ଏଇ ଭାରତରେ

ସାହସ ଓ ଦୃଢ଼ ଇଚ୍ଛାଶକ୍ତି ସାମ୍ନାରେ ବୟସ ହାରିଯାଏ, ଯାହାର ଉଦାହରଣ ହେଉଛନ୍ତି ରାଜସ୍ଥାନ ଜୟପୁରର ନିରୁ ସାଲୁଜା। ୭୦ ବର୍ଷ ବୟସ୍କ ସାଲୁଜା ଏବେ ସୁଦ୍ଧା ୮୦ଟି ଦେଶ ଭ୍ରମଣ କରିସାରିଲେଣି ଓ ତାହା ଜାରି ରଖିଛନ୍ତି। ସବୁଠୁ ବଡ଼ କଥା ହେଉଛି, ଏତେସବୁ ଦେଶ ସେ ଏକୁଟିଆ ହିଁ ଯାତ୍ରା କରିଛନ୍ତି। ଅନେକ ଦେଶରେ ଥିବା ଅତି ଭୟଙ୍କର ସ୍ଥାନକୁ ମଧ୍ୟ ସେ ଯାଇଛନ୍ତି। କେବଳ ଏତିକି ନୁହେଁ ବିଶ୍ୱର ସବୁଠୁ ଜଣାଶୁଣା ପ୍ରଶାନ୍ତ ମହାସାଗରରେ ଥିବା ଗାଲାପାଗୋସ ଦ୍ୱୀପ ଦକ୍ଷିଣ ସାଇବେରିଆର ବୈକାଲ ହ୍ରଦକୁ ଯାଇଛନ୍ତି। ନିରୁ ଜଣେ ଅବସରପ୍ରାପ୍ତ ପ୍ରାଧ୍ୟାପକ। ତାଙ୍କ ସ୍ବାମୀ ମଧ୍ୟ ସେହି ପେସାରେ ଥିଲେ ଓ ୨୦୨୦ରେ ତାଙ୍କ ମୃତ୍ୟୁ ହେବା ପରେ ସେ ୧୪ ବର୍ଷ ହେଲା ଏଭଳି ଦେଶ ଭ୍ରମଣ କରି ଆସୁଛନ୍ତି। ନିରୁଙ୍କ ସ୍ବାମୀ ଦୁଃସାହସିକ କାର୍ଯ୍ୟକୁ ପସନ୍ଦ କରୁଥିବାରୁ ସେ ଏହା ଜାରି ରଖିବାକୁ ଚାହିଁଥିଲେ ଓ କରୁଛନ୍ତି ମଧ୍ୟ। ସେ ମେଲବୋର୍ନରେ ୧୨,୦୦୦ ଫୁଟ୍‌ରୁ ସ୍କାଏ ଡାଇଭିଂ କରିବା ସହ ବହୁ ଦୁର୍ଗମ ଜଙ୍ଗଲରେ ଭ୍ରମଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri