ଏହି ମହାଦେଶରେ ୩ ମାସ ମଧ୍ୟରେ ୩୦୦୦୦ ଥର ହୋଇଛି ଭୂକମ୍ପ

ଆମ ପୃଥିବୀରେ ୭ଟି ମହାଦେଶ ରହିଛି। ଏଥିମଧ୍ୟରୁ ଗୋଟିଏ ମହାଦେଶରେ ଗତ ତିନି ମାସ ମଧ୍ୟରେ ୩୦ ହଜାରରୁ ଅଧିକ ଭୂକମ୍ପ ହୋଇଥିବା ଚିଲିର ବୈଜ୍ଞାନିକମାନେ କହିଛନ୍ତି। ଅଗଷ୍ଟ ଶେଷରୁ ଏହି ମହାଦେଶରେ ହଜାର ହଜାର ଭୂକମ୍ପ ଘଟିଛି। ଏଥିମଧ୍ୟରୁ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬ ପଏଣ୍ଟ ଥିଲା।

ତେବେ ୩ ମାସ ମଧ୍ୟରେ ୩୦୦୦୦ରୁ ଅଧିକ ଥର ଭୂକମ୍ପ ଘଟିଥିବା ମହାଦେଶର ନାମ ହେଉଛି ଆଣ୍ଟାର୍କଟିକା। ଚିଲି ବିଶ୍ୱବିଦ୍ୟାଳୟର ଭୂବିଜ୍ଞାନୀମାନେ ଅଧ୍ୟୟନ କରି ଏହା ପ୍ରକାଶ କରିଛନ୍ତି। ବିଶ୍ୱବିଦ୍ୟାଳୟରେ ଉପସ୍ଥିତ ଥିବା ଜାତୀୟ ଭୂକମ୍ପ କେନ୍ଦ୍ରର ବୈଜ୍ଞାନିକମାନେ କହିଛନ୍ତି ଯେ, ଆଣ୍ଟାର୍କଟିକାର ବ୍ରାନ୍ସଫିଲ୍ଡ ଷ୍ଟେଟ୍‌ରେ ମଧ୍ୟ ୬ ମାଗ୍ନିଚ୍ୟୁଡର ଶକ୍ତିଶାଳୀ ଭୂକମ୍ପ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନିବୁନି କରୋନା କଟକଣା, ଲୋକଙ୍କୁ ଗିରଫ କଲା ପୋଲିସ…

ଅଟଓ୍ବା, ୩୦।୪ : କାନାଡାରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କରୋନା କଟକଣାକୁ ବିରୋଧ କରି ଲୋକେ ଏକଜୁଟ ହୋଇଛନ୍ତି। ଲୋକେ କରୋନା କଟକଣାରେ ବ୍ୟତିବ୍ୟସ୍ତ...

ଭାରତକୁ ପୁଣି ପ୍ରଶଂସା କଲେ ଇମ୍ରାନ

ଇସଲାମାବାଦ,୩୦ା୫: ପାକିସ୍ତାନର ବର୍ତ୍ତମାନର ମିଳିତ ସରକାରକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କଡ଼ା ସମାଲୋଚନା କରିଛନ୍ତି।  ଇମ୍ରାନ ପାକିସ୍ତାନକୁ ‘ଆମେରିକୀୟ ଗୁଲାମ’ କହିଛନ୍ତି। ପେଟ୍ରୋଲିୟମ ଦ୍ରବ୍ୟର...

ସାମ୍ନାକୁ ଆସିଲା ଚାଇନାର ଆଉ ଏକ କାରନାମା

ଚାଇନାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମା’ବାପା ସେମାନଙ୍କ ପିଲାମାନଙ୍କୁ ଏକ ଜନଗହଳି ବଜାରରେ ପଞ୍ଜୁରୀ...

ନିଜ ଭାଷଣରେ ଟ୍ରମ୍ପ-ମୋଦିଙ୍କ ଭଳି ନେତାଙ୍କୁ ସ୍ତବ୍ଧ କରିଦେଲେ ୧୬ ବର୍ଷୀୟା ଝିଅ

ନ୍ୟୁୟର୍କ,୨୪।୯: ସ୍ବିଡେନର ୧୬ ବର୍ଷୀୟା ଝିଅ ଗ୍ରେଟା ଥନବର୍ଗ ଏବେ ଚର୍ଚ୍ଚାରେ। ଆମେରିକାରେ ଆୟୋଜିତ ଜାତିସଂଘର ଉଚ୍ଚସ୍ତରୀୟ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଅଭିଭାଷଣ ରଖି ସାରା...

ବ୍ରିଟେନର ପ୍ରସିଦ୍ଧ ସଂଗ୍ରହାଳୟରେ ଚୋରି, ଭାରତ ସମେତ ବହୁ ପ୍ରାଚୀନ କଳାକୃତି ହେଲା ଗାଏବ

ଲଣ୍ଡନ,୧୭।୮: ବ୍ରିଟେନର ଏକ ସଂଗ୍ରହାଳୟରୁ ବହୁ ମୂଲ୍ୟବାନ ଐତିହାସିକ ବସ୍ତୁ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ସଂଗ୍ରହାଳୟରେ ଶହ ଶହ ବର୍ଷର ଇତିହାସକୁ...

କାଉଣ୍ଟଡାଉନ୍‌ ଆରମ୍ଭ, ଇତିହାସ ରଚିବ ଭାରତ

ନୂଆଦିଲ୍ଲୀ,୨୩ା୮: ଭାରତର ଚନ୍ଦ୍ରୟାନ-୩ ଆଉ କିଛି ସମୟ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ। ଏନେଇ ସମଗ୍ର ବିଶ୍ୱବାସୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଭାରତୀୟ...

ଇରାନର ଶାହା ଚିରାଗ ମସଜିଦରେ ଆତଙ୍କବାଦୀ ଆକ୍ରମଣ…

ତେହେରାନ,୧୪।୮ : ଇରାନର ଦକ୍ଷିଣ ସହର ଶିରାଜରେ ପବିତ୍ର ଶାହା ଚିରାଗ ମସଜିଦ ଉପରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ କରାଯାଇଛି। ଏକ ବର୍ଷରୁ କମ...

ଭୋକ ଜ୍ୱାଳାରେ ଆଫ୍‌ଗାନ ଶିଶୁ

କାବୁଲ, ୨୨।୧୧ : ପାଦେ ପାଦେ ବିପଦ। କେତେବେଳେ ବର୍ଷୁଛି ଗୁଳି ତ ଆଉ କେତେବେଳେ ବିସ୍ଫୋରଣ। ସବୁଠି ତ୍ରାହି ତ୍ରାହି ଏବଂ ହା’ ଅନ୍ନର...

Advertisement
Archives

Model This Week