ରଜରେ ଅତିଥି ଚର୍ଚ୍ଚା

ରଜ ସମୟରେ ଘରକୁ ଅତିଥି ଆସିଥାନ୍ତି। ସେମାନଙ୍କୁ ଚର୍ଚ୍ଚା ଲାଗି ପ୍ରସ୍ତୁତି ସମ୍ପର୍କରେ ଜାଣନ୍ତୁ କେତୋଟି କଥା..

– ଅତିଥି ଆସିବା ପୂର୍ବରୁ ଘରକୁ ସୁନ୍ଦର ଭାବେ ସଜାନ୍ତୁ। ଯେଉଁ ଜିନିଷ ଯେଉଁଠି ରହିବା ଉଚିତ ସେପରି ହିଁ ରଖନ୍ତୁ। ରୁମ୍‌ ଡେକୋରେଶନ୍‌ରେ ପରିବର୍ତ୍ତନ ଆଣନ୍ତୁା
– ଘରର ଫ୍ଲୋର ଏବଂ ସମସ୍ତ ଫର୍ନିଚରକୁ ଭଲଭାବେ ପୋଛନ୍ତୁ।
– ଅତିଥି ଘରେ ପହଞ୍ଚିବାମାତ୍ରେ ତାଙ୍କୁ ସ୍ବାଗତ କରି ପ୍ରଥମେ କୋଲ୍ଡ ଡ୍ରିଙ୍କ୍‌ସ, ଚା କିମ୍ବା କଫିରେ ଆପ୍ୟାୟିତ କରନ୍ତୁ।
– ଅତିଥିଙ୍କୁ ଏକୁଟିଆ ବସିବାକୁ ନ ଦେଇ ସେମାନଙ୍କ ସହ କଥାହୁଅନ୍ତୁ। ଯଦି ସେମାନଙ୍କୁ ଛାଡ଼ି କିଛି ସମୟ ପାଇଁ ରୋଷେଇ ଘର କିମ୍ବା ଅନ୍ୟ କାମ କରିବାକୁ ଯାଉଛନ୍ତି, ତେବେ ପରିବାରର ଆଲ୍‌ବମ୍‌ ଦେଖିବାକୁ ଦିଅନ୍ତୁ। ଏହାଦ୍ବାରା ସେମାନଙ୍କ ଟାଇମ୍‌ପାସ୍‌ ହେବ।
– ଖାଦ୍ୟ ପରଷିବା ପୂର୍ବରୁ ଏହାକୁ ଭଲଭାବେ ସଜାଇ କରି ଦିଅନ୍ତୁ। ଏଭଳି ଅତିଥି ଚର୍ଚ୍ଚା କରନ୍ତୁ, ଯେପରି କି ସବୁଦିନ ପାଇଁ ଅତିଥି ଆପଣଙ୍କୁ ମନେରଖିବେ।
– ଆପଣଙ୍କଠାରୁ ଅତିଥି ବିଦାୟ ନେବାବେଳେ ତାଙ୍କୁ ଉପହାରସ୍ବରୂପ କିଛି ଦିଅନ୍ତୁ। ଏହା ଆପଣଙ୍କ ସମ୍ପର୍କକୁ ଆହୁରି ନିବିଡ଼ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri