Posted inଜାତୀୟ

ତଟରକ୍ଷୀ ବାହିନୀରେ ସାମିଲ୍‌ ହେଲା କନକଲତା ବରୁଆ

କୋଲକାତା, ୩୦।୯: ଭାରତୀୟ ତଟରକ୍ଷୀ ବାହିନୀରେ କନକଲତା ବରୁଆ ଜାହାଜ ସାମିଲ୍‌ ହୋଇଛି। ବୁଧବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କୋଲକାତାରେ ଏହାକୁ ସାମିଲ୍‌ କରାଯାଇଛି। ଏହାକୁ ଗାର୍ଡେନ୍‌ ରିଚ୍‌ ଶିପ୍‌ବିଲ୍ଡର ଆଣ୍ଡ ଇଞ୍ଜିନିୟରର୍ସ ଲିମିଟେଡ୍‌ ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି। ଏହା ଦ୍ରୁତ ବେଗରେ ପାଟ୍ରୋଲିଂ କରିବାକୁ ସକ୍ଷମ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଜିଓ୍ବେଶ୍‌ ନନ୍ଦନ ଏହାକୁ ତଟରକ୍ଷୀ ବାହିନୀରେ ସାମିଲ୍‌ କରାଇଛନ୍ତି। ଏହାର ଲମ୍ବ ୪୯ ମିଟର ଥିବାବେଳେ ଓଜନ ୩୧୦ ଟନ୍‌ ରହିଛି। ଏହା ସର୍ବାଧିକ ୩୫ ନଟ୍ସ୍‌ ବେଗରେ ଗତି କରିବାକୁ ସକ୍ଷମ।


Enter your email to get our daily news in your inbox.

All Right Reserved By Dharitri.Com

ସିବିଆଇରେ ହାଜର ହେଲେନି ରାଜୀବ କୁମାର

କୋଲକାତା,୨୭।୫: କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର ସୋମବାର ସିବିଆଇରେ ହାଜର ହୋଇ ନ ଥିବା ଜଣାପଡ଼ିଛି। ସକାଳ ୧୦ଟାରେ ତାଙ୍କୁ ହାଜର ହେବାକୁ...

ରାଷ୍ଟ୍ରପତିଙ୍କ ଘରେ କୁଣିଆ ହେଲେ ୩ ପୋଲିସ

ନୂଆଦିଲ୍ଲୀ, ୧୬।୮: ରାଷ୍ଟ୍ରପତି ଭବନରେ ଏକ ଐତିହାସିକ ଘଟଣା ଘଟିଛି। ରାଷ୍ଟ୍ରପତି ଭବନରେ ପ୍ରଥମ ଥର ପାଇଁ ୩ ଜଣ ପୋଲିସ କୁଣିଆ ହୋଇଛନ୍ତି। ଉଲ୍ଲେଖନୀୟ...

ପ୍ରଥମ ପରୀକ୍ଷାରେ ସିନ୍ଧେ ପାସ୍‌

ମୁମ୍ବାଇ,୪ା୭: ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଆସ୍ଥାଭୋଟର ସମ୍ମୁଖୀନ ହେବାର ଦିନକ ପୂର୍ବରୁ ତାଙ୍କ ଶିବିରକୁ ବଡ଼ ସଫଳତା ମିଳିଛି। ସିନ୍ଧେ ଗୋଷ୍ଠୀ ସମର୍ଥିତ...

କରୋନାରେ ମୃତ ପିତାଙ୍କ ମୂର୍ତ୍ତି ସାମ୍ନାରେ ବିବାହ କଲେ ଝିଅ

ଜଲଗାଁଓ,୧୨ ।୧୨: ମହାରାଷ୍ଟ୍ର ଜଲଗାଁଓର ଜଣେ ଝିଅ ପ୍ରମାଣ କରି ଦେଖାଇଛନ୍ତି କି ଝିଅମାନେ ବିଶ୍ୱରେ ସବୁଠାରୁ ଅଧିକ ତାଙ୍କ ପିତାଙ୍କୁ ହିଁ ଭଲ ପାଇଥାଆନ୍ତି...

ବଢିଲା ଲକ୍‌ଡାଉନ ଅବଧି

ହାଇଦ୍ରାବାଦ,୨୦।୪: ପ୍ରଥମ ରାଜ୍ୟ ଭାବେ ଲକ୍‌ଡାଉନ ଅବଧିକୁ ମେ’୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା...

୧ ଲକ୍ଷ ଛାତ୍ରୀ-ଛାତ୍ରଙ୍କୁ ମାଗଣାରେ ମୋବାଇଲ-ଲ୍ୟାପଟପ ଦେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୫ ।୧୨: ଉତ୍ତର ପ୍ରଦେଶ ସରକାରଙ୍କ ଫ୍ରି ଲ୍ୟାପଟପ ଓ ସ୍ମାର୍ଟଫୋନ ସ୍କିମ ୨୦୨୧ର ଶୁଭାରମ୍ଭ ଶନିବାର କରାଯାଉଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂର୍ବତନ...

ଜୁଲାଇ ୫ରେ ବଜେଟ୍‌: ୨ ସପ୍ତାହ ପୂର୍ବରୁ ହାଲୁଓ୍ବା ରନ୍ଧା

ନୂଆଦିଲ୍ଲୀ,୨୨।୬: ଜୁଲାଇ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସଂସଦରେ ବଜେଟ ଆଗତ କରିବେ। ଏହାର ୨ ସପ୍ତାହ ପୂର୍ବରୁ ଶନିବାର ପାରମ୍ପରିକ ହାଲୁଓ୍ବା ରନ୍ଧା...

୨୦୨୧ ଜାନୁୟାରୀରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ: ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ନେଇ ଅନିଶ୍ଚିତତା !

ନୂଆଦିଲ୍ଲୀ, ୧୭।୧୦: କଂଗ୍ରେସରେ ଅଧ୍ୟକ୍ଷ ନିଯୁକ୍ତି ନେଇ ସଙ୍କଟ ଜାରି ରହିଛି। ଦଳ ପକ୍ଷରୁ ଗଠନ କରାଯାଇଥିବା ୧୨ ଜଣିଆ ସଦସ୍ୟତା କମିଟି ପକ୍ଷରୁ ଇତିମଧ୍ୟରେ...

Advertisement
Archives

Model This Week