ଘରକୁ ସଜାନ୍ତୁ ଓ୍ବାଲପେପର୍ସରେ

ଆପଣ ନିଜ ଘରକୁ ମେକଓଭର କରିବାକୁ ଚାହଁୁଛନ୍ତି କି ? ଯଦି ହଁ ତେବେ କାନ୍ଥର କଲର ବଦଳାଇବା ସହ କିଛି ଅଲଗା ଡିଫରେନ୍ସ କରିବାକୁ ଚେଷ୍ଟା କରନ୍ତୁ। ଯେମିତିକି ଓ୍ବାଲଡେକୋର ଲାଗି ଓ୍ବାଲପେପର ବ୍ୟବହାର କରିପାରିବେ। ଏହାଦ୍ୱାରା ଆପଣ ନିଜ ଘରକୁ ନୂଆ ଲୁକ୍‌ ଦେଇପାରିବେ।…

କେମିତି କରିବେ ଓ୍ବାଲପେପର ସିଲେକ୍‌ଶନ
ସେମିତିରେ ତ ମାର୍କେଟରେ କେତେ ପ୍ରକାର ,କିନ୍ତୁ ନିଜର ରୁମ୍‌ର ସ୍ପେସ ସହ ଓ ସ୍ଥାନ ଦୁଇଟିକୁ ଦେଖି ଓ୍ବାଲପେପର ଚୟନ କରନ୍ତୁ। ଏପରି କରି ଆପଣ ଘରକୁ କଣ୍ଟେମ୍ପରାରୀ ଡିଜାଇନର ଲୁକ୍‌ ଦେବା ସହ ନିଜ ଟଙ୍କାକୁ ବଞ୍ଚାଇ ପାରିବେ।
ମେଟାଲିକ୍‌ ଓ୍ବାଲପେପର: ଆଜିର ସବୁ ଜେନେରେଶନ୍‌କୁ ଧ୍ୟାନ ରଖି ଏହି ପ୍ରକାର ଓ୍ବାଲପେପର ପ୍ରସ୍ତୁତ କରାହୋଇଛି। ଏହାର ମେଟାଲିକ୍‌ କଲର ଇଫେ କଟ ବହୁତ ପସନ୍ଦ ଯୋଗ୍ୟ ହୋଇପାରୁଛି। କେଉଁ ପ୍ରକାର ଓ୍ବାଲପେପର ଲଗାନ୍ତୁ ନା କାହିଁକି ତା’ର କ୍ୱାଲିଟି ଉପରେ ଧ୍ୟାନ ରଖନ୍ତୁ। ସେ ଓ୍ବାଶବେଲ ହେବା ମଧ୍ୟ ଜରୁରୀ। ଓ୍ବାଶେବେଲ ଓ୍ବାଲପେପର ଅଧିକ ଦିନ ପର୍ଯ୍ୟନ୍ତ ସୁନ୍ଦର ଦେଖାଯାଇଥାଏ। କାହିଁକି ନା ଏହାକୁ ଅଳ୍ପ ସାମ୍ପୋ ପାଣି କି ଡିଟରଜେଣ୍ଟ ପାଣିରେ ଓଦା କପଡା ବୁଡାଇ ସଫା କରିପାରିବେ।
-କିଚେନ୍‌ ଓ ବାଥରୁମ୍‌ ଭଳି ଜାଗାରେ ଓଦା ପ୍ରାୟତଃ ରହିଥାଏ। ଏଥିସହ କାନ୍ଥରେ ପାଣି, ଷ୍ଟିମ୍‌ ଅନ୍ୟ ଚିକ୍କଣ ପଦାର୍ଥ ଲାଗିବାର ଭୟ ରହିଛି। ଏଥିପାଇଁ ଓ୍ବାଶେବଲ ଓ୍ବାଲପେପର କିଣିପାରନ୍ତି।
-ବେଡରୁମ୍‌ ଓ ଲିଭିଙ୍ଗ ରୁମ୍‌: ଟ୍ରାଡିଶନାଲ କିମ୍ବା ଫ୍ୟାବ୍ରିକ୍‌ କୌଣସି ବି କଲର,ଡିଜାଇନ୍‌,ପସନ୍ଦ ଯୁକ୍ତ ଚିତ୍ର ଥିବା ଓ୍ବାଲପେପରକୁ ଲଗାଇ ଟ୍ରାଏ କରିପାରିବେ। ଏହି ସବୁ ଜାଗାରେ ଓ୍ବାଲପେପର ଲଗାଉଥିବା ସମୟରେ ଟିକେ ଦେଖିଚାହିଁ ପସନ୍ଦ କରନ୍ତୁ।
-ଟେକ୍ସଚର୍ଡ ଓ୍ବାଲପେପର: ଏହି ଓ୍ବାଲପେପର ଲଗାଇବା ଦ୍ୱାରା ଘରକୁ ମିଳିଥାଏ ନୂଆ ଲୁକ୍‌। ଏବେ ଏହାକୁ ଖୁବ୍‌ ପସନ୍ଦ କରାଯାଉଛି। କାହିଁକି ନା ଏହା ଘରକୁ ନାଚୁରାଲ ଲୁକ୍‌ ଦେଇଥାଏ। ଅରିଜିନାଲ ଲୁକ୍‌ କାରଣରୁ ଏହାର ବହୁତ ଡିମାଣ୍ଡ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri