ଛେଉଁଡ୍‌ ଭାଇବହେନ୍‌କୁଁ ସାହାଯ୍‌ର ହାତ୍‌ ବଢ଼ାଲା ପରଶାସନ

ପର୍ଲା, ୩୧।୧ (ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍‌ ବେହେରାଗୁଡ଼ା ଗଁାର ମା’ବାପ୍‌ ଛେଉଁଡ୍‌ ଭାଇବହେନ୍‌କୁ ଜିଲା ଶିଶୁ ୟୁନିଟ କତୁରପକ୍ଷ ସାହାଯ୍‌ର ହାତ୍‌ ବଢ଼େଇଛନ୍‌। ଗୁରୁବାର ଜିଲା ଶିଶୁ ମଙ୍ଗଲ ୟୁନିଟର ନିରଦେଶକ ଗୋଲାପ ଅବ୍‌ବୁଲ୍ଲା ଖଁାକଁର ଦେଖ୍‌ରେଖରେ ଗୁଟେ ଦଲ ଗଁାକେ ଆସି ଛୁଆକର ଆଈବୁଢ଼ୀ ସୁଲୋଚନା(୬୫)କଁର ସଂଗେ ଆଲୋଚନା କରିଥିଲେ। ସୁଲୋଚନା ବି ପୁଓ ସୁବାସର ଶୁଧିକାଯ୍‌ ସଏଲେ ନାତିନାତେନ୍‌କେ ଥଇଥାନ ଲାଗି ଛାଡ଼ିଦେବେ ବଲି କଥା ଦେଇଥିବାର ଜନାଯାଇଛେ।
ସୂଚନା ଅନ୍‌ସାରେ ବେହେରାଗୁଡ଼ା ଗଁାର କୁଷ୍ଠ ରୋଗ୍‌ରେ ପୀଡ଼ିତ ସୁବାସ ଦୋରୁଆନକଁର ଗଲା ୧୭ ତାରିଖ୍‌ ମୁର୍‌ତୁ ହେଇଥିଲା। ସେନ୍‌ତା ବଛ୍‌ରେ ଆଗ୍‌ରୁ ତାକର ମାଏକିନା ଝି’ ଦିବ୍ୟାଭାରତୀ(୭) ଆର ପୁଓ ମାନସ(୪)କେ ଶାଶ୍‌ ପାସେ ଛାଡ଼ି ପଲେଇ ଯାଇଛନ୍‌। ଏନ୍‌ତାଥି ସୁବାସକଁର ବୁଢ଼ୀ ମା’ ସୁଲୋଚନା ନାତିନାତେନକେ ପାଲ୍‌ପୋଷ କରୁଥିଲେ। ହେଲେ ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଟଁକା ପଏସା ଅଭାବୁ ସୁଲୋଚନା ପୁଓର ଶୁଧିକାଯ୍‌ ଲାଗି ନିଜର ରାଶନକାର୍ଡ ଗହନା କରିଥିଲେ। ସେନ୍‌ତା ସେ ନାତିନାତେନକଁର ଭବିଷତ୍‌କେ ନେଇ ସବୁବେଲେ ଚିନ୍‌ତାରେ ରହୁଥିଲେ। ଇ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ଇ ଦୁଖି ପରିବାରକେ ଅନେକ ସହୁରୁଦ୍‌ ଲୋକ୍‌, ସ୍ବେଚ୍ଛାସେବୀ ସଂଗଠନ ସାହାଯ୍‌ର ହାତ୍‌ ବଢ଼େଇଥିଲେ। ସେନ୍‌ତା ମା’ବାପ୍‌ ଛେଉଁଡ୍‌ ଭାଇବହେନ୍‌କର ଥଇଥାନ ଲାଗି ମୂଲ ନିବାସୀ ଯୁବ ଫେଡେରେଶନର ସଦସିଅମାନେ ଜିଲା ଶିଶୁ ୟୁନିଟ ସଂଗେ କଥା ହେଇଥିଲେ। ସେହିସାବେ ଗୁରୁବାର ଶିଶୁ ୟୁନିଟର ନିରଦେଶକ ଅବ୍‌ବୁଲ୍ଲା ଖଁା, ଆଇନ ପରୀବେକ୍ଷକ ଅଧିକାରୀ ସୁଧାଂଶୁ ମହାପାତ୍ର, ବିଜେଡି ସଭାନେତ୍ରୀ କଲ୍ୟାଣି ନାଏକ, ଶ୍ୟାମସୁନ୍ଦର ମାଝି, ଢଗମାଳିଆ ନାଏକ, ସୁରେନ୍ଦ୍ର ସୁନାନୀ ସଂଗେ ମୂଲ ନିବାସୀ ଯୁବ ଫେଡେରେଶନର ସଭାପତି କମଳାକାନ୍ତ ବିହାରୀ, ନିରଦେଶକ ଯୁଗେଶ ତାଣ୍ଡି, ଫକିର ନାରାୟଣ ଜାଲ ପରମୁଖ ସୁଲୋଚନାକଁର ସଂଗେ ଆଲୋଚନା କରିଛନ୍‌। ଆଏବାର ହପ୍‌ତେ ଭିତରେ ଦିବ୍ୟାଭାରତୀ ଆର ମାନସକୁଁ ଭବାନୀପାଟଣାରେ ଥିବାର ଶିଶୁ ୟୁନିଟକେ ନେବାର ସଂଗେ ସେଠାନେ ତାକର ଥଇଥାନର ବେବସ୍‌ତା କରାଯିବା ବଲି ୟୁନିଟ ତରଫୁ ସୂଚନା ମିଲିଛେ।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri