Posted inଖେଳ

ଏହି କ୍ରିକେଟରଙ୍କୁ ବିବାହ ପ୍ରସ୍ତାବ ଦେଲେ ଅଭିନେତ୍ରୀ

ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଅଲରାଉଣ୍ଡର ଜିମି ନିଶାମଙ୍କ ବିବାହ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ଅଭିନେତ୍ରୀ ସେହର ଶିନଓ୍ବାରୀ। ସେ ଜିମିଙ୍କ ଏକ ଟୁଇଟରେ ଲେଖିଛନ୍ତି, କ’ଣ ଆପଣ ଭବିଷ୍ୟତରେ ହେବାକୁ ଥିବା ମୋ ପିଲାଙ୍କ ପିତା ହେବାକୁ ଚାହିଁବେ। ଏହା ପଛରେ ସେ ଦୁଇଟି ମଜାଳିଆ ଇମୋଜି ଦେଇଥିଲେ। ଏହି ଟୁଇଟ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାପରେ ନିଶାମ୍‌ କହିଥିଲେ, ବାକି ସବୁତ ଠିକ୍‌ ଥିଲା କିନ୍ତୁ ଶେଷ ଦୁଇଟି ଇମୋଜି ଜରୁରୀ ନ ଥିଲା। ଭାରତୀୟ ଫ୍ୟାନ୍ସମାନେ ଶିନଓ୍ବାରୀଙ୍କୁ ଟ୍ରୋଲ୍‌ କରି ଜିମିଙ୍କୁ ଆତଙ୍କବାଦୀ ରାଷ୍ଟ୍ରରେ ବିବାହ ନ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ଏଥିରେ ଭାରତୀୟ ଫ୍ୟାନ୍‌ଙ୍କ ଉପରେ ରାଗିଯାଇଥିଲେ ଶିନଓ୍ବାରୀ। ସୂଚନାଯୋଗ୍ୟ, ଜିମି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଥାନ୍ତି। ବେଳେବେଳେ ମଜାଳିଆ ଟୁଇଟ୍‌ କରି ନିଜ ଫ୍ୟାନମାନଙ୍କ ହସାଇଥିଲେ। ନିକଟରେ ସେ ବିରାଟ କୋହଲିଙ୍କ ଉପରେ ଟୁଇଟ୍‌ କରି ଟ୍ରୋଲ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ଛେରାପହଁରା, ଆଉ କିଛି ସମୟ ପରେ ଆରମ୍ଭ ହେବ ରଥଟଣା

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ଘର ବାହୁଡିବେ ଜଗତ ନିୟନ୍ତା ଶ୍ରୀଜଗନ୍ନାଥ। ଏନେଇ ଭକ୍ତି ଭାବରେ ଭିଜୁଛି ସମଗ୍ର ଶ୍ରୀକ୍ଷେତ୍ର। ନାଚ, ଗୀତ, ହରିବୋଲରେ ଦୁଲୁକୁଛି ବଡ଼ଦାଣ୍ଡ।…

୧୦ ବର୍ଷ ଜେଲ୍, ୧୦ କୋଟି ଜରିମାନା: ପେପର ଲିକ୍ ବିରୋଧରେ ସରକାରଙ୍କ କଠୋର ଆଇନ, କ୍ୟାବିନେଟ୍‌ର ମଞ୍ଜୁରୀ

ନୂଆଦିଲ୍ଲୀ,୨୪ା୭: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘ପେପର ଲିକ୍ ବିଲ୍ ସଂଶୋଧନ’କୁ ମଞ୍ଜୁରୀ ଦିଆଯାଇଛି। ଏଥିରେ ପେପର ଲିକ୍ ମାଫିଆଙ୍କ…

ଭାଇରାଲ ସେଲିବ୍ରେଶନକୁ ନେଇ ମୁହଁ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଗସ୍ତର ବିଫଳତାକୁ ପଛରେ ପକାଇ, ବୈଭବ ସୂର୍ଯ୍ୟବଂଶୀ ଗୁରୁବାର ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ…

ଖେଳୁଖେଳୁ ପୋଖରୀରେ ପଡ଼ି ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

ପାଟଣା,୨୪ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଚୁଟିଆ ପଶୀ ଗ୍ରାମର ଶୁକ୍ରବାର ଅପରାହ୍ନରେ ଜଣେ ୪ବର୍ଷର ଶିଶୁକନ୍ୟାଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଘଟଣା…

Sonam Wangchuk: ସୋନମ ଓ୍ବାଙ୍ଗଚୁକଙ୍କ ଅନଶନ ଭାଙ୍ଗିବା ପଛରେ ଅଛି ସ୍ତ୍ରୀ ଗୀତାଞ୍ଜଳିଙ୍କ ହାତ, ଲଦାଖ ଯିବେ କି ଓ୍ବାଙ୍ଗଚୁକ? ଜାଣନ୍ତୁ

ନୂଆଦିଲ୍ଲୀ,୨୪।୭: ୨୬ ଦିନ ପରେ ଗୁରୁବାର ବିଳମ୍ବିତ ରାତିରେ ସୋନମ ୱାଙ୍ଗଚୁକ ତାଙ୍କର ଅନଶନ ଶେଷ କରିଛନ୍ତି। କେନ୍ଦ୍ର ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ପାଇବା ପରେ ସେ…

ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରୁ ପଛକୁ ହଟୁନି CJP! ୨ ଦାବି ମାନିଲେ, ସରକାର କହିଲେ କାଲି ଧର୍ମେନ୍ଦ୍ର ପ୍ରଧାନ…

ନୂଆଦିଲ୍ଲୀ,୨୪ା୭: ପେପର ଲିକ୍ ବିବାଦ ଏବଂ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ମଧ୍ୟରେ ଶୁକ୍ରବାର, ଦିଲ୍ଲୀର ବିଠଲ ହାଉସରେ କେନ୍ଦ୍ର ସରକାର ଏବଂ କୋକ୍ରୋଚ୍ ଜନତା ପାର୍ଟି (CJP)…

ଅନଶନ ଭାଙ୍ଗିବାର ଏହି ଦୁଇ ବଡ଼ ବିକଳ୍ପ କହିଲେ ସୋନମ ଓ୍ବାଙ୍ଗ୍‌ଚୁକ୍‌, ମୁଁ ଚାହୁଁଥିଲି…

ନୂଆଦିଲ୍ଲୀ,୨୪ା୭: ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ଆମରଣ ଅନଶନ ଜାରି ରଖିଥିବା ବିଶିଷ୍ଟ ପରିବେଶବିତ୍‌ ସୋନମ ଓ୍ବାଙ୍ଗ୍‌ଚୁକ୍‌ ଗୁରୁବାର ରାତିରେ ତାଙ୍କର ଅନଶନ ଭଙ୍ଗ କରିଛନ୍ତି।…

ଦୁଃଖ ବଖାଣିଲେ ମାନୁଷୀ ଛିଲ୍ଲର: ମୋତେ ବି ୨ଥର….

ନିଟ୍‌ ପେପର ଲିକ ପ୍ରସଙ୍ଗ ବିରୋଧରେ ଚାଲିଥିବା ଛାତ୍ର ପ୍ରତିବାଦକୁ ଅଭିନେତ୍ରୀ ମାନୁଷୀ ଛିଲ୍ଲର ମଧ୍ୟ ସମର୍ଥନ କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏ ବିଷୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri