୧୦ ଜୁଆଡି ଗିରଫ

କେନ୍ଦୁଝର, ୨୨ା୫ (ସ୍ବ.ପ୍ର.)-କେନ୍ଦୁଝର ଟାଉନ ଥାନା ପୋଲିସ ମଙ୍ଗଳବାର ଜୁଆ ଖେଳୁଥିବା ୧୦ ଜଣ ଜୁଆଡିଙ୍କୁ ଶିରିପୁର ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି ା ସେମାନଙ୍କ ନାମ ଶାହା ଆଲାମ ସେଖ, ମାନିନ ଉଲ୍ଲା ଶେଖ, ମୁଜିବୁରୁ ସେଖ, ସାବିର ସେଖ, ଆକବର ଉଲ୍ଲା ସେଖ, ଆକବର ସେଖ, ମନୀଶ ସେଖ, ସମୀର ଉଲ୍ଲା ସେଖ, ପ୍ୟାରେ ଉଲ୍ଲ ସେଖ, ବାକିର ଉଲ ସେଖ ବୋଲି ଜଣାପଡିଛି ା ସେମାନଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳରେ କିନ୍ତୁ କେନ୍ଦୁଝରରେ ରହି ବିଭିନ୍ନ ପ୍ରକାରର ମିସ୍ତ୍ରୀ କାମ କରୁଥିଲେ ବୋଲି ଜଣାପଡିଛି ା ସେମାନଙ୍କ ଠାରୁ ୧୩,୯୪୦ ଟଙ୍କା, ତାସ, ୩ ବାଇକ, ୮ ମୋବାଇଲ ଫୋନ ଆଦି ଜବତ ହୋଇଥିବା ପୋଲିସ କହିଛି ା ସେମାନେ ଜୁଆ ଖେଳୁଥିବା ବେଳେ ଧରାଯାଇଥିବା ଟାଉନ ଥାନା ଅଧିକାରୀ ସୋମନାଥ ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ଟ୍ରଲର ଦୁର୍ଘଟଣା, ମିଳିଲା ଆଉ ଏକ ମତ୍ସ୍ୟଜୀବୀଙ୍କ ମୃତଦେହ

ଭୋଗରାଇ,୧୫।୭( ପ୍ରଦୀପ ଦାସ ): ବଙ୍ଗୋପସାଗରରେ ମା କାଳୀ ନାମକ ଟ୍ରଲର ଦୁର୍ଘଟଣାରେ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୧ ୩ ତାରିଖରେ ଦକ୍ଷିଣ…

ସତର୍କ ସଂକେତ ଉପରେ ଜଳକା ଜଳସ୍ତର, ଭୟଭୀତ ଅବସ୍ଥାରେ ତଳିଆ ଅଞ୍ଚଳବାସୀ

ବାଲେଶ୍ୱର,୧୫।୭( ବାଞ୍ଛାନିଧି ଦେ): ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା ଦେଖା ଦେଇଛି । ବାଲେଶ୍ଵର ଜିଲା ବସ୍ତା ବ୍ଲକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri