ନୂଆଦିଲ୍ଲୀ,୨୮ା୪: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିଛା ମନ୍ତବ୍ୟ ଦେଇ କଂଗ୍ରେସ ସାଂସଦ ଶଶୀ ଥରୁର୍‌ ଫସିଯାଇଛନ୍ତି। ଏହି ମନ୍ତବ୍ୟ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଭାଜପା ନେତା ରାଜୀବ ବାବର ଅଭିଯୋଗ କରିବା ପରେ ଦିଲ୍ଲୀ କୋର୍ଟ ପକ୍ଷରୁ ଶନିବାର ଥରୁର୍‌ଙ୍କୁ ସମନ୍‌ ଜାରି କରାଯିବା ସହ ଜୁନ ୭ ପୂର୍ବରୁ ହାଜର ହେବା ଲାଗି କୁହାଯାଇଛି। ମୋଦିଙ୍କୁ ତୁଳନା କରି ଶିବଲିଙ୍ଗ ଉପରେ ଏକ ବିଛା ବସିଛି ବୋଲି ଜଣେ ଆର୍‌ଏସ୍‌ଏସ୍‌ ନେତା ଗତବର୍ଷ ଅକ୍ଟୋବରରେ କହିଥିବା ଶଶୀ ଥରୁର୍‌ କହିଥିଲେ। ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ସମର ବିଶାଲ ଥରୁରଙ୍କ ବିରୋଧରେ ଏହି ମାମଲାର ଶୁଣାଣି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ସମୟରେ ପୀଡ଼ିତାଙ୍କର ବିରୋଧ ନ କରିବା ସହମତି ନୁହେଁ, ହାଇକୋର୍ଟ…

ଚେନ୍ନାଇ, ୨୭।୧୨: ବଳାତ୍କାର ମାମଲାରେ ପୀଡ଼ିତା ବିରୋଧ କରି ନ ଥିଲେ ବି ଏହାକୁ ବଳାତ୍କାର ଭାବେ ଗ୍ରହଣ କରାଯିବ। ସେ ଏହାର ବିରୋଧ ନ...

ଭାଜପା ମୁଖ୍ୟାଳୟରେ ଦଳାଚକଟା ସ୍ଥିତି:ଠେଲାପେଲାରେ ବହୁ ଆହତ

ନୂଆଦିଲ୍ଲୀ,୨୪-୫(ପି.ଟି.):ନିର୍ବାଚନ ଫଳାଫଳ ଆସିବା ପରେ ରାଜଧାନୀ ଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ହଜାର ହଜାର ସଂଖ୍ୟାରେ ଲୋକେ ରୁଣ୍ଡ ହେବାରୁ ସେଠାରେ ଦଳଚକଟା ଭଳି ପରିସ୍ଥିତି ସୃଷ୍ଟି...

୬୪୫ ସ୍କୁଲରେ ହେବ ଅସ୍ଥାୟୀ ହସ୍ପିଟାଲ

ନୂଆଦିଲ୍ଲୀ,୨୪।୩: କେନ୍ଦ୍ର ସରକାର କରୋନା ଭାଇରସର ସଂକ୍ରମଣକୁ ଦେଖି ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି। ଏବେ ପ୍ରାୟ ୬୪୫ ନବୋଦୟ ବିଦ୍ୟାଳୟ ହଷ୍ଟେଲକୁ ସରକାର ଅସ୍ଥାୟୀ...

ଦୁର୍ବଳ ହେଲା ‘ଗୁଲାବ’ର ତାଣ୍ଡବ: ଶ୍ରୀକାକୁଲମରେ ମତ୍ସଜୀବି ନିଖୋଜ

ବିଶାଖାପାଟନମ,୨୭ ।୯: ବାତ୍ୟା ‘ଗୁଲାବ’ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିବା ପରେ ଏବେ ଏହା ଦୁର୍ବଳ ହୋଇଯାଇଛି । ରବିବାର ସନ୍ଧ୍ୟାରେ ଏହା...

‘କୁଲି ନମ୍ବର-୧’ରେ ରଜତ ରାଓ୍ବଲ

ମୁମ୍ବାଇ: ‘ବଡିଗାର୍ଡ’ରେ ହାସ୍ୟ ଅଭିନୟ କରି ଦର୍ଶକଙ୍କ ମନରେ ଗଭୀର ଛାପ ପକାଇଥିବା ଅଭିନେତା ରଜତ ରାଓ୍ବଲ ପୁଣିଥରେ ବରୁଣ ଧାଓ୍ବନଙ୍କ ଅଭିନୀତ ‘କୁଲି ନମ୍ବର-୧’ରେ...

ଦିନେ ଲୋକେ କହୁଥିଲେ ଡାହାଣୀ, ଏବେ ଜିତିଲେ ପଦ୍ମଶ୍ରୀ

ରାଞ୍ଚି,୨୭।୧: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୧୯ ଜଣଙ୍କୁ ପୁରସ୍କାର ଦିଆଯିବ। ଝାଡଖଣ୍ଡର...

ର଼୍ୟାନ୍‌ ସ୍କୁଲ୍‌ ଛାତ୍ର ହତ୍ୟା ମାମଲା: ୫ ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ,୨୦।୧୦: ଗୁରୁଗ୍ରାମର ର଼୍ୟାନ୍‌ ଇଣ୍ଟରନ୍ୟାଶନାଲସ୍କୁଲ୍‌ର ଜଣେ ୭ ବର୍ଷର ଛାତ୍ରଙ୍କୁ ୨୦୧୭ରେ ଗଳାକାଟି ହତ୍ୟା କରାଯାଇଥିଲା। ହତ୍ୟାକାରୀଙ୍କୁ ସେତିକିବେଳେ ୧୬ ବର୍ଷ ହୋଇଥିଲା। ଜଣେ ସାବାଳକ...

ସ୍ବାମୀଙ୍କୁ ସ୍ତ୍ରୀଙ୍କ ଧମକ: ‘ଦାଢ଼ି ନ କାଟିଲେ ଛାଡପତ୍ର ଦେବି’

ଲକ୍ଷ୍ନୌ,୨୫।୧୧: ଉତ୍ତର ପ୍ରଦେଶର ଆଲିଗଡରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ଦାଢିକୁ ସ୍ତ୍ରୀ ଏତେ ଚିଡିଯାଇଛନ୍ତି ଯେ ସେ ତାଙ୍କୁ ଦାଢି...

Advertisement
Archives

Model This Week