ଡ୍ରେସ୍‌ ସହ ମେକ୍‌ଅପ୍‌

ଦୀପାବଳିରେ ପରଫେକ୍ଟ ଲୁକ୍‌ ପାଇବାକୁ ହେଲେ କେବଳ ଜିନ୍ସ, ଡ୍ରେସ୍‌ କି ଶାଢ଼ି ଯଥେଷ୍ଟ ନୁହେଁ, ଏହାକୁ ମ୍ୟାଚିଂ କରି ମେକ୍‌ଅପ୍‌ ନେବାକୁ ପଡ଼ିଥାଏ। ଜାଣନ୍ତୁ ସେ ସମ୍ପର୍କରେ କେତୋଟି ଟିପ୍ସ….

ଡ୍ରେସ୍‌ ସହ ମେକ୍‌ଅପ୍‌
ମେଟାଲିକ୍‌ ଏବଂ ଜୁଏଲେରି ଟୋନ୍‌ ଫ୍ୟାବ୍ରିକ୍‌ ଆଉଟ୍‌ଫିଟ୍‌ ସହ ପାଉଡର ଫାଉଣ୍ଡେଶନ୍‌ ଏବଂ କମ୍ପାକ୍ଟ ବ୍ୟବହାର କରନ୍ତୁ। ଆଖିରେ ହାଲ୍‌କା ମେକ୍‌ଅପ୍‌ ନିଅନ୍ତୁ। ମସ୍କରା ସହିତ ଓଠରେ ଲାଲ୍‌ ରଙ୍ଗର ଲିପ୍‌ଷ୍ଟିକ୍‌ ଲଗାନ୍ତୁ।
ଅରେଞ୍ଜ୍‌ କଲର ଲିପ୍‌ଷ୍ଟିକ୍‌କୁ ଆପଣ ଯେକୌଣସି ଆଉଟ୍‌ ଫିଟ୍‌ରେ ମ୍ୟାଚ୍‌ କରିପାରିବେ ନାହିଁ। ଗୋଲ୍‌ଡେନ୍‌ କଲର ଆଉଟ୍‌ଫିଟ୍‌ ସହ ଏହା ମ୍ୟାଚ୍‌ କରିଥାଏ। ଏଭଳି ଆଉଟ୍‌ଫିଟ୍‌ରେ ଆଖିର ମେକ୍‌ ଅପ୍‌ ଲାଗି ଲାଇଟ୍‌ କ୍ରିମ୍‌ ଆଇ ସ୍ୟାଡୋ ସହ ପିଙ୍କ୍‌ କଲର ବ୍ଲସ୍‌ ବ୍ୟବହାର କରନ୍ତୁ।
ଯଦି ଆଉଟ୍‌ଫିଟ୍‌ ପାଇଁ ବ୍ରାଇଟ୍‌ କଲର ବାଛୁଛନ୍ତି ତେବେ ହାଲ୍‌କା ମେକ୍‌ ଅପ୍‌ ନିଅନ୍ତୁ। ଆଖିକୁ ସ୍ମୋକି ଲୁକ୍‌ ଦେଲେ ତାହା ଆହୁରି ଆକର୍ଷଣୀୟ ଲାଗିଥାଏ।
ଆପଣ ବ୍ଲୁ କଲର ଆଉଟ୍‌ଫିଟ୍‌ ପସନ୍ଦ କରୁଥିଲେ ମେଟାଲିକ୍‌ ବ୍ଲୁ ସ୍ୟାଡୋ ଆଇ ମେକ୍‌ଅପ୍‌ ବାଛନ୍ତୁ। ଓଠରେ ପିଙ୍କ୍‌ କଲର ଲିପ୍‌ଷ୍ଟିକ୍‌ ଲଗାଇବା ସହ କେଶକୁ ସିମ୍ପଲ୍‌ ଷ୍ଟାଇଲ୍‌ ଦିଅନ୍ତୁ।
ଯଦି ହ୍ବାଇଟ୍‌ କଲର ଗେଟ୍‌ଅପ୍‌ରେ ରହିବାକୁ ଚାହୁଁଛନ୍ତି ତେବେ ମେଟାଲିକ୍‌ ଆଇ ମେକ୍‌ଅପ୍‌ ସହ ବ୍ରାଇଟ୍‌ କଲର ଲିପ୍‌ଷ୍ଟିକ୍‌ ଲଗାନ୍ତୁ। ଏହା ଆପଣଙ୍କୁ ଷ୍ଟାଇଲିସ୍‌ ଲୁକ୍‌ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri