୫: ଉତ୍ତର ପ୍ରଦେଶରେ ୧୧ ରାଜ୍ୟ ସଭା ଆସନ ପାଇଁ ହେଉଥିବା ନିର୍ବାଚନରେ ସମାଜବାଦୀ ପାର୍ଟି ଆଉ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି...

ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ସ୍ଥଳସେନା ଉପମୁଖ୍ୟ

ନୂଆଦିଲ୍ଲୀ,୧୮।୧: ଦେଶର ପରବର୍ତ୍ତୀ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ନିଯୁକ୍ତି ଅଟକି ରହିଛି। ମାତ୍ର ମଙ୍ଗଳବାର ସରକାର ପୂର୍ବାଞ୍ଚଳ ସେନା କମାଣ୍ଡର ଲ୍ୟୁଟ୍‌ନାଣ୍ଟ ଜେନେରାଲ...

୧୬ ବର୍ଷ ବାଳକ ହାତେ ଉଚ୍ଚା କାଠରେ ତିଆରି କଲେ ୪୦୦ ବର୍ଷ ପୁରୁଣା ଦରବାର ସାହିବ ମଡେଲ

ଭଟିଣ୍ଡା,୬।୨: ପ୍ରତିଭା କେବେ ମଧ୍ୟ ଲୁଚି ରହେନା। ପଞ୍ଜାବର ଜଣେ ୧୬ ବର୍ଷ ବୟସ୍କ ବାଳକଙ୍କ ପ୍ରତିଭା ଏବେ ତାଙ୍କୁ ଗିନିଜ୍‌ ବୁକ୍‌ରେ ସ୍ଥାନୀତ କରିଛି।...

ଗୁଜରାଟ ଦଙ୍ଗା ଡକ୍ୟୁମେଣ୍ଟାରି: ବିବିସିକୁ ହାଇକୋର୍ଟ ସମନ

ନୂଆଦିଲ୍ଲୀ, ୨୩ା୫: ୨୦୦୨ ଗୁଜରାଟ ଦଙ୍ଗା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବ୍ରିଟିଶ ବ୍ରଡ୍‌କାଷ୍ଟିଂ କର୍ପୋରେଶନ (ବିବିସି)ର ଡକ୍ୟୁମେଣ୍ଟାରି ବିରୋଧରେ କରାଯାଇଥିବା ମାନହାନି ମାମଲାରେ...

ନିର୍ମଳା କଲେ ନିରାଶ

ନୂଆଦିଲ୍ଲୀ,୨ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତିି। ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ...

ଦେଶର ସୁରକ୍ଷା ପାଇଁ ନିୟନ୍ତ୍ରଣ ରେଖା ପାର କରିବାକୁ ଭାରତୀୟ ଯବାନ କରିବେନି କୁଣ୍ଠାବୋଧ: ରାଜନାଥ ସିଂ

ନୂଆଦିଲ୍ଲୀ, ୨୬।୨: ଦେଶର ସୁରକ୍ଷା ସର୍ବୋପରି। ମାଟି ମା’ ପାଇଁ ସମୟ ପଡ଼ିଲେ କିଛି ସ୍ବତନ୍ତ୍ର ପଦକ୍ଷେପ ମଧ୍ୟ ନେବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ନିୟନ୍ତ୍ରଣ...

ହରସିମ୍‌ରତଙ୍କ ସ୍ଥାନରେ ତୋମାରଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ,୧୯।୯(ପି.ଟି.): କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ କରି ମନ୍ତ୍ରିମଣ୍ଡଳରୁ ହରସିମ୍‌ରତ କୌର ବାଦଲ ଗୁରୁବାର ଇସ୍ତଫା ଦେବା ପରେ ନରେନ୍ଦ୍ର ସିଂ ତୋମାରଙ୍କୁ ଖାଦ୍ୟ...

‘ସମ୍ବିଧାନ ପୁଣି ଲେଖାଯିବ’ ଟିପ୍ପଣିକୁ ନେଇ ଅଡୁଆରେ ପଡିପାରନ୍ତି କେସିଆର୍‌, ଭାଜପା କରିପାରେ ଦେଶଦ୍ରୋହ ମାମଲା

ହାଇଦ୍ରାବାଦ,୮ ।୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ନିକଟରେ ଭାରତରେ ପୁଣିଥରେ ସମ୍ବିଧାନ ଲେଖାଯିବ ବୋଲି ଟିପ୍ପଣି ଦେଇଥିଲେ । ଭାରତୀୟ ଜନତା ପାର୍ଟି(ଭାଜପା), କଂଗ୍ରେସ...

Advertisement
Archives

Model This Week